Odisha Districts News
ପୁରୁଷ ବନ୍ଧ୍ୟାକରଣ ପାଇଁ ଗଡ଼ିଲା ସଚେତନ ରଥକର୍ଲାମୁଣ୍ଡା:୨୭/୧୧(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପୁରୁଷ ବନ୍ଧ୍ୟାକରଣ ନିମନ୍ତେ ସଚେତନ ସୃଷ୍ଟି ପାଇଁ ସଚେତନ ରଥ ଉଦଘାଟନ ହୋଇଯାଇଛି।ଏଥିରେ ଡାକ୍ତର ଅଖିଲେଶ ସାମଲ, ଭାରପ୍ରାପ୍ତ ବ୍ଲକ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଦାଶ୍, ଫାର୍ମାସିଷ୍ଟ ପବିତ୍ର ରଣା, ସ୍ୱାସ୍ଥ୍ୟ କର୍ମୀ ବିମଳ ସାହୁ ପ୍ରମୁଖ ଯୋଗ ଦେଇ ରଥ କୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ପୁରୁଷ ବନ୍ଧ୍ୟାକରଣ ଶିବିର ଟି ଚଳିତ ମାସ ୨୮ ତାରିଖ ଠାରୁ ଡିସେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜଣା ପଡ଼ିଛି। ଠିକ ସେହିପରି ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା ଶିବିର ର ପ୍ରଚାର ପ୍ରସାର ପାଇଁ ମଧ୍ୟ ସୋମବାର ସଚେତନ ରଥ ଉଦଘାଟନ ହୋଇଯାଇଛି।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପୁରୁଷ ବନ୍ଧ୍ୟାକରଣ ନିମନ୍ତେ ସଚେତନ ସୃଷ୍ଟି...
ମାଆ ବୁଢ଼ାକେନ୍ଦୁଙ୍କ ଐତିହାସିକ ବାର୍ଷିକ ଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ,
ବେଲଗୁଣ୍ଠା,27/11, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଘୁମୁସର ମାଟିର ଅନନ୍ୟ ଆରାଧ୍ଯ ଦେବୀ...
ଶହସ୍ରାଧିକ ଭକ୍ତଙ୍କ ସମାଗମରେ ପବିତ୍ର ଘଣ୍ଟେଶ୍ୱରୀ ପୀଠ
ଚିପିଲିମା,ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ସମ୍ବଲପୁର ଚିପିଲିମା (ବଗବିରା)ସ୍ଥିତ ପର୍ଯ୍ୟଟନ ପୀଠ ଘଣ୍ଟେଶ୍ୱରୀ ମାଁଙ୍କ ପୀଠରେ ଆଜି ହଜାର ହଜାର...
ବୋଇତ ଭସାଇଲେ ବିଜେଡ଼ି କର୍ମୀ
ସମ୍ବଲପୁର:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମୀ ଉପଲକ୍ଷେ ଆଜି ସହରର କିଛି ବିଜେଡ଼ି ନେତା ଓ କର୍ମୀ ଏକ ୫ ଫୁଟ ଲମ୍ବ...
କାର୍ତ୍ତିକ ପୂର୍ଣ୍ଣିମାରେ ରୂପା ବେଶ ରେ ଦର୍ଶନ ଦେଲେ ମା ଦୁଆରଶୁଣି
ହାଟଡିହି ଆଜି ହାଟଡିହି ବ୍ଲକର ଆରାଧ୍ୟ ଦେବୀ ମଠ ଗୋବିନ୍ଦପୁର ଠାରେ ଅବସ୍ଥିତ ଦୁଆରଶୁଣି ମନ୍ଦିରରେ ଆଜି ରୂପା ବେଶ...
କାର୍ଡୋଲା ଶ୍ରୀ ଦଧିବାମନ ମନ୍ଦିରରେ ପଞ୍ଚୁକ ଉତ୍ସବ
ଚିପିଲିମା,୨୭/୧୧ ପବିତ୍ର କାର୍ତ୍ତିକ ପଞ୍ଚୁକ ଅବସରରେ ସମ୍ବଲପୁର ଧନକଉଡା ବ୍ଲକ କର୍ଡୋଲା ଗ୍ରାମର ଶ୍ରୀ ଶ୍ରୀ ଦଧିବାମନ ମନ୍ଦିରରେ ପଞ୍ଚୁକ...
କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ
କଳାହାଣ୍ଡି, ୨୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲଡ଼ ଅନ୍ତର୍ଗତ ଡୁମେରଗୁଡା ମାଁ ବସ୍ତରେନ କଳାପରିଷଦ ଆନୁକୁଲ୍ୟରେ...
ଠେଲକଲୋଇ ହାଇସ୍କୁଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକଲୋଇ ସ୍ଥିତ ହାଇସ୍କୁଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଜେଏସଡବ୍ଲୁ ବିପିଏସଏଲ ପ୍ରେସିଡେଣ୍ଟ...
ଦର୍ପଣ ସାଗର ପଡାରେ ଧୁମଧାମ ସହ ଶେଷ ହେଲା କାର୍ତ୍ତିକ ପୁରାଣ ।
କଳାହାଣ୍ଡି, ୨୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହର ଦର୍ପଣ ସାଗର ପଡା ରେ କାର୍ତ୍ତିକ ପୁରାଣ...
ବିଜେଡିରେ ଯୋଗଦେଲେ ପାଣ୍ଡିଆନ୍ : କଳାହାଣ୍ଡି ରାଜନୀତି ଚଳଚଞ୍ଚଳ
କଳାହାଣ୍ଡି,୨୭/୧୧-ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ୫-ଟି ତଥା...
ପାଣ୍ଡିଆନଙ୍କ ଯୋଗଦାନକୁ ସିଦ୍ଧାର୍ଥ କଲେ ସ୍ୱାଗତ
ସମ୍ବଲପୁର: ରାଜ୍ୟ ର ଶ୍ବେଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ ଅଧିକାରୀ ତଥା ଅଧ୍ୟକ୍ଷ ୫ଟି ଓ ଆମ ଓଡିଶା-ନବୀନ...
ସମ୍ବଲପୁରରେ ହେବ ସମ୍ବଲପୁରୀ ଭାଷା ବେଶଭୂଷାର ଧନୁଯାତ୍ରା
ସମ୍ବଲପୁର: ସମ୍ବଲପୁର ଠାରେ ଆଗାମୀ ଦିନରେ ନିଆରା ଧନୁଯାତ୍ରା କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି । ସହରର ପ୍ରମୂଖ କଳାକାର...
