ସୁଶୀଲ କୁମାର ବାଗ
ସ୍ଥାନୀୟ ପ୍ରତିନିଧି (ଲାଞ୍ଜିଗଡ) କଳାହାଣ୍ଡି
ରାମଚନ୍ଦ୍ରପୁର ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଳାହାଣ୍ଡି,୩୦/୦୯-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁରଠାରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି !...
ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଜାତୀୟ ପୋଷଣ ମାସ ପାଳିତ
କଳାହାଣ୍ଡି,୩୦/୦୯-କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଜାତୀୟ ପୋଷଣ ମାସ...
ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ପୋଷଣ ମାସ ପାଳିତ
କଳାହାଣ୍ଡି,୨୯/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବେଦାନ୍ତ ଫାଉଣ୍ଡେସନ ଦ୍ବାରା ପ୍ରାୟୋଜିତ ବେଦାନ୍ତ...
ଛତିକୁଡ଼ା-ଗୋହିରାପଦର ରାସ୍ତାରେ ବାଇକ୍ ଓ ସାଇକେଲ ମୁହାଁମୁହିଁ ଧକ୍କା : ୨ ଗୁରୁତର
କଳାହାଣ୍ଡି,୨୯/୦୯-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ରାୟଗଡ଼ା ରାସ୍ତା ଛତିକୁଡ଼ାରୁ ମ. ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୬(କ) ଛତିକୁଡ଼ା- ଗୋହିରାପଦର ବୁଲାଣି...
ଜିଲ୍ଲା ମାନ୍ୟତା ଦାବିରେ ନଛୋଡ଼ବନ୍ଧା ଧର୍ମଗଡ଼-ଜୁନାଗଡ଼ ଅଞ୍ଚଳବାସୀ : କାହା ଦାବି ଶୁଣିବେ ସରକାର ?
କଳାହାଣ୍ଡି,୨୮/୦୯-କଳାହାଣ୍ଡି ଜିଲ୍ଲାକୁ ଭାଗ କରି ଧର୍ମଗଡ଼ ଏବଂ ଜୁନାଗଡ଼କୁ ଜିଲ୍ଲା ଭାବେ ଘୋଷଣା କରିବାକୁ ଉଭୟ ଅଞ୍ଚଳବାସୀ ନିଜ ନିଜ...
ଆଇପିଏସ୍ଆଇ ପକ୍ଷରୁ ସ୍ବାସ୍ଥ୍ୟସେବା ସଂପର୍କିତ ବୈଠକ ଅନୁଷ୍ଠିତ
କଳାହାଣ୍ଡି,୨୮/୦୯-ଇଣ୍ଡିଆ ପ୍ରାଇମେରୀ ହେଲ୍ଥ କେୟାର ସପୋର୍ଟ ଇନିସିଏଟିଭ୍ (ଆଇପିଏସ୍ଆଇ) ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜିଲ୍ଲା ଯୋଜନା ଓ ସମ୍ମନ୍ବୟ...
ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀ ସମାବେଶ ଓ ନୂଆଖାଇ ଭେଟଘାଟ
କଳାହାଣ୍ଡି,୨୮/୦୯-କଳାହାଣ୍ଡି ଜିଲ୍ଲା ବିଜେପି କ୍ରୁଷକ ମୋର୍ଚ୍ଚା ପକ୍ଷରୁ ସଦର ବ୍ଲକ ଶଗଡ଼ାଠାରେ ଏକ ଚାଷୀ ସମାବେଶ ଓ ନୂଆଖାଇ ଭେଟଘାଟ...
ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
କଳାହାଣ୍ଡି,୨୮।୦୯-କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତା ଆଜି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ...
ମୁଖ୍ୟରାସ୍ତାରେ ମଦଭାଟି : ଗାଁ ଗାଁରେ ଦେଶୀମଦର ବନ୍ୟା
କଳାହାଣ୍ଡି,୨୮/୦୯-ସରକାରଙ୍କୁ ଅଧିକ ପରିମାଣର ରାଜସ୍ବ ମିଳୁଛି ବୋଲି ସରକାର ଦେଶୀ ମଦଭାଟିଗୁଡ଼ିକ ଖୋଲିବାକୁ ଅନୁମତି ଦେଇଛନ୍ତି ! ତେବେ ସରକାର...
ପୋଖରୀବନ୍ଧ-ଲାଞ୍ଜିଗଡ଼ ରାସ୍ତା ନିମ୍ନମାନର ଅଭିଯୋଗ : ଦୋଷ ଢାଙ୍କିବାକୁ ଠିକାସଂସ୍ଥାର ତାଳିପକା ଉଦ୍ୟମ
କଳାହାଣ୍ଡି,୨୮/୦୯-କଳାହାଣ୍ଡି ଜିଲ୍ଲାରେ ରାସ୍ତା ସମସ୍ୟା ଜିଲ୍ଲାବାସୀଙ୍କ ଚିରସହଚର ପାଲଟିଥିବାବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଲାଭଖୋର ଠିକାଦାରମାନଙ୍କ ଯୋଗୁଁ ରାସ୍ତା ନିର୍ମାଣ ବାବଦକୁ...
କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ; ୨୮ରୁ ୨ ତାରିଖ ଯାଏଁ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା
କଳାହାଣ୍ଡି,୨୭/୦୯-ଆସନ୍ତାକାଲି ଅର୍ଥାତ୍ ୨୮ତାରିଖରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧାରୁ ଅଧିକାଂଶ ଜିଲ୍ଲାରେ ଘଡଘଡି ସହିତ ପ୍ରବଳ...
ଶିକ୍ଷା ଓ ଶୈକ୍ଷିକ ବାତାବରଣ ତିଆରି ବିଦ୍ୟାଳୟ ପାଇଁ ସଫଳ ପ୍ରୟାସ : ବାଣୀପଙ୍ଗା ଓ ମଧୁପୁରରେ ସହଭାଗୀ ରୂପେ ପିତାମାତା କାର୍ଯ୍ୟକ୍ରମ ଅନୁଷ୍ଠିତ
କଳାହାଣ୍ଡି,୨୭/୦୯-ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ମାତାପିତାଙ୍କୁ ଗୋଟିଏ ଡୋରୀରେ ବାନ୍ଧି ରଖିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସହଭାଗୀ...
