ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ଅମର ପାଲି ହାଇସ୍କୁଲ ରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ସଚେତନତା କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ...
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବୀରମହାରାଜପୁର ର ପୁଲିସ ବାବୁ
ବୀରମହାରାଜପୁର : (ସୌମିତ୍ରି ମେହେର) ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବୀରମହାରାଜପୁର ର ପୁଲିସ ବାବୁ l ସୁବର୍ଣ୍ଣପୁର ଜିଲ୍ଲା...
ପାତାଳୀ ଶ୍ରୀକ୍ଷେତ୍ର ରେ ଚାଲିଥିବା ପାତାଳୀ ମହୋତ୍ସବ ର ଷଷ୍ଠ ଦିବସରେ ବହୁ ଭକ୍ତ ତଥା ଶ୍ରଦ୍ଧାଳୁ ଙ୍କ ସମାଗମ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ...
ଖଣ୍ଡହତା ରବୀନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ରବୀନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର...
20 ତମ ପାତାଳୀ ମହୋତ୍ସବ ର ପଞ୍ଚମ ଦିବସରେ ଦର୍ଶକଙ୍କ ମନ ମୋହିଲା କେନ୍ଦ୍ରାପଡା ର ରୋୟାଲ ଡେନ୍ସ ଏକାଡେମୀ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ...
ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ର ସେକସନ ଅଧିକାରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ସଦର ମହକୁମା ସ୍ଥିତ ତହସିଲ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଶିବ ନାରାୟଣ ଦାଶ...
ବହଲପଦର ରେ ଶ୍ରୀ ପଞ୍ଚମୀ ଉପଲକ୍ଷେ ମହକ, ପ୍ରତିଭା ଉତ୍ସବ କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ରେ ଦଧିବାମନ ଯୁବକ ସଂଘ ଆନୁକୂଲ୍ୟରେ...
ଉଲୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବରେ ଅତିଥି ଙ୍କ ମତ ହେଲା ଶିକ୍ଷl ପାଇଁ ଧନର ଆବଶ୍ୟକତା ନାହିଁ , ମନର ଆବଶ୍ୟକତା
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର 28ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ...
ସରସ୍ଵତୀ ପୂଜା ପାଇଁ ବାଇକ ଯୋଗେ ହାଇସ୍କୁଲ କୁ ତିନି ଛାତ୍ର ଆସୁଥିବା ବେଳେ ଦୁର୍ଘଟଣା ରେ ଜଣକର ମୃତ୍ୟୁ ଓ ଅନ୍ୟ ଦୁଇ ବନ୍ଧୁ ଗୁରୁତର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ସ୍ଥିତ ମେଟାକାନୀ ଛକ ନିକଟରେ ବିଦ୍ୟୁତ ଖୁଣ୍ଟ...
ସାଗଜୁରୀ ହରିଜନ ପଡା ରେ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ଉଦଘାଟନ କଲେ ବୀରମହାରାଜପୁର ବିଧାୟକ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଳl ପଞ୍ଚାୟତ ଅନ୍ତର୍ଗତ ସାଗଜୁରୀ ହରିଜନ ପଡlରେ ବୀରମହାରାଜପୁର...
ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ପରିସରରେ ଶ୍ରୀନିଵାସ ରାମାନୁଜନ ବିଦ୍ୟାର୍ଥୀ ପ୍ରଭାତ ଶାଖା ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ପରିସରରେ ଶ୍ରୀନିବାସ ରାମାନୁଜନ୍...
ପାତାଳୀ ଶ୍ରୀକ୍ଷେତ୍ର ରେ ଚାଲିଥିବା 20 ତମ ପାତାଳୀ ମହୋତ୍ସବର ଚତୁର୍ଥ ଦିବସ ରେ ବହୁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ
ଉଲୁଣ୍ଡା : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର...
