Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ସନତ କୁମାର ପ୍ରାଧନୀ

ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି

କାଲି କଳାହାଣ୍ଡି ଆସିବେ ମୁଖ୍ୟମନ୍ତ୍ରୀ,କାର୍ଯ୍ୟକ୍ରମ ସଫଳ ପାଇଁ ଜିଲାବାସୀଙ୍କୁ ନିବେଦନ ।

କଳାହାଣ୍ଡି:୨୯/୦୩ କଳାହାଣ୍ଡି ଜିଲ୍ଲାକୁ ଆସନ୍ତା କାଲି ରବିବାର ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ରହିଛି।...

ମୃତକଙ୍କ ପରିବାରକୁ ବେହେରା ଷ୍ଟେଟ ବ୍ୟାଙ୍କର ୨ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ।

କଳାହାଣ୍ଡି:୨୯/୦୩ ବଜ୍ରାଘାତରେ ପ୍ରାଣ ହରାଇଥିବା ଜନୈକ ହିତାଧିକାରୀଙ୍କ ପରିବାରକୁ ବେହେରା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା...

ମଣ୍ଡି ଖୋଲିବା ପାଇଁ ଉପୁଜିଥିଲା ଜାଗା ସମସ୍ୟା, ନିଜ ଗାଁ ଚାଷି ଙ୍କ ପାଇଁ ଜମି ଦାନ କଲେ ବଦାନ୍ୟ ଚାଷି।

କଳାହାଣ୍ଡି:୨୪/୦୩ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଝରିଆଗୁଡା ଠାରେ ମଣ୍ଡି ଖୋଲିବା ପାଇଁ ଅଞ୍ଚଳ ର ଚାଷୀମାନେ ପ୍ରଶାସନ ନିକଟରେ...

ଆମପାଣି ଘାଟି ରେ କାର ଓ ଟ୍ରକ ମଧ୍ୟରେ ଧକ୍କା, ଜଣେ ଗୁରୁତର।

କଳାହାଣ୍ଡି, ୨୨/୦୩ କଳାହାଣ୍ଡି ସୀମା ଜାତୀୟ ରାଜପଥ ୨୬ ଆମପାଣି ଘାଟି ମୈଦଲପୁର ଥାନା ଅଧୀନ ତୁଳସୀ ପଦର ନିକଟ...

କ୍ରିକେଟ୍ ବେଟିଂ ପାଇଁ ୩ କୋଟି ଟଙ୍କାରୁ ଅଧିକ ସରକାରୀ ଟଙ୍କା ଆତ୍ମସାତ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ (ନିଲମ୍ବିତ ) ପିଇଓ।

କଳାହାଣ୍ଡି:୨୨/୦୩ କଳାହାଣ୍ଡି ଜିଲ୍ଲା ଥୁଆମୁଲ-ରାମପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଏବଂ ତାଲନାଗି ଗ୍ରାମପଞ୍ଚାୟତ ର ପୂର୍ବତନ ପିଇଓ (ବର୍ତ୍ତମାନ ନିଲମ୍ବିତ)...

କେନାଲ ରେ ବୁଡି ପଞ୍ଚମ ଶ୍ରେଣୀ ଛାତ୍ରୀ ର ମୃତ୍ୟୁ,ଗାଁ ରେ ଶୋକାକୁଳ ପରିବେଶ।

କଳାହାଣ୍ଡି:୨୦/୦୩ ରିପୋର୍ଟ-ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବ୍ରାହ୍ମଣ କେନ୍ଦୁଗୁଡା ନିକଟରେ କେନାଲ କୁ...

ଦରମା ନାହିଁ ତ କାମ ନାହିଁ ଦାବି ରେ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ କୋକସରା ସିଏଚସି ଆଶା କର୍ମି।

କଳାହାଣ୍ଡି:୨୦/୦୩ ନା ଦିନ ନା ରାତି ଯେତେବେଳେ କୌଣସି ଜରୁରୀକାଳୀନ ସମୟରେ ପ୍ରସୂତି ହେଉ କିମ୍ବା ଶିଶୁ ଗ୍ରାମାଞ୍ଚଳରେ ଆଶା...

ଭବାନୀପାଟଣା ଗଦି ଦୋକାନ ରେ ଅଗ୍ନୀକାଣ୍ଡ, କାରଣ ଅସ୍ପଷ୍ଟ।

କଳାହାଣ୍ଡି:୨୦/୦୩ କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି...

ବିଡ଼ିଓ ଓ ତହସିଲଦାର ଙ୍କୁ କୋକସରା ସରପଞ୍ଚ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି୧୯/୦୩/୨୫ କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ଅନ୍ତର୍ଗତ ସରପଞ୍ଚ ସଙ୍ଘ ର ସଭାପତି ଲଡୁଗାଁ ସରପଞ୍ଚ ନକୁଳ ନାଏକ...

ଦୀର୍ଘ ୭ ବର୍ଷ ବିବାଦ ର ସମାଧାନ,ବଡଘୁମେର ପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ।

କଳାହାଣ୍ଡି:୧୭୬/୦୩ ଆଜି ଧର୍ମଗଡ ବ୍ଲକ ବଡଘୁମେର ଠାରେ ବହୁ ପ୍ରତିକ୍ଷିତ ନୂତନ ଗ୍ରାମପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର...

କୃପାସିନ୍ଧୁ ସାଂସ୍କୃତିକ ପରିଷଦ ୮୬ ତମ ବାର୍ଷିକ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ସାମ୍ବାଦିକ,କବି ଓ ସମାଜସେବୀ।

କଳାହାଣ୍ଡି:୧୬/୦୩ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚାରବାହାଲ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ପକ୍ଷରୁ ଦୋଳ ପୂର୍ଣ୍ଣିମା...

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

କଳାହାଣ୍ଡି:୧୨/୦୩ ଏସବିଆଇ ଓ ରାମକି ଫାଉଣ୍ଡେସନ ଏବଂ ଭେଜିପଦର ପ୍ରାଥମିକ ବିଦ୍ୟାଳୟ ଭବାନୀପାଟଣା ର ମିଳିତ ସହଯୋଗ ରେ ଆଜି...