Odisha News
ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି, ଜାଣନ୍ତୁ ପୁରା ଘଟଣା କଣଥିଲା…
ଭୁବନେଶ୍ୱର: ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ନୂଆ ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍।...
ରାକ୍ଷସ ସାଜିଲା ପୁଅ, ବାପା ଓ ମାଙ୍କୁ ଭୁଜାଲିରେ ହାଣିଦେଲା
ଚାନ୍ଦବାଲି: ପୁଅର ଭୁଜାଲି ଆକ୍ରମଣରେ ବୃଦ୍ଧ ବାପା ଓ ମା ଉଭୟ ଗୁରୁତର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ...
ଲକ୍ଷ୍ମୀସାଗର ସେକ୍ସ ରାକେଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ଆତଙ୍କରେ ଗ୍ରାହକ…
ଭୁବନେଶ୍ଵର: ଲକ୍ଷ୍ମୀସାଗର ସେକ୍ସ ରାକେଟ ଘଟଣାରେ ଆଜି ଏକ ନୂଆ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ରାଜଧାନୀର ରାଜରାସ୍ତାରୁ...
ଶୀତ ଋତୁ ଆସିଲାଣି, ଲଘୁଚାପ ଯିବାର ନାଁ ଧରୁନି; ଅକ୍ଟୋବରରେ ଆସୁଛି ଆଉ ଦୁଇଟି ଲଘୁଚାପ
ଭୁବନେଶ୍ୱର: ଶୀତ ଋତୁ ଆସିଲାଣି ତଥାପି ଓଡ଼ିଶାରେ ଗୋଟାଏ ପରେ ଗୋଟାଏ ଲଘୁଚାପ ଲାଗି ରହିଛି। ଓଡ଼ିଶାକୁ ଅକ୍ଟୋବର ମାସରେ...
ଗଂଜେଇ ଚାଲାଣରେ ଫସିଲେ ବିଜେଡି ନେତା, ୨ ଗିରଫ
ଭୁବନେଶ୍ୱର: ନୂଆପଡା ନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ ଥିବା ବେଳେ ଗଂଜେଇ ଚାଲାଣର ଅଭିଯୋଗରେ ଦୁଇ ବିଜେଡି ନେତା...
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୋଲିସ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣ ଗିରଫ, ଗିରଫ ଅଭିଯୁକ୍ତ ହେଲେ; ପୂର୍ବତନ...
PM Kisan Yojana: ଆଉ ଅଳ୍ପ ଦିନ ମଧ୍ୟରେ ୨୧ତମ କିସ୍ତିର ଟଙ୍କା ପାଇବେ ଚାଷୀଭାଇ
ସାରା ଦେଶର ଚାଷୀମାନେ ଆଶା ରଖିଥିଲେ କି ଦୀପାବଳି ଅବସରରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି...
ରୁପା ୨୫ହଜାର ହ୍ରାସ ପାଇ ୧,୮୨,୦୦୦ ଟଙ୍କା ହୋଇଛି
ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି। ଗତ ୬ ଦିନରେ ରୁପା ମୂଲ୍ୟ ୨୫...
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇନେଇଥିବା ସୂଚନା
ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ...
ଭିନ୍ନ ଜାତିରେ ବିବାହ ଯୋଗୁ ଦିବ୍ୟାଙ୍ଗ ମହିଳାଙ୍କୁ ଗ୍ରହଣ କଲେନି ଶାଶୂଘର, ଧାରଣାରେ ବସିଥିବାରୁ ହତ୍ୟା ଉଦ୍ୟମ
ଢେଙ୍କାନାଳ: ସ୍ଵାମୀକୁ ଫେରି ପାଇବା ପାଇଁ ଦିବ୍ୟାଙ୍ଗ ମହିଳା ଜଣଙ୍କ ଦୀର୍ଘ ୨୦ ଦିନ ହେଲା ଧାରଣାରେ ବସି ରହି...
ଭବାନୀପାଟଣାରେ ୬୬ ତମ ପୁଲିସ ସହିଦ ସ୍ମୃତି ଦିବସ ପାଳନ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ କଳାହାଣ୍ଡି ପୁଲିସ ପକ୍ଷରୁ ୬୬ତମ...
ଆପଣଙ୍କ ନିକଟତମ କେଉଁ ହସ୍ପିଟାଲରେ ମିଳିବ ମାଗଣା ଚିକତ୍ସା; ଜାଣନ୍ତୁ କିପରି କରିବେ ଆବେଦନ…
ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦିନକୁ ଦିନ ସରକାର ନୂଆ ନୂଆ ଯୋଜନା ଆଣିଛନ୍ତି। ଏମିତି ଏକ...
