ଓଡ଼ିଶା ଡଟ୍ ନ୍ୟୁଜ୍

ମାଣିଆବନ୍ଧ ଥାନା ଭଙ୍ଗାରୁଜା ଘଟଣାରେ ୬ ଅଭିଯୁକ୍ତ ଗିରଫ
କଟକ: ଥାନା ଭଙ୍ଗାରୁଜା ଘଟଣାରେ ବନ୍ଧା ହେଲେ ୬ ଅଭିଯୁକ୍ତ । କଟକ ଜିଲ୍ଲା ମାଣିଆବନ୍ଧ ଥାନାରେ କରିଥିଲେ ଭଙ୍ଗାରୁଜା...

ମୋଦି ନେବେ ଶପଥ: ସାମିଲ ହେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ରାଷ୍ଟ୍ରପତି
ନୂଆଦିଲ୍ଲୀ: ଜୁନ ୮ ତାରିଖରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ।...

ଜୁନ ୧୨ରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ
ଅମରାବତୀ: ଚନ୍ଦ୍ରବାବୁ ନାଇଡୁ ପୁଣି ହେବାକୁ ଯାଉଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ । ପୂର୍ବରୁ ସେ ଜୁନ୍ ୯ରେ ଶପଥ...

ମା’ ଆଗରେ ନଦୀରେ ବୁଡ଼ିଗଲେ ଭାଇଭଉଣୀ
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା । ନଦୀରେ ବୁଡ଼ି ଦୁଇ ଭାଉଭଉଣୀଙ୍କ ମୃତ୍ୟୁ ଘଟିଛି । ଉଭୟ ନାବାଳକ...

ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା; ମୁଖ୍ୟମନ୍ତ୍ରୀ ଚେହେରାରେ ବାଜି ପାରେ ମୋହର
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ଝଡ଼ ପରି ଆସି ବିଜେଡି ନାମକ ବିରାଟ ବୃକ୍ଷକୁ ମୂଳରୁ ଉପାଡି ଦେଇଛି ବିଜେପି...

ଚିତ୍ରକୋଣ୍ଡା ନବନିର୍ବାଚିତ ବିଧାୟକଙ୍କୁ କାମୁଡ଼ିଲା ସାପ
ଚିତ୍ରକୋଣ୍ଡା: ସାପ କାମୁଡାରେ ଗୁରୁତର ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ପରିବାର ଲୋକେ ତାଙ୍କୁ କୁଡୁମୁଲୁଗୁମା...

ବନ୍ଦ ହେବନି BSKY, ପୂର୍ବ ପରି ମିଳିବ ସ୍ବାସ୍ଥ୍ୟସେବା
ଭୁବନେଶ୍ବର: ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି । ବିଜେଡି ସରକାର କ୍ଷମଚାଚ୍ୟୁତ ହୋଇଛି । ବିଜେପି ପ୍ରଥମ ଥର ଓଡ଼ିଶାରେ...

ମହାରାଷ୍ଟ୍ର ରାଜନୀତିରେ ହଲଚଲ: ଅଜିତଙ୍କ କ୍ୟାମ୍ପରୁ ଶରଦଙ୍କ କ୍ୟାମ୍ପକୁ ଡେଇଁ ପାରନ୍ତି ୧୮ ବିଧାୟକ
ପୁଣେ: ସାଧାରଣ ନିର୍ବାଚନ ଫଳାଫଳ ଅସିବା ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଯାଇଛି । ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ...

SCB ଯାଇ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଅପରାଜିତା
କଟକ: ଇଭିଏମ୍ ଭଙ୍ଗା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ବିଜେପିର ନବ ନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ...

୨ରୁ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ବର: ଅସହ୍ୟ ତାତିକୁ ପ୍ରଚଣ୍ଡ ରୌଦ୍ରତାପ ଲୋକଙ୍କୁ କରୁଛି କଲବଲ । ସାରା ଓଡ଼ିଶା ମାତ୍ରାଧିକ ଗ୍ରୀଷ୍ମ ପ୍ରବାହରେ ଥରହର...

ଓଡ଼ିଆଙ୍କୁ ଦୃର୍ବଳ ଭାବୁଥିବା ଲୋକେ ଉଚିତ ଶିକ୍ଷା ପାଇଲେ: ବୈଜୟନ୍ତ
ଭୁବନେଶ୍ବର: ଓଡ଼ିଶାରେ ବମ୍ଫର ବିଜୟ ପରେ କେନ୍ଦ୍ରାପଡାରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ଆସିଲା ପ୍ରତିକ୍ରିୟା...

ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିବା ବେଳେ ଗାଡି ଧକ୍କାରେ ବାପା ମୃତ
ସୋର: ସାବିତ୍ରୀ ବ୍ରତ ଭାର ଦେବାକୁ ଝିଅ ଘରକୁ ଯାଇଥିଲେ । ହେଲେ ଏହି ଯାତ୍ରା ହୋଇଥିଲା ତାଙ୍କର ଶେଷ...