
ଓଡ଼ିଶା ଡଟ୍ ନ୍ୟୁଜ୍

ବିଧାନସଭାରୁ କଂଗ୍ରେସର ସବୁ ବିଧାୟକ ନିଲମ୍ବିତ: ଗତକାଲି ୧୨, ଆଜି ଦୁଇ
ଭୁବନେଶ୍ବର: ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ । ଗତକାଲି ୧୨ ଜଣ ବିଧାୟକ ନିଲମ୍ବିତ ହୋଇଥିବା ବେଳେ...

ବିଧାନସଭା ଆଗରୁ ବିଧାୟକଙ୍କୁ ଟେକି ନେଲା ପୋଲିସ
ଭୁବନେଶ୍ବର: ବିଧାନସଭା ପାଲଟିଛି ରଣକ୍ଷେତ୍ର । ସରକାର ଓ ବିରୋଧୀ ମୁହାଁମୁହିଁ । ପୋଲିସ ଲଗାଇ ବିରୋଧୀଙ୍କ ସ୍ବର ଚାପି...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ସିବିଆଇ ଟିମ୍
ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ସିବିଆଇ ଟିମ୍ । ବଘେଲଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ...

ସିପାହୀ ଓ କନଷ୍ଟେବଳ ନିଯୁକ୍ତିରେ ବୟସ ସୀମା କୋହଳ କଲେ ରାଜ୍ୟ ସରକାର
ଭୁବନେଶ୍ବର: ସିପାହୀ ଓ କନଷ୍ଟେବଳ ଆଶାୟୀଙ୍କ ପାଇଁ ଖୁସି ଖବର । ଆଇଆରବି ବାଟାଲିୟନର ସିପାହୀ ଓ କନଷ୍ଟେବଲ୍ ନିଯୁକ୍ତି...

ପୋଷା କୁକୁରକୁ ବୋହୂ ନେଇଯିବାରୁ ହାଇକୋର୍ଟ ଗଲେ ଶାଶୁ, କୋର୍ଟ ଦେଖାଇଲେ ନାଲି ଆଖି
କଟକ: ବୋହୂ ଯୌତୁକ ସାମଗ୍ରୀ ସହ ପୋଷା କୁକୁରକୁ ବି ନେଇଗଲା । ଏହାକୁ ବିରୋଦ କରି ହାଇକୋର୍ଟଙ୍କ ଦ୍ବାରସ୍ଥ...

ରାଜ୍ୟ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଦିନକୁ ୮ ଦୁଷ୍କର୍ମ, ଏକାଧିକ ହତ୍ୟା
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନଶୃଙ୍ଖଳା । ମୋଟ୍ ଆପରାଧିକ ମାମଲା ୨ ଲକ୍ଷ ଟପିଛି ।...

ବ୍ରହ୍ମପୁର ସିଟି ହସ୍ପିଟାଲରେ ଅଗ୍ନିକାଣ୍ଡ
ବ୍ରହ୍ମପୁର:ବ୍ରହ୍ମପୁର ସିଟି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ହସ୍ପିଟାଲର ନୂତନ ବହିଃବିଭାଗ କେନ୍ଦ୍ରର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଛି ।...

ରାସ୍ତା ଉପରେ ଧାରଣା ଦେଲେ ବେଳେ କାନ୍ଦିଲେ ତାରା
ଭୁବନେଶ୍ବର: ଗତକାଲି ବିଧାନସଭାରୁ ୧୨ ବିଧାୟକଙ୍କ ନିଲମ୍ବନକୁ ନେଇ ତୀବ୍ର ହେବାରେ ଲାଗିଛି ରାଜ୍ୟ ରାଜନୀତି । ବିଧାୟକଙ୍କ ନିଲମ୍ବନକୁ...

ଡମ୍ଫର ଧକ୍କାରେ ତିନି ଶ୍ରମିକ ମୃତ
ଢେଙ୍କାନାଳ: ରାସ୍ତା କାମ କରୁଥିବା ଡମ୍ଫର ଧକ୍କାରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳା...

ନାବାଳିକାଙ୍କ ହାଡ଼, କଙ୍କାଳ ଜବତ ଘଟଣାକୁ ନେଇ ୧୨ ଘଣ୍ଟିଆ ଟିକାବାଲି ବନ୍ଦ
କନ୍ଧମାଳ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୋଟାମଣି ପାହାଡ ତଳ ଜଙ୍ଗଲରୁ ଖପୁରୀ, ପିଞ୍ଜରା ହାଡ ଜବତ ଘଟଣାକୁ ନେଇ...

ଚାକିରିରୁ ବିଦା ହେବେ ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ
ଭୁବନେଶ୍ବର: ଠକୁ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀ ଚାକିରିରୁ ହେବେ ବିଦା । କାର୍ଯ୍ୟରେ ଅବହେଳା ସହ ସଚ୍ଚୋଟତାର...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ
ଜଳେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ଜଳେଶ୍ବର ସ୍ଥିତ ଚନ୍ଦନେଶ୍ଵର ମନ୍ଦିର ନିକଟରେ ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ...