ସନତ କୁମାର ପ୍ରାଧନୀ
ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି
ଅସୁରକ୍ଷିତ ବନ୍ୟପ୍ରାଣୀ, ଡ଼ହଗାଁ ଡୋଙ୍ଗର ନିକଟରୁ ଭାଲୁର ମୃତଦେହ ଉଦ୍ଧାର।
କୋକସରା’୧୭/୦୧ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିନ କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସର୍ଗିଗୁଡ଼ା କୁମୁଡି ଡଙ୍ଗର ନିକଟରୁ...
ଖୁଣ୍ଟିଆରେ କ୍ରିକେଟ୍ ପ୍ରିମୀୟର ଲିଗ୍ ଫାଇନାଲ, ରୟାଲ୍ ଷ୍ଟାର ଧର୍ମଗଡ ବିଜୟୀ।
କୋକସରା ୧୩/୦୧ କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଖେଳ ପଡିଆରେ ଚାଲିଥିବା କ୍ରିକେଟ୍ ପ୍ରୀମୀୟର ଲିଗ୍ ର ଫାଇନାଲ...
ଶ୍ରୀ ମନ୍ଦିର ପରିକ୍ରମା ସିଧା ପ୍ରସାରଣ ଦେଖିଲେ କୋକସରା ବ୍ଲକ ର ଜନସାଧାରଣ।
କୋକସରା:୧୭/୦୧ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ଏହି...
କଳାହାଣ୍ଡି ଉତ୍ସବ -୨୦୨୪ ଧର୍ମଗଡ ଠାରେ କବିତା ପାଠୋତ୍ସବ,ଖୁବ ଏକା ଏକା ଓ ଛିନ୍ନ ଘର କବିତା ସଙ୍କଳନ ଉନ୍ମୋଚିତ ।
କୋକସରା; ୧୭/୧/୨୪: ଧର୍ମଗଡ଼ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଆୟୋଜନ ଅବସର ରେ ଆଜି ଦ୍ଵିତୀୟ ଦିନ ରେ...
ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ହୃଦୟ ଜିତିଲେ ରୁକୁ ସୁନା ଏବଂ ସାଥୀ ଝୁମିଲେ କଳାକାର ଓ ଦର୍ଶକ ।
କୋକସରା ୧୭/୧/୨୪ ସଭ୍ଯତାର ବିକାଶ କ୍ରମେ ମଣିଷ ସାରାଦିନର ପରିଶ୍ରମ ଲାଘବ ପାଇଁ ମଣିଷ ମନୋରଞ୍ଜନକୁ ମାଧ୍ୟମ କଲା ।...
ଭାରସାମ୍ୟ ହରାଇ ମାଲ ବୋଝେଇ ୪୦୭ ଦୁର୍ଘଟଣା,ଅଳ୍ପକେ ବର୍ତିଲେ ଡ୍ରାଇଭର।
କୋକସରା:୭/୦୧ ଜାତୀୟ ରାଜପଥ ୨୬ କୋକସରା ଥାନା ଡୋଙ୍ଗରି ଗୁଡା ଓ କୁସୁମଖୁଣ୍ଟି ରାସ୍ତା ମଝି ମଙ୍ଗଳବାର ମଧ୍ୟାହ୍ନ ରେ...
ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି ରେ ଚାଷୀଙ୍କ ଦାବିପତ୍ର
କୋକସରା:୧୭/୦୧ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେ଼ନ ଗ୍ରାମ ପଞ୍ଚାୟତର ଅଏଁଲାଜୋର ଗାଁର ଚାଷୀ ସମୂହ ମେଗାଲିଫ୍ଟ କେନାଲରୁ ଜଳସେଚନ...
ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ।
କୋକସରା:୧୬/୦୧ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପର ଇନ୍ଦ୍ରାବତୀ ବାମ କେନାଲ...
ଡ଼. ମହେନ୍ଦ୍ର ମାଝୀ ମେମୋରିଆଲ ଫୁଟବଲ ଫାଇନାଲ, ଶଶୀ ଏକାଦଶ ବାନେର ଦଳ ଚାମ୍ପିୟାନ।
କୋକସରା:୧୫/୦୧ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମରେ ଗତ ୧୦/୦୧ ରୁ ଆରମ୍ଭ ହୋଇଥିବା ଡ଼. ମହେନ୍ଦ୍ର ମାଝୀ...
ମା ଭଣ୍ଡାର ଘରଣୀ ଦେବୀଙ୍କ କଳସ ଯାତ୍ରା ସହ ଧର୍ମଗଡ ରେ ଆରମ୍ଭ ହେଲା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪
କୋକସରା: ୧୫/୦୧ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଆଜି ଧର୍ମଗଡ ମା ଭଣ୍ଡାର ଘରଣୀ ଙ୍କ ମନ୍ଦିରରୁ ବିଶାଳ...
ଉଦ୍ଧାର ହୋଇଥିବା ଜନ୍ତୁ ସମ୍ବର ନୁହେଁ ନିଲଗାଈ ବୋଲି କହିଲେ ରେଞ୍ଜ ଅଧିକାରୀ।
କୋକସରା:୧୫/୦୧ ଶନିବାର କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦେଇ ଏକ ବନ୍ୟପ୍ରାଣୀ ପାଣି ସନ୍ଧାନ ରେ ଆସି ଟେମରା...
ମାଁ ମାଉଳି କ୍ରିକେଟ ଟୁର୍ନାମେଣ୍ଟ,ଫାଇନାଲରେ ଚିଲଡଙ୍ଗରି ଦଳ ଚମ୍ପିୟାନ l
କୋକସରା:୧୪/୦୧ କୋକସରା ବ୍ଲକ ମୂଷାପାଲି ଖେଳ ପଡିଆ ଠାରେ ମାଁ ମାଉଲି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି...
