ପ୍ରଜ୍ଞା ପଟ୍ଟନାୟକ

ଆଜି ଟୋକିଓରେ ଓଡ଼ିଶା ବିଜନେସ୍ ମିଟ୍ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ
ଟୋକିଓ: ଓଡ଼ିଶା ବିକାଶ ଦିଗରେ ଅଗ୍ରଗତି ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଥିବା ବେଳେ ରାଜ୍ୟବାସୀ ମଧ୍ୟ ବିଦେଶରୁ ବଡ଼...

ମନି ଲଣ୍ଡରିଂ ମାମଲା; ଆଜି କୋର୍ଟରେ ହାଜର ହେବେ ଜ୍ୟାକଲିନ୍
ନୂଆଦିଲ୍ଲୀ: ଆଜି ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାର ଶୁଣାଣି। ଏ ନେଇ ଅଭିନେତ୍ରୀ...

ଅତାବିରାରେ ବାଜି ମାରିଲା ବିଜେଡି
ବରଗଡ: ବରଗଡ ଜିଲ୍ଲା ଅତାବିରା ଏନଏସିରେ ବିଜୟ ହାସଲ କରିଛି ବିଜେଡି। ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏ...

ଗିରଫ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ
ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଟ୍ରମ୍ପ...

ସିକ୍କିମରେ ଭୟଙ୍କର ହିମସ୍ଖଳନ; ୬ ମୃତ
ସିକ୍କିମ୍: ସିକ୍କିମର ନାଥୁ ଲା ସୀମାନ୍ତରେ ମଙ୍ଗଳବାର ଭୟଙ୍କର ହିମସ୍ଖଳନ ହୋଇଛି। ଏହି ଘଟଣାରେ ୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା...

୭୫୦ କୋଟି ଦେଇ ଘର କିଣିଲେ; ହେଲେ ରହିବାକୁ ଅନୁମତି ନାହିଁ
ନୂଆଦିଲ୍ଲୀ: ଥରେ ଭାବନ୍ତୁ ଯଦି ଆପଣ କଳ୍ପନା କରିଥିବା ସ୍ବପ୍ନର ଘରେ ଯଦି ଆପଣଙ୍କୁ ରହିବାକୁ ଅନୁମତି ନ ଦିଆଯାଏ...

ଆଗାମୀ ୩ ଘଣ୍ଟା ମଧ୍ୟରେ ଟ୍ବିନ୍ ସିଟିରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ମଧ୍ୟରେ କଟକ ଏବଂ ଭୁବନେଶ୍ୱର ସମେତ ଓଡିଶାର ୧୩ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ...

ଝାରସୁଗୁଡା ଉପ-ନିର୍ବାଚନ; ୩ ବରିଷ୍ଠ ନେତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଲା ବିଜେଡି
ଭୁବନେଶ୍ୱର: ମେ ୧୦ରେ ଝାରସୁଗୁଡା ଉପ ନିର୍ବାଚନ। ନିର୍ବାଚନ ପାଇଁ ଜୋରଦାର ଆରମ୍ଭ ହୋଇଛି ପ୍ରସ୍ତୁତି। ନିର୍ବାଚନ ଲାଗି ୩...

କିଏ ଶାହାରୁଖ୍ଙ୍କ ପ୍ରିୟ ଅଭିନେତ୍ରୀ? ପିଲାଦିନରୁ ଏହି ଅଭିନେତ୍ରୀଙ୍କ ପାଇଁ ଥିଲେ ପାଗଳ
ମୁମ୍ବାଇ: ଆପଣ ଜାଣନ୍ତି କି ବଲିଲଡ୍ର ବାଦ୍ଶାହା ତଥା କିଙ୍ଗ୍ ଖାନ ଶାହାରୁଖ୍ଙ୍କର ପ୍ରିୟ ଅଭିନେତ୍ରୀ କିଏ? ଅଲ୍ ରାଉଣ୍ଡର...

ଅରୁଣାଚଳ ପ୍ରଦେଶ ଉପରେ ଚୀନ୍ର କବ୍ଜା; ୧୧ ସ୍ଥାନକୁ କଲା ନିଜ ନାଁରେ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନିଜ ଅକ୍ତିଆରରେ ଆଣିବା ପାଇଁ ଓ ସମ୍ପୂର୍ଣ୍ଣ ରାଜ୍ୟ ଉପରେ ନିଜ ହକ୍ ସାବ୍ୟସ୍ତ କରିବା...

ଆଦାନୀ ଗ୍ରୁପ୍ରେ ଲାଗିଥିବା ୨୦ ହଜାର କୋଟିକୁ ନେଇ ବିଜେପିକୁ ଘେରିଲେ ରାହୁଲ
ନୂଆଦିଲ୍ଲୀ: ବିଜେପିକୁ ରାହୁଲ ଗାନ୍ଧୀଙ୍କ ତେର୍ଚ୍ଛାବାଣ। ଗତକାଲି ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଅବଧି ବୃଦ୍ଧି କରିଛନ୍ତି। କୋର୍ଟଙ୍କ...

ରିଚାର୍ଡ କିସ୍ ମାମଲା; ଦୋଷମୁକ୍ତ ହେଲେ ଶିଳ୍ପା
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ତଥା ଫିଟନେସ୍ କୁଇନ୍ ହେଉଛନ୍ତି ଶିଳ୍ପାସେଟ୍ଟୀ। ନିଜର ସ୍ବତନ୍ତ୍ର ଗ୍ଲାମରସ୍ ଲୁକ୍ ପାଇଁ ସେ ସବୁବେଳେ...