ସମ୍ବଲପୁର ପ୍ରତିନିଧି
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର :ଝିଅ ମାନେ ସାହସୀ ହୁଅ, ଶାରୀରିକ ଶ୍ରମ କୁ ମର୍ଯ୍ୟାଦା ଦିଅ
ସମ୍ବଲପୁର, ତା ୨୦.୭:ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର...
ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର :ଶୁକ୍ରବାର ଦିନ ବରଗଡ଼ ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାସ୍ବତୀ...
ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧିପାଇଁ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଏବଂ ଓମ୍ଫେଡ ମଧ୍ୟରେ ଚୁକ୍ତିନାମା
ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଓମ୍ଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟର, ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ...
ମୋହନ, ଭର୍ତ୍ତୃହରି ଭେଟ :କଟକ ହେବ ଆଧୁନିକ ସମୃଦ୍ଧ ମଡେଲ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଆଜି ଭେଟ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ...
ବରିଷ୍ଠ ନାଗରୀକଙ୍କୁ ପରିଚୟ ପତ୍ରରେ ବିଳମ୍ବ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ
ସମ୍ବଲପୁର:ବରଗଡ଼ ଜିଲ୍ଲା ବରିଷ୍ଠ ନାଗରୀକ ସଂଘର ପ୍ରମୁଖ କର୍ମକର୍ତ୍ତା ଆଜି ବରଗଡ଼ ପୋଲିସ ଏସ.ପି ଶ୍ରୀ ପ୍ରହଲ୍ଲାଦ ସହାୟ ମିନା...
ଜିଲ୍ଲା ସ୍ତରୀୟ ଏଚଆଇଭି, ଏଡସ ସଚେତନତା କୁଇଜ ପ୍ରତିଯୋଗୀତା
ସମ୍ବଲପୁର :ଆଜି ଧନକଉଡା ହାଇ ସ୍କୁଲ ଠାରେ ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଓ ସମ୍ବଲପୁର ଜିଲ୍ଲା ଶିକ୍ଷା...
ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ: ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ଏବଂ POSH Act, 2013 ସମ୍ବନ୍ଧରେ ସଚେତନତା କର୍ମଶାଳାର ଆୟୋଜନ ପାଇଁ ଚିଠି
ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ...
ନବୋଦୟ ବିଦ୍ୟାଳୟରେ ଜିଲ୍ଲାପାଳ:ପଚାରି ବୁଝିଲେ ଶିକ୍ଷା ବ୍ୟବସ୍ଥା
ସମ୍ବଲପୁର :ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଗୁରୁବାର ନବୋଦୟ ବିଦ୍ୟାଳୟ, ଗୋଶାଳାକୁ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷା ପରିବେଶ,...
ଓଡିଶା ବନ୍ଦ ଡାକରାରେ ସମ୍ବଲପୁର ଶୂନଶାନ:ଚକ ଅଖ , ଜୀବନଯାତ୍ରା ସବୁ ଠପ
ସମ୍ବଲପୁର:ବାଲେଶ୍ୱର ଫକୀର ମୋହନ (ଏଫ୍ଏମ୍) ସ୍ବୟଂଶାସିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଯୋଗୁଁ...
ବୃଦ୍ଧାଶ୍ରମରୁ ପରିବାରକୁ ଫେରିଲେ ନିରଞ୍ଜନ,ଖୁସିରେ କୋଳେଇ ନେଲେ ୨ ପୁଅ
ସମ୍ବଲପୁର:ପରିଣତ ବୟସରେ ମାନ ଅଭିମାନ ତୁଟାଇ ପରିବାର ମେଳରେ ଜୀବନ କଟାଇବାକୁ ସବୁ ଦୁଃଖ କୁ ଭୁଲି ଶେଷରେ ବୃଦ୍ଧାଶ୍ରମ...
ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର:ଆଜି ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ୱର୍ଗତା ସୌମ୍ୟାଶ୍ରୀ ବିସିଙ୍କୁ ଅନୁଷ୍ଠାନର...
ନାକଟିଦେଉଳରେ ସି ଏସ ସି ଦିବସ ପାଳିତ
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ଆଜି ସିଏସସି ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ନାକଟିଦେଉଳ ହାଟ ପଦା...
