Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ସୌମିତ୍ରି ମେହେର

ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର

ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗୀତା ରେ ବୀରମହାରାଜପୁର କଲେଜ ଛାତ୍ରୀଙ୍କ କୃତିତ୍ଵ ହାସଲ

ବୀରମହାରାଜପୁର : (ସୌମିତ୍ରି ମେହେର) ଗତକାଲି ସୋନପୁରଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବୀରମହାରାଜପୁର ମହାବିଦ୍ୟାଳୟର ଚାରିଜଣ...

ସୋନପୁର-ସୁବଳୟା ପୂର୍ତ୍ତ ବିଭାଗ ରାସ୍ତା ଉପରେ ବିଦ୍ୟୁତ ତାର ବିପଦ ପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୋନପୁର-ସୁବଳୟା ପୂର୍ତ୍ତ ବିଭାଗ ରାସ୍ତା ଉପରେ ବିଦ୍ୟୁତ ତାର ବିପଦ ପୂର୍ଣ୍ଣ ଅବସ୍ଥାରେ ଝୁଲନ୍ତା...

ବଢିଲା ଗାଁ ରେ ଚାରିଗ୍ରନ୍ଥ ଓ ଅଷ୍ଟାଦଶ ପୂରଣ ପାଠ କଲେ 550 ନିମନ୍ତ୍ରିତ ବ୍ରାହ୍ମଣ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବଢିଲା ଗ୍ରାମରେ ଚାରି ଗ୍ରନ୍ଥ ସାଙ୍ଗକୁ ଅଷ୍ଟାଦଶ...

ଝରାପଡା ଗାଁ ନିକଟ ମହାନଦୀ ଗର୍ଭ ରେ ଥିବା ଖଣ୍ଡିଆ ଦେଉଳ ଦଣ୍ଡାୟମାନ ହୋଇଛି ଇତିହାସ ର ମୂକସାକ୍ଷୀ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଞ୍ଚାୟତ ଅନ୍ତର୍ଗତ ଝରାପଡା ସ୍ଥିତ ମହାନଦୀ ଗର୍ଭରେ...

ଉଲୁଣ୍ଡା ପଞ୍ଚାୟତ ରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଛତା...

ବଡମାଳ ଗ୍ରାମର ସରକାରୀ ଜମି ରୁ ଜବର ଦଖଲକlରି ଙ୍କୁ ହଟାଇବା ଦାବିରେ ତହସିଲ କାର୍ଯ୍ୟାଳୟ ରେ ଧାରଣାରେ ବସିଲେ ବହୁ ମହିଳା ଓ ପୁରୁଷ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବଡମାଲ ଗ୍ରାମରେ ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ...

କେନଝରିଆ ପାଲି ହାଇସ୍କୁଲ ରେ ବୀରମହାରାଜାପୁର ଉପଖଣ୍ଡ ସ୍ତରୀୟ ଜୁନିଅର ରେଡକ୍ରସ ପରାମର୍ଶ ଦାତା କର୍ମଶାଳା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟlପୀଠ ଠାରେ ବିରମହlରାଜପୁର...

ସିଦ୍ଧେଶ୍ଵର ପିଠ ରେ ସୁବର୍ଣ୍ଣ ସମ୍ବଳ ଦେଉଳଝରି ମହୋତ୍ସବ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଦେଉଳଝରି ସ୍ଥିତ ସିଦ୍ଧେଶ୍ଵର ପିଠ...

କେନଝରିଆ ପାଲି ହାଇସ୍କୁଲ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ନିଶା...

ଦୂରଦୂରl ମହାନଦୀ ଘାଟରୁ ବାଲି ଚୋରାଚାଲାଣ ଅଭିଯୋଗ ରେ ଥାନାରେ ମାମଲା ଏବଂ 4 ହାଇୱl ଜବତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ ଅନ୍ତର୍ଗତ ପିତାମହୁଲ ପଞ୍ଚୟତ ଅନ୍ତର୍ଗତ ଦୁରଦୁରା ମହାନଦୀ ଘାଟରୁ...

ଉଫୁଲା କାଳିପୂଜାର ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉଫୁଲା ଠାରେ ସ୍ଥାନୀୟ ଯୁବଶକ୍ତି କ୍ଲବ ଆନୁକୂଲ୍ୟରେ ଆୟୋଜିତ...

ସର୍ବ ଭାରତୀୟ ଲୁଚୁରପଙ୍କ କ୍ରିକେଟ କପ୍ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡ଼ିଆରେ ୨୮ତମ ସର୍ବଭାରତୀୟ...