Odisha Politics News
ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ଟିମ୍, ଜମ୍ମୁ-କାଶ୍ମୀରରେ ବୀମା ଦୁର୍ନୀତି ମାମଲାରେ କରିବ ପଚରା ଉଚୁରା
ନୂଆଦିଲ୍ଲୀ: କଥିତ ବୀମା ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଆଜି ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ...
ଆଜି ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ
ନୂଆଦିଲ୍ଲୀ: ଆଜି ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ। ଜାମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ...
ମୋଦୀ ହେଉଛନ୍ତି ବିଷଧର ସାପ, ଚାଖିଲେ ତୁରନ୍ତ ମରିଯିବେ; କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ...
ସମ୍ବଲପୁରରେ ସକ୍ରିୟ ହେଲେଣି ରାସେଶ୍ଵରୀ, ଜୟନାରାୟଣଙ୍କୁ ମାତ୍ ଦେବା ପାଇଁ ଚାଲିଛି ଅଙ୍କକଷା !
ସମ୍ବଲପୁର : ଏବେଠୁ ଶୁଭିଲାଣି ନିର୍ବାଚନର ପଦଧ୍ଵନୀ। ଆରମ୍ଭ ହେଲାଣି ସମଜରସଜ୍ଜା। କେମିତି ଗଡ ରକ୍ଷା କରିବେ ଏବଂ ଅଧିକରୁ...
ଝାରସୁଗୁଡା ଉପନିର୍ବାଚନ; ଦୀପାଳିଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଜମୁଛି ପ୍ରଚାର। ବଳ କଷୁଛନ୍ତି ତିନି ପ୍ରମୁଖ ଦଳ। ତେବେ ଏହି ପ୍ରଚାର ପ୍ରସାରରେ...
କେଜ୍ରିୱାଲଙ୍କୁ ବିଜେପିର କଡା ସମାଲୋଚନା; ଘର ରିନୋଭେସନ୍ ପାଇଁ ଖର୍ଚ୍ଚ କରିଛନ୍ତି ୪୦ କୋଟି
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମେୟର ନିର୍ବାଚନ ଥିଲା। ଏଥିରେ ବିଜେପିକୁ ପଛରେ ପକାଇ ବାଜି ମାରିଛି ଆପ୍। ବିଜେପି ନିର୍ବାଚନରୁ...
କର୍ଣ୍ଣାଟକ ନିର୍ବାଚନ; ପ୍ରଚାର ବେଳେ ଦୋସା ବନାଇଲେ ପ୍ରିୟଙ୍କା
ମହୀଶୂର: କର୍ଣ୍ଣାଟକ ନିର୍ବାଚନ ଲାଗି ସବୁ ଦଳ ତତ୍ପରତା ଦେଖାଉଛନ୍ତି। ନିର୍ବାଚନ ଲାଗି ବଳ କଷୁଛନ୍ତି ପ୍ରମୁଖ ଦଳ। କର୍ଣ୍ଣାଟକ...
ଏହା କହିବା ଭୁଲ୍ ଯେ ପଦ ଛାଡିବା ପରେ ମୁଁ ପୁଲଓ୍ଵାମା ହମଲା ଉପରେ ପ୍ରଶ୍ନ କରୁଛି: ସତ୍ୟପାଲ ମଲିକ
ନୂଆଦିଲ୍ଲୀ: ଏହା କହିବା ଭୁଲ୍ ଯେ ପଦ ଛାଡିବା ପରେ ମୁଁ ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରଶ୍ନ...
ଲୋକସଭା ନୁହେଁ ଏଥର ବିଧାନସଭା ନିର୍ବାଚନ ଲଢିବେ ଅପରାଜିତା ! ତାଲିକାରେ ରହିଛି ଏସବୁ ଆସନ
ଭୁବନେଶ୍ଵର: ପୂର୍ବ ଓଡିଶାରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଏକମାତ୍ର ଲୋକସଭା ଆସନ ଜିତାଇଥିବା ନେତ୍ରୀ ହେଉଛନ୍ତି ଅପରାଜିତା ଷଡଙ୍ଗୀ। ୨୦୧୯...
ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ଚାଷୀଙ୍କୁ ମିଳିଲା ସୁଧ ରିହାତି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ବିନା ସୁଧ ଋଣ...
ମୋଦୀ ସାଙ୍ଗିଆ ମାମଲା: ରାହୁଲ ଗାନ୍ଧୀଙ୍କୁ ପାଟନା ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ଵସ୍ତି
ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦୀ ସାଙ୍ଗିଆ ମାମଲାରେ ପାଟନା ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ହାଇକୋର୍ଟଙ୍କ ନିଷ୍ପତ୍ତି ପରେ...
ବିଜେପି କ୍ଷମତାକୁ ଆସିଲେ ଛତିଶଗଡରେ ଚାଲିବ ବୁଲଡୋଜର, ଏମିତି ଜବାବ ଦେଲା କଂଗ୍ରେସ
ରାୟପୁର: ଛତିଶଗଡରେ ବର୍ଷର ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଉତ୍ତର ପ୍ରଦେଶର ବୁଲଡୋଜର ସଂସ୍କୃତିର ଚର୍ଚ୍ଚା...
