ସନତ କୁମାର ପ୍ରାଧନୀ
ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି
କୋକସରା ପଞ୍ଚାୟତ ସମିତି ପକ୍ଷରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା।
କଳାହାଣ୍ଡି:୨୭/୦୬(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ଗୁରୁବାର କୋକସରା ପଞ୍ଚାୟତ...
ରଣମାଲ ମଣ୍ଡି ପରିସରରେ ଧର୍ମଗଡ ବିଧାୟକ ଙ୍କୁ ସମ୍ବର୍ଦ୍ଧନା।
କଳାହାଣ୍ଡି:୨୬/୦୬(ସନତ ପ୍ରଧାନୀ) ଜୟପାଟଣା ବ୍ଲକ ରଣମାଲ ମଣ୍ଡି ଠାରେ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ...
୫ ଦଫା ଦାବି ନେଇ ପିଇଓ ଙ୍କ ଜରିଆରେ ଦାବିପତ୍ର ଦେଲେ ଆମପାଣି ପଞ୍ଚାୟତ ୱାର୍ଡ ପ୍ରତିନିଧି।
କଳାହାଣ୍ଡି:୨୬/୦୬(ସନତ ପ୍ରଧାନୀ) ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରତି ୱାର୍ଡ଼ ରେ ନିର୍ବାଚିତ ୱାର୍ଡ଼ ପ୍ରତିନିଧି ମାନେ ତୃଣମୂଳ ସ୍ତରରେ ପଞ୍ଚାୟତ...
ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଗଣଧାରଣା ।
ଧର୍ମଗଡ:୨୬/୦୬(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାବେଗୁଡା ଗଣ୍ଡାମେର ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା କାର୍ଯ୍ୟ ଧର୍ମଗଡ ଗ୍ରାମ୍ୟ...
ପରିବେଶ ଗଣତନ୍ତ୍ର ଓ ଧର୍ମ ସଚେତନତା ନେଇ ଲଡୁଗାଁ ରେ ବାବା ବଳିଆ ଙ୍କ ଦିବ୍ୟ ପ୍ରବଚନ।
କଳାହାଣ୍ଡି:୨୬/୦୬(ସନତ ପ୍ରଧାନୀ) ପରିବେଶ ଗଣତନ୍ତ୍ର ଓ ଧର୍ମ ପ୍ରଚାର ପ୍ରସାର ଉପରେ ମାର୍ଗଦର୍ଶନ ଦେବାକୁ ପ୍ରବଚକ ତଥା ପୂଜ୍ୟ ବାବା...
ତେନ୍ତୁଳି ଗଛ ରୁ ଯୁବକଙ୍କ ମୃତଦେହ ଠାବ, କାରଣ ଅସ୍ପଷ୍ଟ, ପୋଲିସ ର ତଦନ୍ତ ଜାରି।
କଳାହାଣ୍ଡି୨୪l୦୬ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ସର୍ଗିଗୁଡା ଗ୍ରାମରେ ଜଣେ ବିବାହିତ ଯୁବକ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି...
କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା।
କଳାହାଣ୍ଡି:୨୪/୦୬(ସନତ ପ୍ରଧାନୀ) ଧର୍ମଗଡ ବିଧାନସଭା ର ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ କୋକସରା ବ୍ଲକ ସରପଞ୍ଚ...
ଓଡିଶା ରାଜ୍ୟ ସମବାୟ ସମିତି ଲିଃ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ।
କଳାହାଣ୍ଡି:୨୪/୦୬ ରିପୋର୍ଟ-ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ରେ ଓଡିଶା ରାଜ୍ୟ...
ଭତ୍ତା ରାଶି ବୃଦ୍ଧି ଓ ୫ ଦଫା ଦାବି ନେଇ ପିଇଓ ଙ୍କ ଜରିଆରେ ଦାବିପତ୍ର ଦେଲେ ୱାର୍ଡ ସଭ୍ୟ ସଭ୍ୟା।
କଳାହାଣ୍ଡି:୨୪/୦୬ ରିପୋର୍ଟ–ସନତ ପ୍ରଧାନୀ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରତି ୱାର୍ଡ଼ ରେ ନିର୍ବାଚିତ ୱାର୍ଡ଼ ପ୍ରତିନିଧି ମାନେ ତୃଣମୂଳ ସ୍ତରରେ...
ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ସମ୍ବର୍ଦ୍ଧନା।
କଲହାଣ୍ଡି:୨୨/୦୬(ସନତ ପ୍ରଧାନୀ) ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଆଜି ସ୍ଥାନୀୟ କୋର୍ଟ...
ଶିଉନି ୟୁପି ସ୍କୁଲ ରେ ମାସିକ ସହଭାଗିତା ବୈଠକ ଅନୁଷ୍ଠିତ।
କଳାହାଣ୍ଡି:୨୨/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ସିଉନୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷାବର୍ଷ...
ପୂର୍ବତନ ସ୍କୁଲ ସଭାପତିଙ୍କ ଅଭିଯୋଗ ଭିତ୍ତିହୀନ,ସ୍ପଷ୍ଟୀକରଣ ରଖିଲେ ସ୍କୁଲ ପରିଚାଳନା କମିଟି।
କଳାହାଣ୍ଡି:୨୨/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ମୂଷାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ସଭାପତି...
