ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ବୀରମହାରାଜପୁର ମହିଳା କଲେଜରେ ତାଲୁକ ଆଇନ ସେବା ପକ୍ଷରୁ ପୋସ୍କୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ରେ ଆଜି ତାଳୁକ୍ ଆଇନ ସେବା...
ଜଟେସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଆଞ୍ଚଳିକ ସାଧନା କେନ୍ଦ୍ରର କ୍ଲଷ୍ଟର ପ୍ତରୀୟ...
କଳାପଥର ସତ୍ୟବାଦୀ ବିଦ୍ୟାପୀଠ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
କଳାପଥର ସତ୍ୟବାଦୀ ବିଦ୍ୟାପୀଠରେ ସୁରଭି କାର୍ଯ୍ୟକ୍ରମ ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର...
ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ମେଟାକାନୀ ମନ୍ଦୀରରେ ସ୍ବଚ୍ଛତା କାର୍ଯ୍ୟକ୍ରମ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଁ ମେଟାକାନୀ ମନ୍ଦିର ରେ ବିଶ୍ଵ ପର୍ଯ୍ୟଟନ ଦିବସ...
ଯଉରlଭଉରl ପଞ୍ଚାୟତ ରେ ବରିଷ୍ଠ ନାଗରିକଙ୍କ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯଉଁରାଭାଉଁରା ପଂଚାୟତ କାର୍ଯ୍ୟାଳୟ ଠାରେ ଗୁରୁବାର ବରିଷ୍ଠ...
ବୀରମହାରାଜପୁର କଲେଜ ରାଜନୀତି ବିଜ୍ଞାନ ବିଭାଗର ନୂତନ କକ୍ଷ ଓ ପ୍ରାଚୀର ପତ୍ର ଉଦଘାଟିତ
ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ନୂତନ କକ୍ଷ ଆଜି ସମିତିର ସଭାପତି ସ୍ବୟମ୍ଭୁନାଥ...
ବାଗବର ହାଇ ସ୍କୁଲ ରେ ଶିକ୍ଷକ ଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ଗୁରୁବାର ତାଲା...
ବୀରମହାରାଜପୁର ଡାକ୍ତରଖାନା ପରିସର ରେ ସ୍ଵଚ୍ଛତା ପଦ ଯାତ୍ରା ର ଶୁଭାରମ୍ଭ
ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ୱଚ୍ଛତା ପଦ ଯାତ୍ରାର ଶୁଭlରମ୍ଭ ହୋଇଯାଇଛି...
ଗୌଡଗlଡ଼ ରେ ମଦ ବିରୋଧୀ ଅଭିଯାନ ଆରମ୍ଭ କଲେ ମହିଳା ଗୋଷ୍ଠୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ବିଭିନ୍ନ ଗାଁ ରେ ଚାଲିଛି ଚୋରା ଦେଶୀ...
ନୂଆଗଡ ଗାଁ ରେ ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଂଚାୟତର ନୂଆଗଡ ଗାଁ ରାମଲୀଳା ମଣ୍ଡପ ପ୍ରାଙ୍ଗଣରେ...
ଅମରପାଲି ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜନ୍ମ ଜୟନ୍ତି ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଠାରେ ଭାରତୀୟ ଜନତା ପାର୍ଟି ତରଫରୁ...
ଏମ୍ ବି କେ , ସି ଆର ପି, ବ୍ୟାଙ୍କ ମିତ୍ର ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ବୀରମହାରାଜପୁର ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜି .ପି.ଏଲ୍.ଏଫ୍ ମିଶନ ଶକ୍ତି କର୍ମୀ ସଙ୍ଘ ସଭାନେତ୍ରୀ ମଲ୍ଲି...
