Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶା ଡଟ୍ ନ୍ୟୁଜ୍

ବାହାନଗା ଟେନ ଟ୍ରାଜେଡିକୁ ପୂରିଲା ବର୍ଷା; ଆଜି ବି ମନେ ପଡ଼େ ସେହି କାଳ ରାତିର କରୁଣ କାହାଣୀ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ବର୍ଷେ ପୂରିଛି । ଆଜିର ଦିନ ୨ ଜୁନ୍...

ଅରୁଣାଚଳ ଓ ସିକ୍କିମରେ ଚାଲିଛି ଭୋଟ ଗଣତି; ସରକାର ଗଠନ ଆଡ଼କୁ ବିଜେପି

ଭୁବନେଶ୍ବର: ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଦୁଇ ରାଜ୍ୟରେ...

ଆସିଲା ଏକଜିଟ ପୋଲ; ଏନଡିଏର ହ୍ୟାଟ୍ରିକ, ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଶେଷ ତଥା ସପ୍ତ ପର୍ଯ୍ୟାୟ ମତଦାନ ସରିବା ପରେ ବିଭିନ୍ନ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା...

ବୁଥ ଆଗରେ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ BH

ଭଦ୍ରକ: ନିର୍ବାଚନ ସମୟରେ ଭଦ୍ରକରୁ ଆସିଛି ଏକ ଅଭାବନୀୟ ଘଟଣା । ଭୋଟ ଦେବାକୁ ଯାଇଥିବା ପତ୍ନୀଙ୍କୁ ବୁଥ ଆଗରେ...

ବିଜେଡି ବିଧାୟକଙ୍କୁ ଗାଳି ଦେଇ ବୁଥରୁ ତଡ଼ି ଦେଲେ ଭୋଟର !

ନିଆଳି: ଓଡ଼ିଶାରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରୁ ବିଭିନ୍ନ...

ଛୁରି ଭୁଷି ଲୁଟି ନେଲେ ଟଙ୍କା, ସୁନା

ବୌଦ୍ଧ: ଘରେ ପଶି ଲୁଟିଲେ । ପ୍ରତିବାଦ କରିବାକୁ ଛୁରି ଭୁଷିଲେ । ଏମିତି ଏକ ଘଟଣା ଘଟିଛି ବୌଦ୍ଧ...

ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ

ପୁରୀ: ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ନିକଟରେ ଲାଗିଲା ନିଆଁ । ଦ୍ବାର ନିଟକରେ ଥିବା ଅଳିଆ ଗଦା ହୁତୁହୁତୁ...

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ

କେନ୍ଦୁଝର: ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ଘଟିଛି । ନିଜର...

ବିଭିନ୍ନ ସ୍ଥାନରେ ଇଭିଏମ ଅଚଳ, ଭୋଟରଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ବର: ରାଜ୍ୟରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳୁ ସକାଳୁ ନିଜ ମତାଧିକାର ସାବ୍ୟସ୍ତ କରିବାକୁ...

ବୁଥରେ ଚାଲିଗଲା ଭୋଟରଙ୍କ ଜୀବନ

ନୀଳଗିରି: ଭୋଟ ଦେବାକୁ ଆସି ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ବିଧାନସଭା...

ଶେଷ ପର୍ଯ୍ୟାୟ ନିର୍ବାଚନ; ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ମତଦାନ

ଭୁବନେଶ୍ବର: ଦେଶରେ ଶେଷ ପର୍ଯ୍ୟା ମତଦାନ ଚାଲିଛି । ଦେଶରେ ସପ୍ତମ ପର୍ଯ୍ୟାୟ ଓ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ...

ଭୁବନେଶ୍ବରରୁ ଯାଇ ଉଦଳାରେ ଟଙ୍କା ବାଣ୍ଟିବା ବେଳେ ବନ୍ଧା ହେଲେ ବିଜେଡି ନେତ୍ରୀ

ବାରିପଦା: ଟଙ୍କା ପ୍ରଲୋଭନ ଦେଖାଇ ବିଜେଡି ଭୋଟ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ । ଟଙ୍କା ବାଣ୍ଟିବା ବେଳେ ଧରାପଡିଗଲେ...