ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ପ୍ରଥମ ଆଇଆଇଏମ ଭୋବ ଏନଏଚଆରଡିଏନ ଚାପ୍ଟର ଶୁଭାରମ୍ଭ


ସମ୍ବଲପୁର:ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟେର ସମନ୍ୱୟକୁ ସୁଦୃଢ଼ କରିବା ପାଇଁ ଅଗ୍ରଣୀ ପଦେକ୍ଷପ ସ୍ୱରୂପ ଅନ୍ୟତମ ପ୍ରମୁଖ ମ୍ୟୋନଜେମଂଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଜାତୀୟ ମାନବ ସମ୍ବଳ ବିକାଶ ନେଟୱାର୍କ (ଏନ୍‌ଏଚ୍‌ଆରଡିଏନ୍‌) ସହେଯାଗେର ନୂଆଦିଲ୍ଲେୀର ଅୋୟାଜିତ ଏକ କାର୍ଯ୍ୟକ୍ରମେର ଏହାର କ୍ୟାମ୍ପସେର ଏକ ନୂତନ ଚାପ୍ଟର ପ୍ରତିଷ୍ଠା କରିବାକୁ ଘୋଷଣା କରିଛି। ଏହି ପଦେକ୍ଷପ ସହିତ ଆଇଆଇଏମ୍ ସମ୍ବଲପୁର ପ୍ରଥମ ଆଇଆଇଏମ୍ ଭୋବ ଏନ୍‌ଏଚ୍‌ଆରଡିଏନର ଏକ ଚାପ୍ଟର (ଶାଖା) ସ୍ଥାପନ କରିଛି। ଏହି ପଦେକ୍ଷପର େଉଦ୍ଦଶ୍ୟ ହେଉଛି ଭାରତେର ମାନବ ସମ୍ବଳ ବିକାଶ ଏବଂ ଚିନ୍ତାଶୀଳ ନେତୃତ୍ୱ ପାଇଁ ଏକ ପରିଦୃଶ୍ୟ ସୃଷ୍ଟି କରିବା ଏବଂ ବରିଷ୍ଠ ମାନବ ସମ୍ବଳ ପେସାଦାର, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କ ସେମତ ୨୦,୦୦୦ ସକ୍ରିୟ ସଦସ୍ୟଙ୍କୁ ନେଇ ଏକ ପ୍ଲାଟଫର୍ମ ପ୍ରଦାନ କରିବା। ତାହା ଉତ୍ସାହଜନକ ଅୋଲାଚନାକୁ ସୁଗମ କରିବ, ସେର୍ବାତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବ ଏବଂ ଦେଶେର ମାନବ ସମ୍ବଳ ଅଭ୍ୟାସର ଭବିଷ୍ୟତକୁ ଆକାର ଦେବ।
ଏହା ଗୁରୁତ୍ୱପୂର୍ଣ୍ଣ ଯେ ଜାତୀୟ ମାନବ ସମ୍ବଳ ନେଟୱାର୍କ ମାନବ ସମ୍ବଳ କ୍ଷେତ୍ରେର ଅନ୍ୟତମ ପ୍ରମୁଖ ବୃତିଗତ ସଂଗଠନ ଏବଂ ବିଭିନ୍ନ ଶିଳ୍ପେର ମାନବ ସମ୍ବଳ ଅଭ୍ୟାସ ଏବଂ ନୀତିଗୁଡ଼ିକୁ ଆକାର ଦେବୋର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସିଙ୍ଗାପୁର, ମଧ୍ୟପ୍ରାଚ୍ୟ, ନେପାଳେର ୩ଟି ଅନ୍ତର୍ଜାତୀୟ ଚାପ୍ଟର ଏବଂ ୯ଟି ଛାତ୍ର ଚାପ୍ଟର ସେମତ ଏନଏଚଆରଡିଏନର ଏହା ୫୨ତମ ଚାପ୍ଟର ହେବ। ଏହି ସହେଯାଗ ମାଧ୍ୟମେର ଆଇଆଇଏମ୍ ସମ୍ବଲପୁର ଏକ ପ୍ରମୁଖ ପରିଚାଳନା ଅନୁଷ୍ଠାନର ଶିକ୍ଷଣୀୟ କେଠାରତା ଏବଂ ଗେବଷଣା ଭିତିକ ଆଭିମୁଖ୍ୟ ସହିତ ମାନବ ସମ୍ବଳ ସମ୍ପ୍ରଦାୟର ଦକ୍ଷତାକୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛି।
