ହେମନ୍ତ କୁମାର ବେହେରା
ସ୍ଥାନୀୟ ପ୍ରତିନିଧି (ଖରିଆର) ନୂଆପଡା
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଖଡ଼ିଆଳ : ଖଡିଆଳ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ ନାଥ ପତିଙ୍କୁ ପ୍ରାଥମିକ...
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୁନିଅର ଆକାଉଣ୍ଟାଣ୍ଟ
ଖଡ଼ିଆଳ : ଖଡ଼ିଆଳ ବନଖଣ୍ଡ ବିଭାଗ ଜୁନିଅର ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ...
ଗ୍ରାଜୁଏଟ ଶିକ୍ଷକ ପଦୋନ୍ନତିରେ ଜାଲିଆତି ଅଭିଯୋଗ
ଖଡ଼ିଆଳ : ନୂଆପଡା ଜିଲା ଶିକ୍ଷା ବିଭାଗ ଦ୍ବାରା ନିଯୁକ୍ତି ପାଇଥିବା ଗ୍ରେଜୁଏଟ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ଅନେକ ସାର୍ଟିଫିକେଟ...
ଦାଦନ ଯାଇ ଝିଅ ନିଖୋଜ, ନ୍ୟାୟ ଅପେକ୍ଷାରେ ବାପା ମାଆ
ଖଡ଼ିଆଳ : ଦାଦନ ଯାଇ ଝିଅ ନିଖୋଜ, କାହା ସହିତ ତମ ଝିଅ ପଳେଇଲା କହି ବେଫିକର ଜ୍ବାଇଁ। ଲାପତ୍ତା...
ବ୍ଲକ ପରିସରରେ ଦୁର୍ନିତୀ ଗନ୍ଧ
ଖଡ଼ିଆଳ : ସରକାର ସୁଶାସନ ସହ ସମସ୍ତ ଜନ ସାଧାରଣଙ୍କ ଉନ୍ନତି ସକାଶେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା...
ଆନ୍ତର୍ଜାତୀୟ ମିଲେଟ ବର୍ଷ ଉପଲକ୍ଷେ ବିଶ୍ଵ ପରିବେଶ ଦିବସ ପାଳିତ
ଖଡ଼ିଆଳ : ଖଡିଆଳ ବ୍ଳକ କୃଷି ଅଫିସ ଠାରେ ଆନ୍ତର୍ଜାତୀୟ ମିଳେଟ ବର୍ଷ ଅବସରରେ ଓଡ଼ିଶା ମିଲେଟ୍ ମିଶନ ସହାୟତାରେ...
ମହିମା ଅନାଥ ଆଶ୍ରମ ଖୋଲିବା ସକାଶେ ବୈଠକ ଅନୁଷ୍ଠିତ; ସ୍ବତନ୍ତ୍ର କମିଟି ଗଠିତ
ଖଡ଼ିଆଳ : ଖଡ଼ିଆଳ ବ୍ଲକ ଠେଲକୋଡୁଙ୍ଗୁରୀ- ଡୁମେରବାହାଲ ଠାରେ ଏକ ମହିମା ଅନାଥ ଆଶ୍ରମ ଖୋଲିବା ପାଇଁ ଏକ ବୈଠକ...
ପୁସଅପ୍ରେ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କଲେ ଖଡ଼ିଆଳର ଛାତ୍ର
ଖଡ଼ିଆଳ : ଖଡ଼ିଆଳ ସହର ସ୍ଥିତ ୮ ନମ୍ବର ୱାର୍ଡର ଅଖିଳେଶ ଯାଦବ ହାସଲ କଲେ ଇଣ୍ଡିଆ ବୁକ ଅଫ...
ଗଣମାଧ୍ୟାମରେ ପ୍ରକାଶ ପରେ ପାଣି ପାଇପ ମରାମତି
ଖଡ଼ିଆଳ : ବୋଡେ଼ନ ବ୍ଲକ ବୁଏରଗାଁ ପଞ୍ଚାୟତର କୁଠିଆପଡା ଗ୍ରାମର କୁର୍ଲୁ ପଡା ଓ ସିହିଁନାପଡା ବାସୀ ପାନୀୟ ଜଳ...
ପୋତା ଅବସ୍ଥାରେ ନବଜାତ ଶିଶୁ ଉଦ୍ଧାର
ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସପ୍ତାହିକ ବଜାର ପଡା ଠାରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ...
ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଖଡ଼ିଆଳ : ନୂଆପଡା ଜିଲା ବ୍ୟାଡମିଣ୍ଟନ ଏସୋସିଏସନ ତରଫରୁ ଜୁନିୟର (୧୯ ବର୍ଷରୁ କମ) ଷ୍ଟେଟ ରେଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଖଡ଼ିଆଳ...
ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ନିବେଦନ
ଖଡ଼ିଆଳ : ନୂଆପଡ଼ା ଜିଲାରେ ପୁଣି ଦାଦନ ଯନ୍ତ୍ରଣା, ଉଦ୍ଧାର ପାଇଁ ଭିଡ଼ିଓ ମାଧମରେ ଆକୁଳ ନିବେଦନ କରିଛନ୍ତି ଶ୍ରମିକ।...
