ରାଜାରାମ ଷଡଙ୍ଗୀ
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ସରପଞ୍ଚ୍ ସଂଘକୁ ରାଷ୍ଟ୍ରିୟ ପଞ୍ଚୟତିରାଜ ଗ୍ରାମ ପ୍ରଧାନ/ ସରପଞ୍ଚ୍ ସଂଗଠନ ଓଡିଶା ରାଜ୍ୟ ଶାଖାର ସମର୍ଥନ
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘର ଦାବିକୁ ସମର୍ଥନ କରିଛି ରାଷ୍ଟ୍ରିୟ ପଞ୍ଚାୟତିରାଜ ଗ୍ରାମ ପଧାନ/ ସରପଞ୍ଚ୍ ସଂଗଠନ ଓଡିଶା ରାଜ୍ୟ।ଶକ୍ଷା,ସ୍ୱାସ୍ଥ୍ୟ,ଖାଉଟି...
ଜିଲ୍ଲା ପାଇଥିଲା ଓଡିଏଫ ପୁରସ୍କାର:ଶୌଚ ପାଇଁ ଯାଇ ହାତୀ ଆକ୍ରମଣରେ ୨ ମୃତ
ଅନୁଗୁଳ ଜିଲ୍ଲାରେ ପୁଣି ଘଟିଛି ଅଘଟଣ। ଏହାକୁ ନେଇ ତାତିଛନ୍ତି ଲୋକେ। ଅକାରଣେ ଲୋକଙ୍କ ଜୀବନ ହାନିକୁ ନେଇ ବନ...
ଚନ୍ଦ୍ରଯାନ – ୩ ର ସଫଳତା ପାଇଁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ପକ୍ଷରୁ ପୁଜାର୍ଚନା
ସମ୍ବଲପୁର: ଭାରତର ଚନ୍ଦ୍ରଯାନ – ୩ ମିଶନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି । ଭାରତ ପାଇଁ ଏହା ଅତ୍ୟନ୍ତ...
ସମସ୍ତ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ବୀମା ସୁବିଧା ଉପଲବ୍ଧ ରହିବା ଉଚିତ
ସମ୍ବଲପୁର: ସମାଜରେ ସାମ୍ବାଦିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ସେହି ଅନୁସାରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବୀମା ଓ ପେନସନ...
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ସମ୍ବଲପୁର: ୧୧ ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘ ଆଜି ଜିଲ୍ଲାପାଳ ଅନନ୍ୟା ଦାଶଙ୍କୁ ଭେଟି ୧୧...
ସମ୍ବଲପୁର:ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ନେଲେ ଶୋଭାରାମ ପଧାନ
ସମ୍ବଲପୁର:ସମ୍ବଲପୁର ଜିଲା ପରିଷଦର ପୂର୍ବତନ ସଭାପତି ତଥା ବିଜେଡ଼ି ନେତା ଶୋଭାରାମ ପଧାନ ସମ୍ବଲପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ...
ପଲ୍ଲିଶ୍ରୀ କଥା’ ଖବର କାଗଜ ପକ୍ଷରୁ ଦେଶାତ୍ମବୋଧକ ଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
ସମ୍ବଲପୁର : ଦେଶ ବ୍ୟାପୀ ଆୟୋଜିତ ହେଉଥିବା “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୋମବାର ପୂର୍ବାହ୍ନରେ ‘ପଲ୍ଲିଶ୍ରୀ...
ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବୃକ୍ଷ ରୋପଣ
ସମ୍ବଲପୁର ର ଅଗ୍ରଣୀ ଅନୁଷ୍ଠିତ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଇତିମଧ୍ୟରେ “ଗଛ ଲଗାଅ ଗଛ ବଞ୍ଚାଅ” କାର୍ଯ୍ୟକ୍ରମ ଆୟୋଜିତ...
ନିର୍ଯ୍ୟାତନା ସହି ନ ପାରି ସ୍ବାମୀ ବିରୁଦ୍ଧରେ ସ୍ତ୍ରୀଙ୍କ ଏତାଲା
ସମ୍ବଲପୁର (ଗୌଡପାଲି): ସ୍ୱାମୀର ନିର୍ଯ୍ୟତନା ଦିନକୁ ଦିନ ଅସହ୍ୟ ହେବାରୁ ସ୍ୱାମୀ ଓ ସଂପର୍କିୟ ଓ ତା ସହଯୋଗୀ ମାନଙ୍କ...
ନୂଆଁଖାଇ ପାଇଁ ଦୁଇ ଦିନ ସରକାରି ଛୁଟି ଓ ସେପ୍ଟେମ୍ବର ୨୧ ରେ ଥିବା ସଂସ୍କୃତ ଶିକ୍ଷକ ପରୀକ୍ଷା ଘୁଞ୍ଚେଇବା ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଦାବି କଲା ପଶ୍ଚିମାଞ୍ଚଲ ଏକତା ମଞ୍ଚ
ସମ୍ବଲପୁର:ଆସନ୍ତା ସେପ୍ଟେମ୍ବର ୨୦ ରେ ପାଳନ ହେଵାକୁ ଯାଉଛି ପଶ୍ଚିମାଞ୍ଚଳ ର ମହାନ୍ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ପ୍ରତ୍ୟେକ...
କଂସର:ନିଖୋଜ ଯୁବକର ଶବ ଉଦ୍ଧାର
ସମ୍ବଲପୁର:ଗତ କାଲି ଅପରାହ୍ନରେ ବନ୍ଧକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ମିଳିଛି।ମିଳିଥିବା ସୂଚନା ଅନୁସାରେ...
ସମାଜ ସୁଧାରକ ନାରାୟଣ ଗୁରୁଙ୍କ ଜନ୍ମ ଜୟନ୍ତୀ
ସମ୍ବଲପୁର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସମାଜ ସୁଧାରକ ନାରାୟଣ ଗୁରୁଙ୍କ ୧୬୭...
