Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ଆଇଟି ରେଡ୍ ପରେ ଏବେ ମଦ ଟଙ୍କା ଘାଣ୍ଟିବ ଇଡି ! ଖୋଲିବ ଗୁମର

ବଲାଙ୍ଗିର: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ଜବତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତତ୍ପର ହୋଇ...

କୁଟୁରା ମାଂସ ଭାଗବଣ୍ଟା ବେଳେ ବନବିଭାଗ ବିଭାଗର ଚଢ଼ଉ : ୨ ଗିରଫ, ୪ ଫେରାର, ୨ କି.ଗ୍ରା ମାଂସ ଜବତ

କଳାହାଣ୍ଡି,୧୨/୧୨-କଳାହାଣ୍ଡି ଜିଲ୍ଲା ସିଙ୍ଗାରି ସଂରକ୍ଷିତ ଜଙ୍ଗଲରେ କୁଟୁରାକୁ ମାରି ମାଂସ ଭାଗବଣ୍ଟା କରୁଥିବା ସମୟରେ ବନ ବିଭାଗ ଚଢ଼ଉ କରି...

ନୋଟ୍ ଗଣତି ପରେ ଆକ୍ସିକ ବ୍ୟାଙ୍କ୍ ଲକର ଯାଞ୍ଚ, ବିପୁଳ ପରିମାଣରେ ସୁନା ଅଳଙ୍କାର ଠାବ

ବଲାଙ୍ଗିର: ନଗଦରେ ଭର୍ତ୍ତି ୧୭୬ ବ୍ୟାଗ, ନୋଟ୍ ଗଣିବା ପାଇଁ ୪୦ ମେସିନ, ୩ଟି ବ୍ୟାଙ୍କର ୮୦ କର୍ମଚାରୀ, ୨୪ରୁ...

ରାଜ୍ୟକୁ ଫେରିଲା ଶୀତ, ୧୫ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ; କେନ୍ଦୁଝରରେ ସର୍ବନିମ୍ନ

ଭୁବନେଶ୍ୱର: ବାତ୍ୟା ମିଗଜୋମ ଯିବା ପରେ ରାଜ୍ୟକୁ ଫେରିଛି ଶୀତ। ସାରା ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି।...

ରେଞ୍ଜରଙ୍କୁ ଦଳି ଦେଲା ଦନ୍ତା, ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରେ ବଡ଼ ଅଘଟଣ। ହାତୀ ଘଉଡ଼ାଇବା ପାଇଁ ଯାଇଥିବା ରେଞ୍ଜର ହାତୀ ଅାକ୍ରମଣର ଶିକାର...

୧୬୦ କୋଟି ଗଣତି ସାରିଲାଣି, ଆହୁରି ବାକି ଅଛି ୭୧ଟି ବ୍ୟାଗ୍, ମେସିନ ବି ହାଲିଆ ହେଲାଣି !

ବଲାଙ୍ଗିର: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଠିକଣାରେ ଚତୁର୍ଥ ଦିନ ମଧ୍ୟ ଆୟକର ବିଭାଗର ଚଢଉ ଜାରି ରହିଛି। ଚତୁର୍ଥ...

ଓଡ଼ିଶାର ହରିଲୁଟ ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ:ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ଓଡ଼ିଶାର ଜନତାଙ୍କ ଠାରୁ ହରିଲୁଟ ହେଉଥିବା ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି...

ପୁଳା ପୁଳା ଟଙ୍କା ବିଡ଼ା, ଏବେ ଟିଟିଲାଗଡ଼ରୁ ମିଳିଲା ୧୧ କୋଟି; ଗଣିଲେ ବି ସରୁନି ହିସାବ

ଟିଟିଲାଗଡ଼: ଗତ କିଛି ଦିନ ହେବ ଆୟକର ବିଭାଗ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ମଦ ବେପାରୀଙ୍କ ବିଭିନ୍ନ ଠିକଣାରେ ଚଢଉ...

ମଦ ବ୍ୟବସାୟୀଙ୍କ ପାଖରୁ ଜବତ ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ, ଆଜି ପୁଣି ଆରମ୍ଭ ହେଲା ନୋଟ ଗଣତି ପ୍ରକ୍ରିୟା

ବଲାଙ୍ଗୀରର ମଦ ବ୍ୟବସାୟୀ ଓ ମ୍ୟାନେଜରଙ୍କ ଘରୁ ଶହଶହ କୋଟି ଜବତ ଘଟଣା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର...

ଦୟା ନଦୀ ହେବ ପ୍ରଦୂଷଣମୁକ୍ତ, ସ୍ଵେରେଜ କାମ ଶୀଘ୍ର ସାରିବାକୁ ଓ୍ଵାଟକୋକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ  5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ...

ଛତିଶଗଡ଼ ମୁହାଁ ମିଗଜୋମ୍, ରାଜ୍ୟରେ ୨୪ ଘଣ୍ଟା ଯାଏ ରହିବ ଝିପିଝିପି ବର୍ଷା ସହ କୋହଲା ପାଗ

ଭୁବନେଶ୍ଵର: ଗତକାଲି ନେଲୋର ଓ ମଛଲିପଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ବ୍ୟାପକ...

ରାଜ୍ୟର ଏକକାଳୀନ ୫ ଜିଲ୍ଲାରେ ଆଇଟି ରେଡ୍, ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଆକ୍ସନ

ଭୁବନେଶ୍ଵର: ଆୟକର ଫାଙ୍କି ଅଭିଯୋଗରେ ସଂସ୍ଥା ଉପରେ ବଡ଼ ଧରଣର ଆଇଟି ରେଡ୍। ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା...