ରାଜାରାମ ଷଡଙ୍ଗୀ
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
କଲ୍ଲେଇପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ
ସମ୍ବଲପୁର (କୁଚିଣ୍ଡା): ଯୁବ ଶକ୍ତିହିଁ ଦେଶ ପ୍ରଗତିର ସାରଥି । ସେମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ କରି ସେମାନଙ୍କୁ ଉପଯୁକ୍ତ...
ହୀରାକୁଦ ଆଇଟିଆଇରେ ନୂଆ- ଓ କାର୍ଯ୍ୟକ୍ରମ
ସମ୍ବଲପୁର:ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ହୀରାକୁଦ ତରଫରୁ ନୂଆ-ଓଡ଼ିଆ ଯୁବ-ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ...
ଆଜି କୁଚିଣ୍ଡାରେ ଓବିସି ମିଳନ- ବୃନ୍ଦାବନ ମାଝି
ସମ୍ବିଧାନ ସମାଜର କମଜୋର ବର୍ଗର ଯଥା ଆଦିବାସୀ ଦଲିତ ସମ୍ପ୍ରଦାୟ ର ଶିକ୍ଷା ସ୍ୱାସ୍ଥ୍ୟ ନିଯୁକ୍ତି ସିମାଜିକ ସାନ୍ସ୍କୃତିକ ଭାଷାର...
ନୀଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲ ପ୍ରସଙ୍ଗ,ରାଜ୍ୟ ସରକାର କୃଷକ ବିରୋଧି: ନାଉରୀ ନାଏକ
ସମ୍ବଲପୁର : ନିର୍ବାଚନ ଆସିଲେ ବହୁତ୍ ଯୋଜନା ଓ ପ୍ରକଳ୍ପ ଘୋଷଣା ହୁଏ ଓ ରାଜ୍ୟବ୍ୟାପୀ ଶିଳାନ୍ୟାସ ମାନ କରି...
ସମ୍ବଲପୁର ସାଂସଦଙ୍କ ମହାନଗର ନିଗମ ପ୍ରତିନିଧି ମୋହନ ଦାଶ ଙ୍କ ପିତୃ ବିୟୋଗ
ସମ୍ବଲପୁର:ସମ୍ବଲପୁର ସାଂସଦ ଙ୍କ ର ସମ୍ବଲପୁର ମହାନଗର ନିଗମ ପ୍ରତିନିଧି ମୋହନ ଦାଶ ଙ୍କ ପିତା ହୃଦାନନ୍ଦ ଦାଶ ଙ୍କ...
ବିଜେପି କୃଷକ ମୋର୍ଚ୍ଚାର ଦାବି ନେଇ ପୋଲିସ କଟକଣାକୁ ନିନ୍ଦା କଲା ମୋର୍ଚ୍ଚା
ସମ୍ବଲପୁର: ଚାଷୀ ମାନଙ୍କ ହୀତ ପାଇଁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ଦେବାକୁ ନେଇ ଆଜି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ...
୫ ଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ:ବରଗଡ ସ୍ୱର୍ଣ୍ଣା ଦଳ ବିଜୟୀ
ଆଜି ଧନକଉଡ଼ା ବ୍ଲକ ଅର୍ନ୍ତଗତ କଳାମାଟି ପଞ୍ଚାୟତର ମାଉଲିବାଗ ଖେଳପଡିଆଠାରେ ୨୫ ତାରିଖରୁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଜିଲ୍ଲା...
ପତଙ୍ଗ ସହାୟତାରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଳ୍ପାରେ ପତଙ୍ଗ ଅନୁଷ୍ଠାନ ସହାୟତାରେ ଶିଶୁ ସୁରକ୍ଷା...
୩୧୪ ବ୍ଲକର ମୁଖ୍ୟ ହାଟ,ବଜାରରେ ବଦଲାଇ ପାରିବେ କଏନ ଓ ମଇଳା ଚିରାଫଟା ନୋଟ- ଆରବିଆଇ
ଭୁବନେଶ୍ବର: ସମସ୍ତଙ୍କ ପାଇଁ ଆସିଲା ପୁଣି ଏକ ଖୁସୀ ଖବର।ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହେବ କଏନ ବଦଳ (ଏକ୍ସଚେଞ୍ଜ)...
ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ବିକାଶ କାର୍ଯ୍ୟକ୍ରମ
ସମ୍ବଲପୁର(ପଡିଆବାହାଲ):ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପଡ଼ିଆବହାଲର ସମନ୍ୱିତ ବିକାଶ କାର୍ଯ୍ୟକ୍ରମ ପ୍ଲାଷ୍ଟିକ ନିଶିଦ୍ଧ ସଚେତନତା ପରିକ୍ରମାରୁ ଆରମ୍ଭ...
କଏନ ଅଚଳ ନୁହେଁ,ବ୍ୟାଙ୍କ ନେବାକୁ ମନା କରି ପାରିବ ନାହିଁ-ଆରବିଆଇ
ଭୁବନେଶ୍ୱର: ବଜାରରେ ସବୁ କଏନ ଚଳୁଛି । କୌଣସି କଏନ ଅଚଳ ନୁହେଁ। ଏଣୁ କୌଣସି ବ୍ୟାଙ୍କ କଏନ ନେବାକୁ...
ପେ ଏଣ୍ଡ ପ୍ଲେ ଫି ନିୟମ ଧାର୍ଯ୍ୟର ପୁନର୍ବିଚାର ହେଉ : ସୂର୍ଯ୍ୟ ପାଣିଗ୍ରାହୀ
ସମ୍ବଲପୁର:ଓଡିଶା ସରକାର ଙ୍କ ଅଧିନସ୍ଥ କ୍ରୀଡା ଓ ଯୁବ ସେବା ବିଭାଗ ଅନ୍ତର୍ଗତ ବିଭିନ୍ନ କ୍ରୀଡା ପାଇଁ ” ପେ...
