Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ସୌମିତ୍ରି ମେହେର

ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର

ବଡ଼ବର୍ଡlକଟl ରେ ଉଦଯାପିତ ହେଲା ମାହେଶ୍ଵରୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଖଣ୍ଡହତା ପଞ୍ଚାୟତ ର ବଡବର୍ଡାକଟା ଗ୍ରାମରେ ନବ ନିର୍ମିତ ମା ‘...

ଅମର ପାଲି ରେ ବିଜେପି ର ପ୍ରତିଷ୍ଠା ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ବିଜେପିର ୪୫ ତମ ପ୍ରତିଷ୍ଠା...

ଗୋଧନେଶ୍ୱର ଶୈବପୀଠ ରେ ଉଠିଲା ଚୈତ୍ର ଦଣ୍ଡ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ...

ବୀରମହାରାଜପୁର କଲେଜ ଶିକ୍ଷl ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର) ଜୀବନରେ ଶୃଙ୍ଖଳା ହେଉଛି ମୂଳମନ୍ତ୍ର। ଶ୍ରେଣୀଗୃହ ଠାରୁ ଆରମ୍ଭକରି ଖେଳପଡ଼ିଆ ପର୍ଯନ୍ତ ପ୍ରତ୍ୟେକ କ୍ଷେତ୍ରରେ...

ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ପଦ୍ମନାଭ ବେହେରା ଙ୍କ ଶକ୍ତି ପ୍ରଦର୍ଶନ ପୂର୍ବକ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରା

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବିଧାନସଭା ପାଇଁ ପଦ୍ମନାଭ ବେହେରା ଙ୍କୁ ଟିକେଟ ମିଳିଲା ପରେ ତାଙ୍କୁ ବିଭିନ୍ନ...

କେନ୍ଦୁପାଲି ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ ହେବାରୁ ବିଡିଓ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବୀରମହାରାଜପୁର : (ସୌମିତ୍ରି ମେହେର ) ବହୁ ଦିନ ଧରି ପାନୀୟଜଳ ଯୋଗାଣ ବନ୍ଦ ରହିବା ଦ୍ବାରା ଡହକ ବିକଳ...

ପେଟ ପାଇଁ ଛୋଟ ଛୋଟ ଛୁଆ ଜୀବନକୁ ବାଜି ଲଗାଇ କରୁଛନ୍ତି ବାଉଁଶ ରାଣୀ ଖେଳ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା  ଅଞ୍ଚଳରେ କିଛି ଦିନ ହେବ ବାଉଁଶରାଣୀ ଖେଳ...

ବୀରମହାରାଜପୁର ରାସ୍ତାଦେଇ ବେଆଇନ ଭାବେ କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଅଞ୍ଚଳରେ ଏବେ ପଥର କୋଇଲା ମାଫିଆଙ୍କ ଭୂସ୍ବର୍ଗ...

ବୀରମହାରାଜପୁର ରେ ଦିଗହରା ପଥପ୍ରାନ୍ତ ବନୀକରଣ ଯୋଜନା

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକର  ବିଭିନ୍ନ ରାସ୍ତା କଡରେ   ପଥପ୍ରାନ୍ତ ବନୀକରଣ...

ବୀରମହାରାଜପୁର ବିଧାନସଭା ନିର୍ବାଚନ ରେ ପୁଣି ବିଜେଡି-ବିଜେପି ମଧ୍ୟରେ ଲଢେଇ ହେବା ସମ୍ଭାବନା ଦେଖା ଯାଉଥିବା ବେଳେ ଚିନ୍ତା ବଢ଼ାଇଛି ଅସନ୍ତୁଷ୍ଟ ବିଜେଡି ନେତା

ବୀରମହାରାଜପୁର : (ସୌମିତ୍ରି ମେହେର) ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 64-ବୀରମହାରାଜପୁର (ସଂରକ୍ଷିତ) ବିଧାନସଭା ଆସନରେ 2019 ରେ...

ବଡ ବର୍ଡାକଟା ରେ ନୂତନ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଷ୍ଟ ପ୍ରହାର ନାମଯଜ୍ଞ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଂଚାୟତ ଅନ୍ତର୍ଗତ ବଡ଼ବରଡ଼ାକଟା ନବ ନିର୍ମିତ ମାହେଶ୍ୱରୀ...

ମୁର୍ଷୁଣ୍ଢୀ ରେ ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ରେ କଂଗ୍ରେସ ଦଳର ବଲାଙ୍ଗୀର ସାଂସଦ...