Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kalahandi Odisha

୫ମ୍ ଓଡ଼ିଶା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଉଦଯାପିତ

କଳାହାଣ୍ଡି, ୨୯/୧୨ (ଜଗନ୍ନାଥ ନାଏକ) : ୫ମ୍ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଉଦଯାପିତ ହରିହରାନନ୍ଦ ଗୁରୁ କୂଳମ୍...

ଓଢଣୀ ଦେଇ ଯୁବତୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ,ପୋଲିସ ର ତଦନ୍ତ ଜାରି।

କୋକସରା:୨୮/୧୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କୋକସରା ଥାନା ଅନ୍ତର୍ଗତ ମାଲପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।...

ବିରେନ୍ଦ୍ର ପୁଞ୍ଜି ମେମୋରିଆଲ ଫୁଟବଲ , ଡୋଙ୍ଗରିଗୁଡା ଦଳ ଚାମ୍ପିୟାନ।

କୋକସରା:୨୮/୧୨ କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଖେଳ ପଡ଼ିଆ ରେ ବିରେନ୍ଦ୍ର ପୁଞ୍ଜି ମେମୋରିଆଲ ଫୁଟବଲ ଫାଇନାଲ ଖେଳ...

ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦରଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା ଭବାନୀପାଟଣା ବ୍ଲକ କାର୍ଯ୍ୟାଳୟ ରେ ଏକ ଦିବସୀୟ ସୁଶାସନ ଦିବସ ପାଳିତ

କଳାହାଣ୍ଡି, ୨୮/୧୨ (ଜଗନ୍ନାଥ ନାଏକ) : ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦରଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି...

ହାତରନ୍ଧା ଚାଲାଣ ବେଳେ ଅବକାରୀ ଚଢ଼ାଉ,ପଡୋଶୀ ଜିଲ୍ଲା ର ୨ ଗିରଫ, କୋର୍ଟ ଚାଲାଣ।

କୋକସରା:୨୮/୧୨ ପଡୋଶୀ ନବରଙ୍ଗପୁର ଜିଲ୍ଲା ରୁ ଜଙ୍ଗଲ ରାସ୍ତା ଦେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ରାସ୍ତା ଦେଇ କୋକସରା ବ୍ଲକ...

ବଣଭୋଜି କରିବାକୁ ଆସି ବସ ବ୍ରେକ ଡାଉନ, ଜଙ୍ଗଲ ଭିତରେ ଦିର୍ଘ ୮ ଘଣ୍ଟା ଫଶି ରହିଲେ ଟୁରିଷ୍ଟ ଛାତ୍ରଛାତ୍ରୀ।

କୋକସରା:୨୮/୧୨ ବଣଭୋଜି କରିବାକୁ ବୁଧବାର କୋକସରା ବ୍ଲକ ରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା କୁ ଆସିଥିଲେ କେସିଙ୍ଗା...

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ନେଇ ପୁରୀ ସେବାୟତ କଳାହାଣ୍ଡିରେ।

କୋକସରା:୨୮/୧୨ ଧର୍ମଗଡ ମା ଭଣ୍ଡାର ଘରଣୀ ଦେବୀଙ୍କୁ ନିମନ୍ତ୍ରଣ ପତ୍ର ମିଳିଲା…. ଶ୍ରୀ ମନ୍ଦିର ପ୍ରଶାସନ ପୁରୀ ଓ ଜିଲ୍ଲା...

ମନ ମୋହୁଛି ସେଲଫି ପଏଣ୍ଟଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ

କୋକସରା:୨୮/୧୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ଚାଲିଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ରେ ଲୋକଙ୍କ ମନ ମୋହୁଛି...

ଡିଗ୍ରୀ ମହାବିଦ୍ୟାଳୟ କୋକସରା ଠାରେ ନୂଆ ଓ କାର୍ଯ୍ୟକ୍ରମ ରକ୍ତଦାନ ଶିବିର ଅନୁଷ୍ଠିତ।

କୋକସରା:୨୭/୧୨ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଡିଗ୍ରୀ...

ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବେହେରା ଟିମ ଚାମ୍ପିୟାନ।

କୋକସରା୧୨/୧୨ ମା ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ କୋକସରା ବ୍ଲକ ଡାଲଗୁମା ଗ୍ରାମରେ ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଡଭଟା ଖେଳ...

ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବେହେରା ଟିମ ଚାମ୍ପିୟାନ।

କୋକସରା:୨୭/୧୨ ମା ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ କୋକସରା ବ୍ଲକ ଡାଲଗୁମା ଗ୍ରାମରେ ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଡଭଟା ଖେଳ...

୧୪ ବର୍ଷରୁ କମ ଓଡ଼ିଶା ହକି ଦଳରେ କଳାହାଣ୍ଡିର ପୁଅ ଅଭିନାଶ ମାଝୀ

କଳାହାଣ୍ଡି, ୨୭/୧୨ (ଜଗନ୍ନାଥ ନାଏକ) : ମଧ୍ୟପ୍ରଦେଶ ର ଗୁୱାଲିଅର୍ ଠାରେ ଡିସେମ୍ବର ୨୮ ରୁ ୧ ତାରିଖ ପର୍ଯ୍ୟନ୍ତ...