ସମ୍ବଲପୁର ପ୍ରତିନିଧି
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ହେଲେ ନିହାଲ ସିଂ
ସମ୍ବଲପୁର: ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ଭାବରେ ନିହାଲ ସିଂ ମନୋନୀତ ହୋଇଛନ୍ତ । ଏହା ପୂର୍ବରୁ...
ଆପାତ କାଳିନ ତାଲିମ ଶିବିର ଉଦଯାପିତ
ସମ୍ବଲପୁର: ଜିଲ୍ଲା ରେଡକ୍ରସ ପକ୍ଷରୁ ଚାଲିଥିବା ୩ ଦିନିଆଁ ଆପାତ କାଳିନ ଚିକିତ୍ସା (ଫାଷ୍ଟ ଏଡ୍ )ତାଲିମ ଆଜି ଉଦଯାପିତ...
କେଆର ନେତ୍ରମର ଚକ୍ଷୁ ଚିକତ୍ସା ଶିବିର
ସମ୍ବଲପୁର:(ହୀରାକୁଦ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦର କଦମପଡା ଠାରେ ଆଜି ଏକ ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।...
ହଟିଲା ଜନଜାତି ଡିଡାୟୀଙ୍କ ଦୁଃଖ,୧୨ ଘଣ୍ଟା ଭିତରେ ଜିଲ୍ଲାପ୍ରଶାସନ ଦେଖାଇଲେ ବିକାଶର ଦ୍ୱାର
ମାଲକାନଗିରି: ଡିଡାୟୀ ଜନଜାତି ବସବାସ କରୁଥିବା ବାୟାପଡାର ଦୁଃଖ ହଟିଲା। ଅଞ୍ଚଳର ସବୁ ଗାଁକୁ ଫିଟିଲା ପୁଣି ରାସ୍ତା ।...
୨୩ ରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ
ସମ୍ବଲପୁର (ବୁର୍ଲା): ଆସନ୍ତା ୨୩ ତାରିଖରେ ହୀରାକିଦ ନଦିବନ୍ଧରୁ ପ୍ରଥମ ବର୍ଷା ଜଳ ନିଷ୍କାସନ କରାଯିବ।ଏଥିପାଇଁ ହୀହାକୁଦ ନଦୀବନ୍ଧ ୱାର୍କ୍ସ...
ମୃତ୍ୟୁର ଡାକରା ଦେଉଛି ବିଦ୍ୟୁତ ଖୁମ୍ବ
ସମ୍ବଲପୁର(ମାନେଶ୍ୱର):ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଳକ ଅନ୍ତର୍ଗତ ସାହାସପୁର ଗ୍ରାମର ଜଗନ୍ନାଥ ମନ୍ଦିର ପଡ଼ା ଠାରେ ବିପଦଜନକ ଅବସ୍ଥାରେ ରହିଛି ଟାଟା...
ବିରଳ ରକ୍ତରେ ଜୀବନ ଦାନ
ସମ୍ବଲପୁର(ବୁର୍ଲା):ବୁର୍ଲା ମେଡିକାଲର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ପାଟଣାଗଡ଼ର ଗୋଟିଏ ରକ୍ତ କର୍କଟ ରୋଗରେ ପୀଡିତ ୬ ବର୍ଷ ଝିଅର...
ବିଶିଷ୍ଟ ସମ୍ବଲପୁରୀ ସାହିତ୍ୟିକ ଭବାନୀ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର:ସିଦ୍ଧେଶ୍ଵରୀ ଧର୍ମ ସ୦ସଦ, ସମ୍ବଲପୁର ପକ୍ଷରୁ ସଭାପତି ଗୋପୀନାଥ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ମୁଦିପଡାର ଜୀବନ କ୍ଲବରେ ୧୯-୭-୨୦୨୩ଅପରାହ୍ନ ୪ଘଣ୍ଟା ୩୦...
ଅସମୀୟା ସାହିତ୍ୟ ରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାହିତ୍ୟ କାଳଜୟୀ
ସମ୍ବଲପୁର:ସମ୍ବଲପୁର ସ୍ଥିତ କଚେରି ଛକ ଠାରେ ଥିବା ବେଜବରୁଆ ଭବନ ଠାରେ ସାହିତ୍ୟ ରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ଏକ ପୂର୍ଣ୍ଣ...
ଜିଲ୍ଲା ରେଡକ୍ରସ ପକ୍ଷରୁ ୩ ଦିନିଆଁ ଫାଷ୍ଟଏଡ୍ ତାଲିମ
ସମ୍ବଲପୁର: ଜିଲ୍ଲା ରେଡକ୍ରସ ପକ୍ଷରୁ ଆଜି ଠାରୁ ୩ ଦିନିଆଁ ଫାଷ୍ଟ ଏଡ୍ ତାଲିମ ଆରମ୍ଭ ହୋଇଛି । ସ୍ଥାନୀୟ...
ହୀରାକୁଦରେ ଏବିସିଡିର ତୃତୀୟ ଶାଖା
ସମ୍ବଲପୁର(ହୀରାକୁଦ):ହୀରାକୁଦର ରିକ୍ସା ପଡା ଠାରେ ବସ୍ତିବାସିନ୍ଦା ଛାତ୍ରଛାତ୍ରୀ ମାନକଙ୍କ ପାଇଁ ୧୦ ଟଙ୍କିଆ କୋଚିଙ୍ଗ ସେଣ୍ଟରର ଆଉ ଏକ ନୂତନ...
ହୀରାକୁଦ ସମସ୍ୟା ନେଇ ମହାନଗର କମିଶନରଙ୍କୁ ଭେଟିଲେ ପ୍ରତିନିଧି
ସମ୍ବଲପୁର(ହୀରାକୁଦ):ଆଜି ସମ୍ବଲପୁର ମହାନଗର ନିଗମର ନୂତନ କମିଶନର ଭାବେ ଯୋଗ ଦେଇଥିବା ବେଦ ଭୂଷଣଙ୍କୁ ଭେଟି ସ୍ୱାଗତ କରିବା ସହିତ...
