Odisha Districts News
ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ବୃକ୍ଷରୋପଣ
ମହାବିଦ୍ୟାଳୟ ରେ ବୃକ୍ଷରୋପଣ ଲକ୍ଷ୍ମୀପୁର ୨୨/୦୭ …ଲକ୍ଷ୍ମୀପୂର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ଆନୁକୁଲ୍ୟରେ...
ଭାରତୀୟ ତାଇକଣ୍ଡୋ ଦଳ ସହିତ ଜର୍ମାନୀରେ ସୁବର୍ଣ୍ଣପୁର ମାଟିର ପୁଅ ଏହେସାସ ହୋତା
ବୀରମହାରାଜପୁର : (ସୌମିତ୍ରି ମେହେର) ଭାରତୀୟ ଟିମ ସହ ଜର୍ମାନୀ ମାଟିରେ ପାଦ ଥାପିଲେ ସୁବର୍ଣ୍ଣପୁର ମାଟିର ସୁନା ପୁଅ...
ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଲକ୍ଷ୍ମୀପୁର ୨୧/୦୭ ଲକ୍ଷ୍ମୀପୁର ବ୍ଲକ ବୁର୍ଜା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟମ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ଜୋଲି ମିଣିଆକା...
୭୦ ଗ୍ରାମ ବ୍ରାଉନସୁଗାର ସହିତ ଦମ୍ପତିଙ୍କୁ ଗିରଫ
ସମ୍ବଲପୁର:ନିଶା କାରବାର କରି ରାତାରାତି ଲକ୍ଷପତି ସାଜିବା ଲୋଭ ମହାଙ୍ଗା ପଡିଛି ଏକ ପରିବାରକୁ। ନିଶା କାରବାର ରୋକିବା ଅଭିଯାରେ...
ଧର୍ମ ପାରାୟଣ ମହିଳା ସାମ୍ବାଦିକ ପ୍ରେମାନନ୍ଦ ନାୟକ ଙ୍କ ମାତୃ ବିୟୋଗ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଗ୍ରାମର ଯୁବ ସାମ୍ବାଦିକ...
କାଳୀକୃଷ୍ଣ ସଂଘର ବୃକ୍ଷ ରୋପଣ, (ବୃକ୍ଷ ଜୀବନ ଓ ଜଗତକୁ ସଂରକ୍ଷଣ ଓ ସଂରଚନା କରେ)
କଳାହାଣ୍ଡି,୨୨/୦୭ ସଦଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପବିତ୍ର ୮୩ତମ ଧରାବତରଣର ପାଞ୍ଚଦିନ ବ୍ୟାପି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ ଓ...
ନାବାଳିକା ପିଡିତା ପରିବାର କୁ ଭେଟିଲେ କୋକସରା ବ୍ଲକ ଭାଜପା ପ୍ରତିନିଧି ଦଳ।
କଳାହାଣ୍ଡି,୨୨/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଦୁର୍ଗମ କୁଟ୍ରୁ ଗ୍ରାମ ର...
ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କଟକ ଜିଲ୍ଲା ଦମ୍ପତି
ପାରଳାଖେମୁଣ୍ଡି;୨୨/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରୁ ୭୨ତମ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ ପୋଷ୍ୟ ସନ୍ତାନ ଭାବେ କଟକ...
କୁଟ୍ରୁ ନାବାଳିକା ପିଡିତା ପରିବାର କୁ ଭେଟିଲେ କଂଗ୍ରେସ ତଥ୍ୟ ଅନୁସନ୍ଧାନ କମିଟିର ପ୍ରତିନିଧି ଦଳ।
କଳାହାଣ୍ଡି,୨୨/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କୁଟ୍ରୁ ଗ୍ରାମ ର ଜଣେ ପଛୁଆ ବର୍ଗର ନାବାଳିକା ଦୁଷ୍କର୍ମ...
ନିଖୋଜ ଶ୍ରମିକ ଙ୍କ ମୃତଦେହ ପୋଖରୀରୁ ମିଳିଲା
ବାଲିଗୁଡା, ତା, ୨୨/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି...
ଶ୍ରାବଣ ମାସର ଦ୍ଵିତୀୟ ସୋମବାର କୋଇଲି ଘୋଘର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଝାରସୁଗୁଡ଼ା ୨୨/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ କୋଇଲି...
ବାଉସେନପାଲି(ଖ) ସ୍କୁଲରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
ଝାରସୁଗୁଡା ୨୨/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ବାଉସେନପାଲି (ଖ) ୟୁପି ସ୍କୁଲରେ ସୋମବାର...
