Odisha Districts News
ସୁବଳୟା ଯୁବକ ନିଖୋଜ ହେବା ଘଟଣା ଥାନାରେ ଜଣାଇଲେ ବିଧବା ମା ସୁବର୍ଣ୍ଣ
ବିରମହlରାଜପୁର : (ସୌମୀତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟl ଗ୍ରାମର ରାମଚନ୍ଦ୍ର ମେହେର ୨୨ ବର୍ଷୀୟ...
ନିର୍ବାଚନ ପରବର୍ତ୍ତୀ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ ର ଫ୍ଲଗ ମାର୍ଚ୍ଚ
ବେଲଗୁଣ୍ଠା,26/05, ନିର୍ବାଚନ ପରବର୍ତ୍ତୀ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠା ସହର...
ଦକ୍ଷିଣିପାଲି ରେ ଡିପିଏଲ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଢୋଳ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣିପାଲି ଖେଳ ପଡିଆରେ ମାଁ...
ମଠ ବୁଥ୍ ରେ ନିର୍ବାଚନ ଠେଲା ପେଲା କୁ ନେଇ କୁଣ୍ଡି ସାହି ଗାଁ ରେ ଅନ୍ୟ ଗାଁ ଲୋକଙ୍କ ଦ୍ୱାରା ଗଣ୍ଡଗୋଳ ।
ହାଟଡିହି ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳା ରେ ଚାଲିଥିଲା। ଯାହାକୁ ନେଇ ହାଟଡିହି ପଞ୍ଚାୟତ ର ୧୩୬...
ନିର୍ବାଚନ ରାଗ ରେ ହାଟଡିହି ସରପଞ୍ଚ ଙ୍କ ବାଇକ୍ ଭାଙ୍ଗିଲେ ବିରୋଧୀ।
ହାଟଡିହି ଗତ କାଲି ତୃତୀୟ ପର୍ଯ୍ୟାୟ ମତଦାନ ରହିଥିଲା। ବିଭିନ୍ନ ଜାଗା ରେ ହୋଇଥିବା ବୁଥ ମାନଙ୍କ ରେ ଲୋକ...
ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଚାଉଳିଆ
ସକାଳୁ 7 ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକିୟାରେ ଆଠମଲ୍ଲିକ୍ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର...
ନିର୍ବାଚନୀ ହିଂସା, ବିଜେଡିର ଟଙ୍କା ବଣ୍ଟା କେନ୍ଦ୍ରକୁ ନେଇ ବିଜେପି କର୍ମୀଙ୍କ ଦ୍ଵାରା ବିଜେଡି ନେତା ଖାଇଲେ ମାଡ଼; ବିଜେଡି ନେତା ଓ କର୍ମୀଙ୍କ ମାଡ଼ରେ ମା ଓ ସାଙ୍ଗ ଲହୁ ଲୁହାଣ
ଜମନକିରା : ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପ୍ରାଥମିକ...
ଭୀଷଣ ଗରମ ଓ ଗୁଳୁଗୁଳି ସାଙ୍ଗକୁ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ
ଝାରସୁଗୁଡା ୨୫/୫ (ଓଡ଼ିଶା ନ୍ୟୁଜ ) ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ବିଦ୍ୟୁତ ସବଡିଭିଜନ ଅନ୍ତର୍ଗତ ଝାରୁପଡ଼ା (ପଞ୍ଚଗାଁ) ଓ ୧୯...
ତୃତୀୟଥର ପାଇଁ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ପାଇଁ ଆଯ୍ୟକନ୍ୟା ଗୁରୁକୂଳ ଛାତ୍ରୀ ମନୋନୀତ
ବେଲଗୁଣ୍ଠା,25/05, ଲଗାତାର ଭାବେ ତୃତୀୟ ଥର ପାଇଁ ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳର ଛାତ୍ରୀ ରାଜ୍ୟ ସ୍ତରୀୟ...
ଜଟେସିଂହା ରେ ସନ୍ଥ କବି ଭୀମ ଭୋଇ ଙ୍କ ଜୟନ୍ତୀ ପାଳିତ
ବୀରମହାରାଜାପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ରେ ବୈଶାଖ ପୂର୍ଣ୍ଣିମା ସନ୍ଧ୍ୟା...
ଭାରତମାଳା ଟ୍ରନେଲ୍ କାର୍ଯ୍ୟ ସ୍ଥଳୀ କୁ ଜିଲ୍ଲାପାଳ ଗସ୍ତ କରି ଫେରିବାର ଦୁଇଦିନ ପରେ ଦୁର୍ଘଟଣା ଜଣେ ଶ୍ରମିକଙ୍କ ମୃତ ଅନ୍ୟଜଣେ ଆହତ
ପଟ୍ଟାଙ୍ଗି୨୫/୦୫ଛତିଶଗଡ଼ ରୁ ଆନ୍ଧ୍ର ରାଜ୍ୟ ବିଶାଖାପାଟଣା କୁ ସଂଯୋଗ କରୁଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ରହିଥିବା ଟ୍ରନେଲ୍ କାର୍ଯ୍ୟ...
ସୁଚାରୁ ମତଦାନ ନେଇ ସମ୍ବଲପୁର ପୋଲିସ ପକ୍ଷରୁ ପରିବହନ ଫ୍ଲାଗ ମାର୍ଚ
ସମ୍ବଲପୁର/ବୁର୍ଲା: ଆସନ୍ତା କାଲି ସମ୍ବଲପୁର ଜିଲ୍ଲାରେ ହେଉଛି ସାଧାରଣ ନିର୍ବାଚନ।ଏହାକୁ ଆଖି ଆଗରେ ରଖି ଆଜି ସମ୍ବଲପୁର ପୋଲିସ ପକ୍ଷରୁ...
