Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ସନତ କୁମାର ପ୍ରାଧନୀ

ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି

ସମ୍ବର୍ଦ୍ଧିତ ହେଲେ ଅଧ୍ୟାପକ ମୋହନ ଚରଣ ବିଷି ବଂଶୀବଟ ସାହିତ୍ୟ ସୁଧାନିଧି ସମ୍ମାନ -୨୦୨୩ ।

କୋକସରା:୦୭/୦୧ ବଂଶୀବଟ ମାନସ ସେବା ସମିତି,ନିତ୍ୟ ଆନନ୍ଦ ଆଶ୍ରମ,ପୁରୀର ଅଷ୍ଟାଦଶ ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ...

ହିଟ ଆଣ୍ଡ ରନ ନିୟମ କୁ ପ୍ରତ୍ୟାହାର ଦାବି ,କୋକସରା ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ।

କୋକସରା:୦୫/୦୧ କେନ୍ଦ୍ର ସରକାର ଙ୍କ ହିଟ ଆଣ୍ଡ ରନ ନିୟମ କୁ ପ୍ରତ୍ୟାହାର ଦାବି କରି ଦେଶ ଓ ରାଜ୍ୟରେ...

କୋକସରା କଳାହାଣ୍ଡି ଉତ୍ସବ ଗୁଡହାଣ୍ଡି ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା:୦୬/୦୧ କଳାହାଣ୍ଡି ର ଲୋକ ମହୋତ୍ସବ କଳାହାଣ୍ଡି ଉତ୍ସଵ ଅବସର ରେ କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ଆସନ୍ତା...

କୋକସରା ବ୍ଲକ ରେ ପ୍ରାକ ଛାତ୍ରବୃତି ତାଲିମ କର୍ମଶାଳା ଅନୁଷ୍ଠିତ।

କୋକସରା:୦୬/୦୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଶନିବାର ଜୟପାଟଣା ଓ କୋକସରା ବ୍ଲକ ର ପ୍ରଧାନ ଶିକ୍ଷକଙ୍କ ନେଇ...

ମେଦନିପୁର ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କଳାହାଣ୍ଡି:୦୫/୦୧ ମେଦିନୀପୁର ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ସରପଞ୍ଚ ଶ୍ରୀ ଗୌରୀ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ...

ଡାଲଗୁମା ଠାରେ ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ ଫୁଟବଲ ତୁର୍ଣ୍ଣାମେଣ୍ଟ ଆରମ୍ଭ।

କୋକସରା:୦୫/୦୧ କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଡାଲଗୁମା ଗ୍ରାମରେ ଲଙ୍କେଶ୍ଵରୀ ଯୁବକ ସଙ୍ଘ ଆନୁକୂଲ୍ୟରେ ୭ ଦିବସିୟ ଫୁଟବଲ ତୁର୍ଣ୍ଣାମେଣ୍ଟ...

ବିଜେଡି ମିଶ୍ରଣ ପର୍ଵ ରେ ମଞ୍ଚ ରେ ନାଚି ଧୂମ ମଚାଇଲେ ଜୁନାଗଡ଼ ବିଧାୟକ।

କୋକସରା:୦୫/୦୧ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ଠାରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ଦଲୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ...

କାଉଡୋଳା ୟୁଥ ବଏଜ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଲଡୁଗାଁ ଦଳ ଚାମ୍ପିୟାନ

କୋକସରା:୦୫/୦୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗ୍ରାମ ର ଖେଳ ପଡ଼ିଆ ରେ ୟୁଥ ବଏଜ ନକଆଉଟ କ୍ରିକେଟ...

କଳାହାଣ୍ଡି ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ,ଜନ ଜୀବନ ପ୍ରଭାବିତ।

କୋକସରା:୦୪/୦୧ ଆଜି କଳାହାଣ୍ଡି ଜିଲ୍ଲା ବିଜେପି ଦଳ ପକ୍ଷରୁ ଜିଲ୍ଲା ରେ ମଣ୍ଡି ରେ ଚାଷି ଙ୍କ ଧାନ କଟନୀ,...

କଳାହାଣ୍ଡି ସାମ୍ବାଦିକ ୟୁନିୟନର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଝୁମିଳେ ସାମ୍ବାଦିକ।

କୋକସରା:୦୩/୦୧ କଳାହାଣ୍ଡି ସାମ୍ବାଦିକ ୟୁନିଅନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭବାନୀପାଟଣା ଜସପାଳ ସିଂ ଫାର୍ମ ହାଉସ ଠାରେ ଓୟୁଜେ...

ପୁଅ ବହୁ ଜେଲ ରେ, ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତି ,ପ୍ରଶାସନ ସହାୟତା ଦାବି।

କୋକସରା:୦୨/୦୧ କଲମପୁର ବ୍ଲକ ମଣ୍ଡଳ ଗାଁ ରେ ବୃଦ୍ଧ ଦମ୍ପତ୍ତି ଅସହାୟ ହୋଇ ପଡିଛନ୍ତି l ସେମାନେ ହେଲେ ଯାଦବ...

ଓଲମା ଗ୍ରାମରେ ଜୟ ଦୁର୍ଗା କ୍ଲବ ର ସୁବର୍ଣ୍ଣ ଜୟନ୍ତୀ ପାଳନ।

କୋକସରା:୦୧/୦୧ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ର ଜୟ ଦୁର୍ଗା କ୍ଲବ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ...