News from Sambalpur Odisha
୧୬ ଜିଲ୍ଲା ସରପଞ୍ଚ ସଂଘ ହେଲେ ଏକାଠି,ଦାବି ନଶୁଣିଲେ ଆନ୍ଦୋଳନ ପାଇଁ ଚେତାବନି
ସମ୍ବଲପୁର: ସରପଞ୍ଚ୍ ମାନଙ୍କ ହକ ଓ ସେମାନଙ୍କୁ ସ୍ୱାଧିନ କ୍ଷମତା ଦେବା ସହ ତାଙ୍କର ୧୨ ଦଫା ଦାବି ପୂରଣ...
ବୁର୍ଲାର ନିଖୋଜ ନାବାଳକଙ୍କ ଗଳିତ ଭାସମାନ ଶବ ଉଦ୍ଧାର
ଚିପିଲିମା, ଗତ ଶୁକ୍ରବାର ବୁର୍ଲା ବିଷ୍ଣୁମନ୍ଦିର ପଡା ନିକଟସ୍ଥ ପାୱାର କେନାଲ ରେ ଗାଧୋଉଥିବାବେଳେ, ଜଣେ ୧୨ବର୍ଷୀୟ ନାବାଳକ ପ୍ରକାଶ...
ଅଂଶୁମାନଙ୍କୁ ଲିଭ୍ ଲାଇଭ୍ ସମ୍ମାନ
ସମ୍ବଲପୁର(ଭୁବନେଶ୍ବର):ଲାଇଭ୍ ଓଡିଆର ଫାଉଣ୍ଡେସନ୍ ଡେରେ ଆନ୍ତର୍ଜାତୀୟ ଖେଲାଳି ଅଂଶୁମାନ ବାବୁଙ୍କୁ ମିଳିଛି ଆଜି ଲିଭ୍ ଲାଇଭ୍ ସମ୍ମାନ। ଆଜି ଭୂବନେଶ୍ୱର...
ବ୍ଲକ ସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ, ଜିଲ୍ଲାସ୍ତର ପାଇଁ ୧୫ ଜଣ ଛାତ୍ର ଚୟନ
ଜମନକିରା : ଜମନକିରା ବ୍ଲକ ସ୍ତରୀୟ ସ୍କୁଲ ଛାତ୍ରଙ୍କ ମଧ୍ୟରେ ହକି ଟୁର୍ଣ୍ଣାମେଣ୍ଟ। ୧୫ ଜଣ ଛାତ୍ର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା...
ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ କମିଟିର ସାଧାରଣ ପରିଷଦର ବୈଠକ
ସମ୍ବଲପୁର:ସମ୍ବଲପୁର ସହରର ସାମ୍ବାଦିକ ଭବନରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ରାଜ୍ୟ କମିଟିର ସାଧାରଣ ପରିଷଦର ବୈଠକ ଅନୁଷ୍ଠିତ...
ଅସହାୟ ବୃଦ୍ଧାଙ୍କୁ ସହଯୋଗ ର ହାତ ବଢାଇଲା ଜନକଲ୍ୟାଣ ସେବା ଟ୍ରଷ୍ଟ
ଚିପିଲିମା, ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ବୈଜମୁଣ୍ଡା ର ମନ୍ଦା ଭଞ୍ଜ (୭୫)ଅସହାୟ ଭାବରେ ପଡିରହିଥିବାବେଳେ, ସାମାଜିକ ଅଗ୍ରଣୀ ଅନୁଷ୍ଠାନ...
ପାଇପ ବିଛେଇବାରେ ତ୍ରୁଟି, ପାଣି ପାଇଁ ଗ୍ରାମବାସୀଙ୍କ ଗରିଆ ବାଲ୍ଟି ରଖି ଅଭିନବ ପ୍ରତିବାଦ
ଜମନକିରା : ଜଳ ବିନା ଜୀବନ କଷ୍ଟ, ସଂସାରରେ ଜଳ ଉପରେ ସମସ୍ତଙ୍କ ସମାନ ଅଧିକାର ରହୁଥିବା ବେଳେ ଅନେକ...
ଡା.ରାସେଶ୍ବରୀ ପାଣିଗ୍ରାହୀ ଟ୍ରଷ୍ଟ ପକ୍ଷରୁ ୧୩ ଜଣଙ୍କୁ ଶିକ୍ଷା ଓ ଚିକିତ୍ସା ପାଇଁ ସହାୟତା ପ୍ରଦାନ
ସମ୍ବଲପୁର:ଡା.ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ଶିକ୍ଷା ଓ ଚିକିତ୍ସା ପାଇଁ ୧୩ ଜଣଙ୍କୁ ୧ ଲକ୍ଷ ୭୨ ହଜାର...
ଦେଶପ୍ରେମ ଭାବ ଓ ପୂର୍ଣ୍ଣାଙ୍ଗ ଶିକ୍ଷା ଉପରେ ଗୁରୁତ୍ୱ
ସମ୍ବଲପୁର:ସମ୍ବଲପୁର ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନ ରେ ଯୁବପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିର ର ଏକବିଂଶ ସପ୍ତାହ ର କାର୍ଯ୍ୟକ୍ରମ...
ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀଶକ୍ତିର ପ୍ରତିଭା ଅନ୍ବେଷଣ
ସମ୍ବଲପୁର:ଅଞ୍ଚଳର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ବେଚଛାସେବୀ ସଂଗଠନ ପଶ୍ଚିମାଞ୍ଚଲ ଏକତା ମଞ୍ଚର ନାରୀଶକ୍ତୀ ପକ୍ଷରୁ ଆଜି ଲେଡି ଲୁଇସ୍ ଗାର୍ଲସ...
ଛାତ୍ରକୁ ମାଡପିଟ,ଥାନାରେ ମାମଲା ରୁଜୁ
ଜମନକିରା : ଜମନକିରା ବ୍ଲକ ଗୌଡ଼ପାଲି ଫାଣ୍ଡି ମୁଣ୍ଡେନପାଲି ଗାଁ ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା। ଶିକ୍ଷକଙ୍କ ମାଡରେ...
ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଚିପିଲିମା,ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ସମ୍ବଲପୁର ମଣ୍ଡଳ ଜନ କଲ୍ୟାଣ ସେବା...
