Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ମିଲେଟ୍ସ ମଦର ଇଭେଣ୍ଟ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଦୁଧିଆନଳୀ ଗ୍ରାମ ପଂଚାୟତରେ ମିଲେଟ୍ସ ମଦର ଇଭେଣ୍ଟ ଆୟୋଜିତ ହୋଇଥିଲା. ଏଥିରେ ଗର୍ଭବତୀ ମା...

ବଜ୍ରପାତରେ ମୃତ୍ୟୁ ଘଟିଥିବା ପରିବାରକୁ ଭେଟି ସମବେଦନା ଜଣାଇଲେ କଂଗ୍ରେସ ପ୍ରତିନିଧି ଦଳ।

ଧର୍ମଗଡ଼:୦୬/୧୦ କିଛି ଦିନ ତଳେ ବଜ୍ରପାତ ଯୋଗୁଁ ପର୍ଲା ପଂଚାୟତ ଅଧିନସ୍ଥ ଚିତାମୁଣ୍ଡା ଗ୍ରାମର ଗୋଟିଏ ପରିବାର ର ତିନିଜଣ...

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା

ଖଡ଼ିଆଳ :ଖଡ଼ିଆଳ ବ୍ଲକ ବରଗାଁ ସ୍ଥିତ ୨ ନମ୍ବର ଏବଂ ୪ ନମ୍ବର ଅଙ୍ଗନ ୱାଡି ସେଣ୍ଟର କୋଠାଘରରେ ତାଲାବନ୍ଦ...

ବାଲିଗୁଡା ବିଜେପିର ବିଧାନସଭା କୋର କମିଟି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାକୁ ଦିନିକିଆ ଗସ୍ତରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଆସିଥିବାରୁ...

ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା…. ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କୁ ଗୁରୁତ୍ୱ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବିଭିନ୍ନ ପଞ୍ଚାୟତ ର ଗାଁ ଗୁଡ଼ିକ ରେ ବିଜୁ ଜନତା ଦଳ ପକ୍ଷରୁ...

ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ।ଦେବଗଡ଼ ତା.୦୬.୧୦.୨୦୨୩ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଦେବଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଚିକିତ୍ସାଧିକାରୀ ଡା ସାଧନା ଦାଶଙ୍କ ଅଧ୍ୟକ୍ଷତାରେ ବିଶ୍ବ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡା ଦାଶ ବୟସ୍କ ବ୍ୟକ୍ତି ସଚେତନତା ଉପରେ କହିଥିଲେ ଯେ ଖାଦ୍ୟ ପାନୀୟ ସିମୀତ, ସନ୍ତୁଳିତ ଓ ସୁସମ ଖାଦ୍ୟ ଖାଆନ୍ତୁ, ନିଶା ସେବନରୁ ନିବୃତ ରୁହନ୍ତୁ, କିଛି କିଛି ବ୍ୟାୟାମ ପ୍ରତିଦିନ କରନ୍ତୁ, ମନକୁ ସବୁବେଳେ ଖୁସିରେ ରହିବା ପାଇଁ ଚେଷ୍ଟା ରଖନ୍ତୁ, ସାଙ୍ଗ ସାଥିଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତୁ, ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ, ଆବଶ୍ୟକ ହେଲେ ଔଷଧ ସେବନ କରନ୍ତୁ, ରାତି ଅନିଦ୍ରା ରୁ ଦୂରେଇ ରୁହନ୍ତୁ । ବୈଠକରେ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ମହନ୍ତ, ଡା ବଂଶୀଧର ପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡା ମନୋରଞ୍ଜନ ସାମଲ, ପ୍ରୋଗ୍ରାମ ମ୍ୟାନେଜର ଉମେଶ ପ୍ରସାଦ ଷଡ଼ଙ୍ଗୀ, ଡେପୁଟି ମ୍ୟାନେଜର ଜ୍ୟୋସ୍ନା ରାଣୀ ଶର୍ମା, ବରିଷ୍ଠ ନାଗରିକ ପ୍ରଫୁଲ୍ଲ ମହାପାତ୍ର, ହେମନ୍ତ ମହାପାତ୍ର, ନିରଞ୍ଜନ ଦ୍ବିବେଦୀ, ମିତ୍ରଭାନୁ ମହାପାତ୍ର, ସୁଦର୍ଶନ ଦାସ, ସମସ୍ତ ଏନ୍ ଏମ୍ ଷ୍ଟାଫ୍ ନର୍ସ, ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ଏନ୍ ଏମ୍ ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।ଏଡି.ପି.ଏଚ୍ .ସିଓ ଘନେଶ୍ଵର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଦେବଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ...

ବେଲଗୁଣ୍ଠାରେ ଉଦ୍ୟାନ କୃଷି କର୍ମଶାଳା 150 ଚାଷୀଙ୍କ ଯୋଗଦାନ

ବେଲଗୁଣ୍ଠା, 06/10,ବେଲଗୁଣ୍ଠା ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ୍ ମାଧ୍ୟମରେ ବ୍ଳକ୍ ସ୍ତରୀୟ ଉଦ୍ୟାନ...

ନୂତନ ବିଡ଼ିଓ ଙ୍କୁ ବେଲଗୁଣ୍ଠା ପ୍ରେସ କ୍ଲବ ତରଫରୁ ସ୍ୱାଗତ

ବେଲଗୁଣ୍ଠା, 06/10,ଗତକାଲି ଅର୍ଥାତ୍ ଗୁରୁବାର ଦିନ ବେଲଗୁଣ୍ଠା ବ୍ଳକ୍ ର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଭାରତୀ ଦେବୀ...

ମିଡିଆକିଆରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ...

କେସିଙ୍ଗା ଠାରେ ବିଶ୍ବ ହିନ୍ଦୁ ପରିଷଦର ଶୌର୍ଯ୍ୟ ଜାଗରଣ ରଥ କୁ ଭବ୍ୟ ସ୍ଵାଗତ

ଭବାନୀପାଟଣା, ୦୬/୧୦ (ଜଗନ୍ନାଥ ନାଏକ) :କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦ୍ବାରା ଆୟୋଜିତ...

ବନ୍ୟ ପ୍ରାଣୀ ସପ୍ତାହ ପାଳନ;ପ୍ରାଣୀଙ୍କୁ ଭଲ ପାଇବା ଏକ ଭଲ ଗୁଣ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ କୁଚିଣ୍ଡା ରେଞ୍ଜ ପ୍ରକୃତି ମିତ୍ରରେ ପୁରସ୍କୃତ ହୋଇଥିବା ଭାତପୁରା ଉଚ୍ଚ ବିଦ୍ୟାଳୟରେ...

ମିଥ୍ୟା ଉତ୍ତରାଧିକାରୀ ପ୍ରମାଣ ପତ୍ର ଦେଇ ତଞ୍ଚକତା ; ଲକ୍ଷାଧିକ ଟଙ୍କା ହଡପ୍ କରି ନେଲେ

ଭବାନୀପାଟଣା, ୦୬/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ଥାନୀୟ ଶମ୍ଭୁନଗରପଡାରେ ମିଥ୍ୟା ଉତ୍ତରାଧିକାରୀ ପ୍ରମାଣ ପତ୍ର...