ଏହି ଅବସରେର ଆଇଆଇଏମ୍ ସମ୍ବଲପୁରର ନେିଦର୍ଶକ ପ୍ରେଫସର ମହୋଦବ ଜୟସ୍ୱାଲ କହିଛନ୍ତି ଯେ, ‘ ଭବିଷ୍ୟତର ମାନବ ସମ୍ବଳ ଲିଡରମାନଙ୍କ ବିକାଶେର ଯୋଗଦାନ କରିବା ପାଇଁ ଆମର ମୂଳ ମୂଲ୍ୟେବାଧ ଏବଂ ମିଶନ ସହିତ ସମନ୍ୱୟ ରକ୍ଷା କରି ଜାତୀୟ ମାନବ ସମ୍ବଳ ନେଟୱର୍କିଂ ସହିତ ଆମର ସହେଯାଗିତା ମାନବ ସମ୍ବଳ ସମ୍ପ୍ରଦାୟର ବେିଶଷତାକୁ ଏକାଠି କରିବ। ଏହି ଚାପ୍ଟର ମାଧ୍ୟମେର ଅୋମ ସମସାମୟିକ ମାନବ ସମ୍ବଳ ରଣନୀତି ସହିତ ସଜ୍ଜିତ ଦୂରଦର୍ଶୀ ଲିଡରମାନଙ୍କୁ ବିକଶିତ କରିବା ଏବଂ ସହେଯାଗୀ ଗେବଷଣାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଅତ୍ୟାଧୁନିକ କାର୍ଯ୍ୟକ୍ରମ ଅୋୟାଜନ କରୁଛୁ ଯାହା ମାନବ ସମ୍ବଳ କ୍ଷେତ୍ରେର ବାସ୍ତବ ଦୁନିଆ ପ୍ରେୟାଗ ସହିତ ଶୈକ୍ଷିକ ଦୃଷ୍ଟେିକାଣକୁ ସେଂଯାଗ କରୁଛି। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବେିଶଷଜ୍ଞ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ସହେଯାଗ ଏବଂ ଉଦ୍ଭାବନ ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବା ସହିତ ଦକ୍ଷତା ବୃଦ୍ଧି ଏବଂ ବୃତିଗତ ସମ୍ପକର୍କୁ ବିସ୍ତାର କରିବା ପାଇଁ କମର୍ଶାଳା, ସେମିନାର ଏବଂ ନେଟୱାର୍କିଂ କାର୍ଯ୍ୟକ୍ରମ ଅୋୟାଜନ କରିବା।
କେଠାର ଗେବଷଣା, ଅନୁସନ୍ଧାନ ଏବଂ ନିରନ୍ତର ଜ୍ଞାନ ଅଜର୍ନ ମାଧ୍ୟମେର ଏହାର ଦଶର୍ନ, ପ୍ରକ୍ରିୟା ଏବଂ ପ୍ରେୟାଗଗୁଡ଼ିକର ବ୍ୟାପକ ବୁଝାମଣାକୁ ପ୍ରୋତ୍ସାହିତ କରି ମାନବ ସମ୍ବଳ ବିକାଶ (ଏଚଆରଡି)ର ତାତ୍ୱିକ ଏବଂ ବ୍ୟାବହାରିକ ଦିଗକୁ ଆଗକୁ ବଢ଼ାଇବାକୁ ଏହି କାର୍ଯ୍ୟକ୍ରମେର ପ୍ରୟାସ କରାଯିବ। ଏହାର େଉଦ୍ଦଶ୍ୟ ପେସାଦାର ଏବଂ ଅଧ୍ୟାପକମାନଙ୍କ ମଧ୍ୟେର ଉନ୍ନତ ମାନବ ସମ୍ବଳ ବିକାଶ ଜ୍ଞାନ ପ୍ରସାର କରିବା, କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ବୁଦ୍ଧି