Odisha News
ନୀତିଶ ଓ ଚନ୍ଦ୍ରବାବୁଙ୍କୁ ଖୁସି କରିଦେଲା ବଜେଟ୍, ଓଡିଶାକୁ କଣ ମିଳିଲା ?
ନୂଆଦିଲ୍ଲୀ: ବଜେଟରେ ଚାକିରିଆଙ୍କୁ କଣ ମିଳିଲା, ଯୁବ ବର୍ଗଙ୍କୁ କଣ ମିଳିଲା ଏହାକୁ ନେଇ ବିଶେଷଜ୍ଞଙ୍କ ଅନେକ ଅନେକ ରାୟ...
ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେବନି ବିଜେଡି
ଭୁୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନରେ ତୃତୀୟ ଦିନରେ ବି ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ପ୍ରଶ୍ନକାଳରେ ହଟ୍ଟଗୋଳ...
ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନର ଉପସଭାପତି ହେଲେ ଅପରାଜିତା ଷଡଙ୍ଗୀ
ଭୁୁବନେଶ୍ୱର: ଭୁୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀଙ୍କ ପାଇଁ ବଡ ଉପଲବ୍ଧି । ଏସିଆ ପାସିଫିକ୍ ଗ୍ରୁପ ଆଇପିୟୁର ଉପ ସଭାପତି...
ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ମାଡ଼ି ବସିଲେ ଭିଜିଲାନ୍ସ ଟିମ୍
ଅନୁଗୁଳ: ପୋଖରୀ ବିଲ୍ କରି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସରପଞ୍ଚ...
ଆହୁରି ତିନି ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ଜାରି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି...
ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ
ଭୁବନେଶ୍ବର:ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଲେ ଆରଗୋପାଲନ୍। ୨୦୦୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଆର୍ ସନ୍ଥଗୋପାଳନ...
ପୂରଣ ହେବ ମଧ୍ୟବିତ୍ତଙ୍କ ଘରର ସ୍ୱପ୍ନ, ଏକ କୋଟି ପରିବାର ପାଇଁ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟରେ ମଧ୍ୟବିତ୍ତଙ୍କ ଘର ସ୍ୱପ୍ନକୁ ପୂରା କରିବା ପାଇଁ ବଡ ଘୋଷଣା କରିଛନ୍ତି...
ବିଧାନସଭା ବଜେଟ୍ ଅଧିବେଶନ, ଆଜି ବି ସରଗରମ ରହିବ ଗୃହ
ଭୁବନେଶ୍ବର: ଗତକାଲିଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଆଜି ଦ୍ବିତୀୟ ଦିନ । ଗତକାଲି ପରି ଆଜି ବି ସରଗରମ ରହିପାରେ ଗୃହ...
ବାଇକ ଅଟକାଇ ଯୁବକଙ୍କୁ ଗୁଳି ମାରିଲେ ଦୁଇ ଦୁର୍ବୃତ୍ତ
ହିନ୍ଦୋଳ: ବାଇରେ ଆସିଲେ, ଅନ୍ୟ ବାଇକରେ ଯାଉଥିବା ଜଣେ ଯୁବକଙ୍କୁ ଅଟକାଇଲେ ଓ କିଏ କିଛି ବୁଝିବା ଆଗରୁ ଗୁଳି...
ବୁଲୁଛି ବାଘ, ଗାଈ, ବାଛୁରୀଙ୍କୁ ଉଠାଇ ନେଉଛି
ଗଞ୍ଜାମ: ଉତ୍ତରଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ଅଞ୍ଚଳରେ ବାଘ ଆତଙ୍କ । ଲୁଚିଛପି ଆସୁଛି, ଗୁହାଳରୁ ଗାଈ ଓ ବାଛୁରୀକୁ ଟାଣି...
ଆଗକୁ ପୁଣି ଏକ ଲଘୁଚାପ,ଦକ୍ଷିଣ ଓ ପଶ୍ଚିମାଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା !
ଭୁବନେଶ୍ୱର:ଆଗକୁ ପୁଣି ଏକ ଲଘୁଚାପ ହୋଇପାରେ।ଏଭଳି ସମ୍ଭାବନାର ପୁର୍ବାନୁମାନ କରିଛି ପାଣି ବିଭାଗ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁଁ...
ଆହୁରି ୪ ଦିନ କଲବଲ କରିବ ବର୍ଷା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହା...
