Odisha Districts News
ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ପରିସର ରୁ ଜବର ଦଖଲ ଉଚ୍ଛେଦ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟ ପରିସର ରେ ଥିବା ଜବରଦଖଲ କୁ ଉଛେଦ କରିଛି...
ଓଡିଶାକୁ ଛୁଇଁଲା ମୌସୁମୀ ବାୟୁ:ଉପକୂଳରେ ଘୂର୍ଣ୍ଣି ବଳୟ
ସମ୍ବଲପୁର(ଭୁବନେଶ୍ବର): ଓଡିଶାକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।ଫଳରେ ଆଜିଠୁ ରାଜ୍ୟରେ ବର୍ଷା ଲାଗି ରହିବ। ମୌସୁମୀ ବାୟୁ...
ଜାତୀୟ ଫ୍ଲୋରେନ୍ସ ନାଇଟରଙ୍ଗଲ୍ ସମ୍ମାନରେ ସମ୍ମାନିତ ସେବିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ବର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କଠାରୁ ‘ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍’ ସମ୍ମାନରେ ସମ୍ମାନିତ...
ସ୍ଵଧାର ଗୃହ ସାଜିଛି ବିବାହ ମଣ୍ଡପ
ଦିନ ଥିଲା ଏକା ହୋଇ ଆସିଥିଲେ ସ୍ବଧାର ଗୃହ, ମାତ୍ର ଆଜି ବିଦା ହେଲେ ସପରିବାର ସହ। ସ୍ବଧାର ଗୃହ...
ଧର୍ମଗଡ଼ ନିର୍ବାଚନମଣ୍ଡଳୀ ରେ ବଦଳିବ କି ସମିକରଣ, ଯୁବ ଚେହେରା ଙ୍କୁ ମିଳିବ କି ପ୍ରତିନିଧିତ୍ଵ, ଚର୍ଚ୍ଚା ରେ ସୁଜିତ ମେହେର।
କୋକସରା:୨୪/୦୬ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ବେଳେ ଶାସକ, ବିରୋଧୀ ଦଳ ମଧ୍ୟରେ ବିଧାୟକ ପ୍ରତିନିଧିତ୍ଵ...
ବିଜୁ ଶିଶୁ ସୁରକ୍ଷା ଯୋଜନା: ବିବାହ ସହାୟତା ପାଇଁ ଜିଲା ପ୍ରଶାସନ ଦେଲା ୫୦ ହଜାର ଟଙ୍କା
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ ସମିତିର ମିଳିତ ସହଯୋଗରେ ଫୁଲବାଣୀ ସ୍ଥିତ ଶିଶୁ...
ବାଇକ୍ ଡିକି ରୁ 40 ହଜାର ଟଙ୍କା ଲୁଟ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ସଦର ବିଡିସିସି ବ୍ଯାଙ୍କ ନିକଟରୁ ବାଇକ ଡିକିରୁ ୪୦ ହଜାର ଟଙ୍କା...
ଜନ ପ୍ରତିନିଧି ପରିଷଦ ପକ୍ଷରୁ ବିଭିନ୍ନ ସମସ୍ୟା କୁ ନେଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ, ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ୱାର୍ଡ...
ବିରୁହାଁ ପଞ୍ଚାୟତ କାର୍ଯ୍ୟାଳୟ ରାସ୍ତାରେ ବାଡ଼
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରୁହାଁ ପଞ୍ଚାୟତର ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ୨0୧୯ ମସିହା ଜାନୁଆରୀ...
5ଟି ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କୁ ଭେଟି ପାଠପଢା ଉପରେ ଆଲୋଚନା କଲେ ବିଧାୟକ ଓ ଉପାଧ୍ୟକ୍ଷ
କୋକସରା: କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ 5 ଟି ଅଧୀନରେ ରୂପାନ୍ତରିତ ହୋଇଥିବା ବେଳେ ଶୁକ୍ରବାର ଏକ...
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ଯକ୍ଷ ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ବିଭିନ୍ନ ପ୍ରକଳ୍ପର ତଦାରଖ
କଳାହାଣ୍ଡି: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲାର...
କ୍ୟାନ୍ସର ପୀଡିତ ଯୁବକଙ୍କ ମୃତ୍ୟୁ
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନିଜାମପୁର ପଂଚାୟତସ୍ତ ପରିପଦା ଗ୍ରାମର ପଦମାଲୋଚନ ବାରିକଙ୍କ ପୁଅ ସଂଜୟ(34 ବର୍ଷ) ଚଳିତ...
