2-06-2025 | 7:19 PM

ମଦ ବନ୍ଦ କରାଯିବା ସକାଶେ  ଲକ୍ଷ୍ମୀପୁର ବିଧାୟକ ଙ୍କ ଦ୍ୱାରା ମହିଳା ମାନଙ୍କୁ ନେଇଁ ଶୋଭାଯାତ୍ରା..ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ…ପବିତ୍ର ଙ୍କ ସ୍ୱର କୁ ସରକାର କଣ୍ଠରୋଧ କରି ପାରିବେନି ରାଜ୍ୟ ସରକାର…

27-05-2025 | 6:41 PM

ବିଜେପି ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ…ପବିତ୍ର କୁ ଟାର୍ଗେଟ କଲେ କୈଳାଶ…ଆଇନ କୁ ହାତକୁ ନେବା ଅଧିକାର ବିଧାୟକ ଙ୍କ ର ନାହିଁ…୧୧ ମାସରେ ବିଧାୟକ କୋଟି କୋଟି ଟଙ୍କାର ମାଲିକ ହେଲେ କିପରି, ଭିଜିଲାନ୍ସ ତଦନ୍ତ ଦାବିକଲେ ପୂର୍ବତନ ବିଧାୟକ…