ଏବଂ ଅଭିଜ୍ଞତାର ଆଦାନ ପ୍ରଦାନକୁ ସୁଗମ କରିବା। ୩୬ ବର୍ଷ ପେୂର୍ବ ସ୍ଥାପିତ ହୋଇଥିବା ଏନଏଚଆରଡିଏନ ସ୍ୱୟଂଶାସିତ, ଅଣଲାଭକାରୀ ବୃତିଗତ ଭାବେର ପରିଚାଳିତ ହେଉଥିବା ଏକ ସଂଗଠନ। ଏହା ଭବିଷ୍ୟତ ପାଇଁ ଲିଡରମାନଙ୍କୁ ପ୍ରସ୍ତୁତ କରିବୋର ଉତେପ୍ରରକ ଭୋବ କାର୍ଯ୍ୟ କରୁଛି। ଏଥେôର ୨୦,୦୦୦ରୁ ଅଧିକ ସଦସ୍ୟ ରହିଛନ୍ତି।ଜେକ ଅର୍ଗାନାେଇଜସନର ଗ୍ରୁପ୍ ଏଚ୍‌ଆର୍ ସଭାପତି ପ୍ରେମ ସିଂହ ଏନ୍‌ଏଚ୍‌ଆରଡିଏନ୍ ହୋଷ୍ଟ ଏବଂ ଲେଖକ ତଥା ବୁଦ୍ଧିଜୀବୀ ଅରୁଣ ମାଇରା ଏହି କାର୍ଯ୍ୟକ୍ରମେର ମୁଖ୍ୟ ଅତିଥି ଭୋବ ଯୋଗ ଦେଇଥେôଲ। ଏହି ଅବସରେର ହେିରା ମେୋଟାକର୍ପ ଲିମେିଟଡର ଏଚଆର ମୁଖ୍ୟ ଧର୍ମ ରକ୍ଷିତ; ସିଇଓ ତଥା ପୂବର୍ତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଅକିଲ ବୁସରାଇ; ଜିଏମ୍‌ଆର୍ ଗ୍ରୁପର ଗ୍ରୁପ ହେଡ ସିଓଇ-ଟ୍ୟୋଲଂଟ ଆକ୍ୱିଜିସନ ହରପ୍ରୀତ ଦତ, ଇଫେକାର ନେିଦ୍ଦର୍ଶକ -ଏଚଆର ଆରପି ସିଂହ; ଡିସିଏମ ଶ୍ରୀରାମର ଗ୍ରୁପ ସିଏଚଓ ସନ୍ଦୀପ ଜେିରାତ୍ରା, ମ୍ୟାକ୍ସ ଗ୍ରୁପର ସିଏଚଓ ସିମର ଦୀପ କୌର, ଡିଏସ୍ ଗ୍ରୁପର ଏଚଆର ମୁଖ୍ୟ ସିମିନ୍ ଅସ୍କରି ଓ ଇଣ୍ଡେିଗାର ଗ୍ରୁପ୍ ସିଏଚ୍‌ଆରଓ ସୁଖଜିତ ପାସ୍ରିଚା ଉପସ୍ଥିତ ଥିଲେ
ଆଇଆଇଏମସମ୍ବଲପୁର-ଏନଏଚଆରଡିଏନ ଚାପ୍ଟର ପରବର୍ତୀ ପିଢ଼ିର ମାନବ ସମ୍ବଳ ଲିଡରମାନଙ୍କୁ ସମୃଦ୍ଧ କରିବା ଏବଂ ମାନବ ସମ୍ବଳ ଅଭ୍ୟାସର ସାମଗ୍ରିକ ଉନ୍ନତେିର ଯୋଗଦାନ ଦେଇ ଏକ ସ୍ଥାୟୀ ପ୍ରଭାବ ପକାଇବାକୁ ପ୍ରସ୍ତୁତ ରହିଛି। ଆଇଆଇଏମ୍ ସମ୍ବଲପୁର ଏବଂ ଏନଏଚଆରଡିଏନ୍ ମିଳିତ ଭୋବ ମାନବ ସମ୍ବଳ ବିକାଶେର ନବସୃଜନ ଏବଂ ଉତ୍କଷର୍ତାକୁ ପ୍ରୋତ୍ସାହିତ କରେିବ ଏବଂ ଶିଳ୍ପ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରେିବ।
ଆଇଆଇଏମ୍ ସମ୍ବଲପୁରର ଦିଲ୍ଲୀ କ୍ୟାମ୍ପସର ଏମବିଏ, ୱାର୍କିଂ ପ୍ରେଫସନାଲର ଅଧ୍ୟକ୍ଷ ପ୍ରେଫସର ପୁନମ କୁମାର ଓ ଆଇଆଇଏମ୍ ସମ୍ବଲପୁରର ମୁଖ୍ୟ କେର୍ପୋରଟ୍ ରେିଲସନ୍ସ ସଞ୍ଜୟ ଶର୍ମାଙ୍କ ସେମତ ଛାତ୍ରଛାତ୍ରୀମୋନ ଉପସ୍ଥିତ ଥିଲେ।