
ସନତ କୁମାର ପ୍ରାଧନୀ
ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି

ଦୁଗ୍ଧ ଶୀତଳି କରଣ କୋଠା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଡବ୍ଲୁଓଡ଼ିସି ଅଧ୍ୟକ୍ଷ।
କୋକସରା:୨୦/୧୨ କୋକସରା ବ୍ଲକ ଓମଫେଡ ର ଦୁଗ୍ଧ ଶୀତଳି କରଣ କଥା ନିର୍ମାଣ ପାଇଁ ମଙ୍ଗଳବାର ପଶ୍ଚିମ ଓଡିଶା ବିକାଶ...

ଜବାହାର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ।
କୋକସରା(ଆପ୍ର)୧୯/୧୨ କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ ହୋଇଯାଇଛି। ଏହି...

ଓଡିଶା ପର୍ଯ୍ୟଟନ ସ୍ଥଳୀ ରେ ସ୍ୱତନ୍ତ୍ର ପରିଚୟ ପାଇବ, ଗୁଡାହାଣ୍ଡି ଡୋକାରିଚଞ୍ଚରା ପ୍ରତିଶ୍ରୁତି ଦେଲେ ଡବ୍ଲୁଓଡିସି ଅଧ୍ୟକ୍ଷ।
କୋକସରା:୨୦/୧୨ କଳାହାଣ୍ଡି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ରେ ଆସି...

କେନ୍ଦୁଡ଼ଙ୍ଗରି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ।
କୋକସରା:୧୯/୧୨ କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ କେନ୍ଦୁ ଡ଼ଙ୍ଗରି ଉଚ୍ଚ ବିଦ୍ୟାଳୟ ରେ ଚଳିତ ବର୍ଷ ର ବାର୍ଷିକ କ୍ରୀଡା...

ମେଗାଲିଫ୍ଟ ରୁ ଜଳସେଚନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଦାବିପତ୍ର।
କୋକସରା:୧୮/୧୨ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ଜଳସେଚନ ଦାବି କରି ସୋମବାର ଧର୍ମଗଡ଼ ବ୍ଲକ ତେଣ୍ଡାପାଳି ପଞ୍ଚାୟତ ଅନ୍ତର୍ଗତ ତେଣ୍ଡାପାଳି...

ଜବାହାର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ
କୋକସରା:୧୮/୧୨ କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି...

ମା ଲଙ୍କେଶ୍ୱରୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା, ଦେବାଦେବୀ ଙ୍କ ଲାଠିଯାତ୍ରା ମୁଖ୍ୟ ଆକର୍ଷଣ।
କୋକସରା:୧୮/୧୨ କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ରେ ଗ୍ରାମ ର ଆରାଧ୍ୟ ଦେବୀ ମା ଲଙ୍କେଶ୍ୱରୀ ଙ୍କ...

ଲଡୁଗାଁରେ ଆମ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ।
କୋକସରା:୧୮/୧୨ କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲ ଠାରେ ୧୦ ଦିନ ବ୍ୟାପି ସମନ୍ବିତ ଯୁବ ବିକାଶ...

ଡୋକରୀଚଞ୍ଚରା ସଫେଇ ଓ ସଚେତନତା (ପଢିବ ଓଡିଶା ବଢିବ ଓଡିଶା,ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା)
କୋକସରା:୧୭/୧୨ ନୂଆ ଓ- ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସାମାଜିକ କାର୍ଯ୍ୟକଳାପ କାର୍ଯ୍ୟକ୍ରମରେ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ...

ମର୍ମନ୍ତୁଦ ସଡକ ଦୁର୍ଘଟଣା,୨ ମୃତ-୨ ଆହତ,କୋକସରା ପୋଲିସ ର ତଦନ୍ତ ଜାରି।
କୋକସରା ୧୭/୧୨ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା-ଖପରାମାଲ ରାସ୍ତାରେ ରବିବାର ଅପରାହ୍ନ ରେ ଏକ ମର୍ମନ୍ତୁଦ ସଡକ...

ଯୋଗାଣ ବିଭାଗ ର ମାରାଥନ ଚଢ଼ାଉ, ବେଆଇନ ଧାନ ସହ ୨ ଗାଡି ସହ ଜବତ।
କୋକସରା:୧୭/୧୨ କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ଟିମ ର ଚଢ଼ାଉ ସମୟରେ ଧର୍ମଗଡ଼ ଉପଖଣ୍ଡ।ଦେଇ ପଡୋଶୀ ରାଜ୍ୟ ଛତିଶଗଡ଼...

କୋକସରାରେ ଡିଫାଇନ୍ କଳାହାଣ୍ଡିର ବିଶାଲ ଜନ ସମାବେଶ।
କୋକସରା,୧୭।୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ବିଶାଳ ଜନ ସମାବେଶ ଅନୁଷ୍ଠିତ...