Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀ ସମାବେଶ ଓ ନୂଆଖାଇ ଭେଟଘାଟ

କଳାହାଣ୍ଡି,୨୮/୦୯-କଳାହାଣ୍ଡି ଜିଲ୍ଲା ବିଜେପି କ୍ରୁଷକ ମୋର୍ଚ୍ଚା ପକ୍ଷରୁ ସଦର ବ୍ଲକ ଶଗଡ଼ାଠାରେ ଏକ ଚାଷୀ ସମାବେଶ ଓ ନୂଆଖାଇ ଭେଟଘାଟ...

ଟିବି ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବେଲଗୁଣ୍ଠା, 28/09,ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଯୋଜନାରେ ବେଲଗୁଣ୍ଠା ହରିଜନ ସାହିର ଟିବି ଆକ୍ରାନ୍ତ ସୂର୍ଯ୍ୟ ନାଇକଙ୍କୁ ନିକ୍ଷ ମିତ୍ର ତଥା...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

କଳାହାଣ୍ଡି,୨୮।୦୯-କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତା ଆଜି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ...

ଖଲିଆପାଲିରେ ୧୮୭ ତମ ଅନନ୍ତମୁଖୀ ପୂଜାତ୍ସୋବ

ସମ୍ବଲପୁର : ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତର ଖଲିଆପାଲି ଠାରେ ଆଜି ୧୮୭ ତମ ଅନନ୍ତମୁଖୀ ପୂଜାତ୍ସୋବ ପାଳିତ ହୋଇଛି।...

ଦିନ ମଜୁରିଆଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଜଣଙ୍କୁ କୋର୍ଟ ଚାଲାଣ

ନାରାୟଣ ପାଟଣା ୨୮/୦୯/୨୩ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକରେ ଜଣେ ଦିନ ମଜୁରୀଆ ଙ୍କ ପାରିଶ୍ରମିକ ଟଙ୍କା ହଡ଼ପ...

ସ୍କୁଟି ଦୁର୍ଘଟଣା ରେ ତିନି ଯୁବକ ମୃତ୍ୟୁ , ଘଟଣାସ୍ଥଳରେ ଶୋକାକୁଳ ପରିବେଶ ।

ନାରାୟଣ ପାଟଣା,୨୮/୦୯/୨୩ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକ ରେ ସ୍କୁଟି ଦୁର୍ଘଟଣା ରେ ତିନିଜଣ ଙ୍କ ମୃତ୍ୟୁ ଘଟିଛି।ମୃତ୍ୟୁବରଣ...

ସିଆରପିଏଫ ବାଟାଲିୟନ ତରଫରୁ “ମୋ ମାଟି, ମୋ ଦେଶ ” କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ୱାଧୀନତାର ଅମୃତ ମହୋତ୍ସବ ଅଭିଯାନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର...

ସମ୍ବଲପୁରରେ ମହମ୍ମଦ ଜୟନ୍ତୀ ପାଳିତ

ସମ୍ବଲପୁର-୨୮/୦୯ (ରମାକାନ୍ତ ବିଶ୍ୱାଳ) ସମ୍ବଲପୁର ସହରରେ ମୁସଲମାନ ସଂପ୍ରଦାୟ ତରଫରୁ ପ୍ରୋଫେଟ ମହମ୍ମଦଙ୍କର ପବିତ୍ର ଜୟନ୍ତୀ ଆଜି ପାଳନ କରାଯାଇଛି।...

ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କାର ସୁନା ଚେନ

ସମ୍ବଲପୁର-୨୮/୦୯ (ରମାକାନ୍ତ ବିଶ୍ୱାଳ) ଘର ସମ୍ମୁଖରୁ ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କାର ସୁନା ଚେନ ।...

ସିକ୍ରେଟ ଚେମ୍ବର ରୁ ଗଞ୍ଜେଇ ଜବତ ୨ ଗିରଫ

ସମ୍ବଲପୁର-୨୮/୦୯ (ରମାକାନ୍ତ ବିଶ୍ୱାଳ) ଗାଡ଼ିରେ ଲାଗିଛି ଝାରଖଣ୍ଡ ରାଜ୍ୟର ନମ୍ବର, ଆଉ ସେହି ଗାଡ଼ିରେ ୪ ଗୋଟି ସିକ୍ରେଟ ଚେମ୍ବର...

ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା...

ସରକାରୀ କାର୍ଯ୍ୟାଳୟ ରେ ନିଶା ପାନ କରିବା କେତେଦୂର ଯୁକ୍ତିଯୁକ୍ତ…?

ଭବାନୀପାଟଣା, ୨୮/୦୯ : ସରକାରୀ କାର୍ଯ୍ୟାଳୟ ପରିସର ରେ ନିଶା ଦ୍ରବ୍ୟ ସେବନ କରିବା ନିଷିଦ୍ଧ ଅଟେ।ହେଲେ ସ୍ଥାନୀୟ କାଳି...