Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ରାଜୀବ ଲୋଚନ ମିଶ୍ର

ସ୍ଥାନୀୟ ପ୍ରତିନଧି (ରଙ୍ଗେଈଲୁଣ୍ଡା) ଗଞ୍ଜାମ

ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ମାଳାମାଳ ନକଲି ଡାକ୍ତରଙ୍କ ଦ୍ବାରା ଗାଁ ଗାଁରେ ଚାଲିଛି ରୋଗୀ ସେବା।

ଗୋପାଳପୁର,୧୯/୦୭, ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୩୨ ଟି ପଞ୍ଚାୟତ ର ୧୦୪ ଟି ଗାଁ ମଧ୍ୟରୁ ୫୦ ରୁ ଉର୍ଦ୍ଧ୍ବ...

ହଳଦିଆପଦର ଓଭର ବ୍ରିଜ ତଳ ଅଞ୍ଚଳକୁ ନୋ ପାର୍କିଂ ଜୋନ ଘୋଷଣା କଲା ପୁଲିସ।ଲାଗିଲା ପୋଷ୍ଟର।

ଗୋପାଳପୁର,୧୭/୦୭ ଜାତୀୟ ରାଜପଥ ନଂ ୧୬ ଅନ୍ତର୍ଗତ ହଳଦିଆପଦର ଠାରେ ଥିବା ଓଭର ବ୍ରିଜ ତଳେ ବେଆଇନ ଭାବେ ଟ୍ରକ...

କନିଷି ରେ ଘରକୁ ମଡଲିଂ କରି କମ୍ପାନୀ କରିବା ପ୍ରତିଶ୍ରୁତି ଦେଇ ୨୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗ।

ଗୋପାଳପୁର,୧୭/୦୭ ଗଞ୍ଜାମ ଜିଲ୍ଲା କନିଷି ହାଟରେ ଘରକୁ ମଡ଼ଲିଂ କରି କମ୍ପାନୀ କରିବାକୁ କହି ୨୭ ଲକ୍ଷ୍ୟ ଟଙ୍କା ଠକିଥିବା...

ଗୋପାଳପୁର ବନ୍ଦର ପକ୍ଷରୁ ପଣ୍ୟ ଲୋଡିଂରେ ସର୍ବକାଳୀନ ରେକର୍ଡ ହାସଲ୪୦ ଘଣ୍ଟା ରେ୮୬,୭୦୦ ମେଟରିକ୍ ଟନ୍ ଲୁହାପଥର ଲୋଡିଂ ।

ଗୋପାଳପୁର,୧୭/୦୭: ରାଜ୍ୟର ଗଭୀରତମ ସବୁଦିନିଆ ଓ ଚବିଶ ଘଣ୍ଟା ପରିଚାଳିତ ହେଉଥିବା ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ହେବା ପରଠାରୁ ମାନୁଆଲ୍...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବିକଳ ଚିତ୍ର।ଅଣଶିକ୍ଷକ ୨୮୮ ପଦବୀ ଖାଲି ପଡ଼ିଥିବା ବେଳେ ୮୮ ଶିକ୍ଷକ ପଦବୀ ଖାଲି।

ଗୋପାଳପୁର,୧୬/୦୭, ଦକ୍ଷିଣ ଓଡ଼ିଶା ର ଗର୍ବ ଓ ଗୌରବ ଭାବେ ପରିଚିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆଜି ନିଜର ଗାରିମା ବିଜୟା...

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ l

ଗୋପାଳପୁର,୧୬/୦୭ ଗୋଳନ୍ଥରା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ କରିବା ଓ ଦୁଷ୍କର୍ମ କରିବା ଅଭିଯୋଗ ରେ ଗୋଳନ୍ଥରା ଥାନା ପୋଲିସ...

ହଳଦିଆପଦର କେଉଟ ସାହିରେ ଚୋରି।

ଗୋପାଳପୁର,୧୬/୦୭, ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର କେଉଟ ସାହିରେ ଏକ ତାଲାବନ୍ଦ ଘରକୁ ଟାର୍ଗେଟ କରାଯାଇ ଚୋରି କରାଯାଇଥିବା ନେଇ...

କନିଷି ସ୍ଥିତ ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜସ ଦୋକାନ ରେ ସଟସର୍କିଟରୁ ଅଗ୍ନିକାଣ୍ଡ,୨୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ସାମଗ୍ରୀ ନଷ୍ଟ।

ଗୋପାଳପୁର,୧୫/୦୭, ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ରେ ରହିଥିବା ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜସ ରେ ଶୁକ୍ରବାର ରାତିରେ ସଟସର୍କିଟ ଘଟି...

ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ରେ ବନ ମହୋତ୍ସବ ପାଳିତ।

ଗୋପାଳପୁର ,୧୫/୦୭, ଗୋଳନ୍ଥରା ସ୍ଥିତ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ...

ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ରଙ୍କ ଚକ ଖଡ଼ିରେ ସୁକ୍ଷ୍ମ କାରିଗରୀ ।ଚନ୍ଦ୍ରାୟାନ ୩ ର ସଫଳତା କାମନା

ଗୋପାଳପୁର ୧୪/୦୭ ଶୀତଳାପଲ୍ଲୀ ସ୍ଥିତ ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ବିଜୟ କୁମାର ରେଡି ବହୁ ଥର ଚକ ଖଡ଼ିରେ...

କନିସି ରେ ବିଜେପି ପକ୍ଷରୁ ଗରିବ କଲ୍ୟାଣ ସମାବେଶ।ରାଜ୍ୟ ସରକାର କେନ୍ଦ୍ର ର ଯୋଜନା କୁ ନିଜର କହି ଜନସାଧାରଣ ଙ୍କୁ ଭୁଆଁ ବୁଲାଉଛନ୍ତି-ବିଭୂତି।

ଗୋପାଳପୁର,୧୪/୦୭ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସି ଠାରେ ବିଜେପି ପକ୍ଷରୁ ଶୁକ୍ରବାର ଦିନ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ...

ମନରେ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ଥିଲେ କେହି ବି ଜଣେ ଭଲ ବୈଜ୍ଞାନିକ ହୋଇ ପାରିବେ : କୁଳପତି ପ୍ରଫେସର ଦାଶ

ଗୋପାଳପୁର,୧୪/୦୭ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏକ ଦିବସୀୟ ବିଜ୍ଞାନ ସଚେତନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ବୈଠକ ଗୃହ ଠାରେ ଅନୁଷ୍ଠିତ...