News from Ganjam Odisha
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ପକ୍ଷରୁ ନୂତନ ପ୍ରଜାତିର ମାଛ (ଆୱାସ ମୋଟଲା) ଚିହ୍ନଟ।
ଗୋପାଳପୁର ୩୦/୧୦ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଏମଏସଇବି ଗବେଷଣା ଗାର ପକ୍ଷରୁ ଏକ ନୂତନ ପ୍ରଜାତିର ମାଛ...
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଫୁଟବଲ ପୁରୁଷ ଦଳ କଲିକତା ଗସ୍ତ ।
ଗୋପାଳପୁର ୩୦/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ଫୁଟବଲ ପୁରୁଷ ଦଳ ଆଜି କଲିକତା...
ରୁଦ୍ରକାଳୀଙ୍କ ତୋରଣମାଳା ଭିତ୍ତିପ୍ରସ୍ତର ସ୍ଥାପନକଲେ ବିଧାୟକ
ବେଲଗୁଣ୍ଠା, 30/10,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ବେଲଗୁଣ୍ଠା ଖଦାଳ ସାହି ସ୍ଥିତ ମାଆ ରୁଦ୍ର କାଳୀ...
ବେଲଲଣ୍ଠା ଏନଏସି ଓ ବ୍ଲକ ର ସକ୍ରିୟ ବିଜେଡି କର୍ମୀଙ୍କ ପ୍ରଶିକ୍ଷଣ ଶିବିର
ବେଲଗୁଣ୍ଠା,30/10, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବାର୍ତ୍ତାକୁ ପ୍ରତି ଘରେ ପହଞ୍ଚାଇବା ପାଇଁ ଆଜି ବେଲଗୁଣ୍ଠା...
ବେଣ୍ଡାରୁ ମାଛ ଚୋରିକୁ କେନ୍ଦ୍ର କରି ପୁତୁରlର ବେଳକାଟି ଦାଦା ଗିରଫ
ବେଲଗୁଣ୍ଠା,29/10,ଚାଷ ଜମି ଏବଂ କେନାଲ୍ ମଧ୍ୟରେ ପାଣି ପ୍ରବାହିତ ହେଲେ ଜମିରୁ ଚୁନା ମାଛ ଧରିବା ପାଇଁ ଗ୍ରାମାଞ୍ଚଳର ଲୋକମାନେ...
ସ୍ବର୍ଗତ ଡା ପାଣୁ ନାୟକଙ୍କ ଦ୍ବାଦସାହ ସ୍ମୃତିସଭା, ଡା ନାୟକ ଥିଲେ ଘୁମୁସରର ବରପୁତ୍ର, ମନ୍ତ୍ରୀ ଆରୁଖ
ବେଲଗୁଣ୍ଠା, 29/10, ବିଶିଷ୍ଟସମାଜସେବୀ ସ୍ୱର୍ଗତ ଡାକ୍ତର ପାଣୁ ନାୟକଙ୍କ ଦ୍ଵାଦଶାହ ସ୍ମୃତିସଭା ଆଜି ଗୋବରା ନୁଆଁପଡ଼ା ମଝି ବୈକୁଣ୍ଠନାଥ ମନ୍ଦିର...
ଗୋପାଳପୁର ସମୁଦ୍ରରେ ନିଖୋଜ ନୟାଗଡ଼ ର ଓମକାର ର ଶବ ଉଦ୍ଧାର।
ଗୋପାଳପୁର ୨୮/୧୦ ଗୋପାଳପୁର ସମୁଦ୍ରରେ ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ନୟାଗଡ଼ ର ଓମକାର ଗତ ଶୁକ୍ରବାର ନିଖୋଜ...
ଗଞ୍ଜୁ ରେ ଅଢେ଼ଇ ଓଳିର ଅଚିହ୍ନା ସ୍ବାମୀ ନାଟକ ମଞ୍ଚସ୍ଥ
ଗୋପାଳପୁର,୨୮/୧୦ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଞ୍ଜୁ ଗ୍ରାମରେ ଆୟୋଜିତ ହେଉଥିବା ମାଁ ପୁଲୁକେଶୁଣି ଯାତ୍ରା ଅବସରରେ ଗ୍ରାମର ଶ୍ରୀ ଅରବିନ୍ଦ...
ବେଲଗୁଣ୍ଠାର ଦୁଇଟି ସ୍ଥାନରେ ମାଆ ଗଜଳଷ୍ମୀ ଙ୍କ ପୂଜା
ବେଲଗୁଣ୍ଠା, 28/10, ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି...
ବେଲଗୁଣ୍ଠାରେ ବିଦାୟ ନେଲେ ମା, ବାଜା ବାଣରେ ଦୁଲୁକିଲା ସହର
ବେଲଗୁଣ୍ଠା,26/10, ଦଶହରା ପର୍ବ ଧୂମଧାମରେ ପାଳିତ ହେବା ପରେ ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ଶୋଭାଯାତ୍ରା ମଧ୍ୟରେ...
ବେଲଗୁଣ୍ଠାରେ ନୂତନ ତହସିଲଦାରଙ୍କ ଯୋଗଦାନ
ବେଲଗୁଣ୍ଠା, 25/10,ଆଜି ଅପରାହ୍ନ 4,ଘଣ୍ଟ 30 ମିନଟ ସମୟରେ ବେଲଗୁଣ୍ଠାରେ ନୂତନ ତହସିଲଦାର ଭାବେ କଳାକୃଷ୍ଣ ପ୍ରଧାନ କାର୍ଯ୍ୟରେ ଯୋଗ...
ଲୋଙ୍ଘର ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ଅଭାବନୀୟ ଘଟଣା, ଘର କାମ ଚାଲିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ପୁଅଙ୍କ ମୃତ୍ୟୁ, ଅଜା ଗୁରୁତର
ଖଲ୍ଲିକୋଟ–୨୦/୧୦–ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ଆଜି ଅପରାହ୍ନ ରେ ଘଟି ଯାଇଛି ଏକ ଅଭାବନୀୟ...
