News from Subarnapur Odisha
ବୀରମହାରାଜପୁର ହରିହର ଜୋର୍ ଜଳସେଚନ ପ୍ରକଳ୍ପ ର ଅବସରପ୍ରାପ୍ତ କର୍ମଚାରୀଙ୍କ ବନ୍ଧୁମିଳନ କାର୍ଯ୍ଯକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହରିହରଯୋର୍ ପ୍ରକଳ୍ପ ଅବସରପ୍ରାପ୍ତ କର୍ମଚାରୀଙ୍କ ଏକ ସ୍ମୃତିମୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ...
ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ରେ ଜାତୀୟ ଯୁବ ଦିବସ ପାଳିତ
ବୀରମହାରାଜପୁର : ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବୀରମହାରାଜପୁରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି I ଏହି ଉପଲକ୍ଷେ...
ସୁସ୍ଥ ଏବଂ ଶିକ୍ଷିତ ଯୁବ ସମାଜ ଦେଶର ଭବିଷ୍ୟତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଏବଂ ରେଡ ରିବନ କ୍ଲବ...
ବୀରମହାରାଜପୁର ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅନୁକୂଲ୍ୟରେ ଜାତୀୟ ଯୁବ ଦିବସ ଆଜି ପାଳିତ...
ଅମରପାଲି ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି...
ବିଶାଲପାଲି ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ବଡ଼ମାଲ କୁ ହରାଇ କଳାପଥର ଦଳ ଚାମ୍ପିଆନ ଘୋଷିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଳପାଲି ରେ ହେଉଥିବା ୧୨ତମ ଜୟ...
ଡୁମାଲ ଜାତି ଶୃଙ୍ଖଳିତ , ସଂସ୍କାରିତ ଓ ସଙ୍ଗଠିତ ରହିବାକୁ ଆହ୍ଵାନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଦେଉଳମୁଣ୍ଡ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଆଜି ଡୁମାଳ ସମ୍ପ୍ରଦାୟର ଏକ ଜିଲ୍ଲାସ୍ତରୀୟ...
17 ତମ କ୍ଷୀରୋଦ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଳl ପଞ୍ଚାୟତ ସାଗଜୂରୀ ଖେଳ ପଡିଆରେ ଖିରୋଦ କୁମାର ମେମୋରିଆଲ କ୍ରିକେଟ...
ମୂର୍ଷୁଣ୍ଢୀ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ଶନିବାର ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି
ବୀରମହାରାଜପୁର : ସୋନପୁର ଜିଲ୍ଲା ପିଏମ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ , ମୁର୍ସୁଣ୍ଡି ଠାରେ ଶନିବାର ସଡକ ସୁରକ୍ଷା...
ସୁବଳୟା ହାଇ ସ୍କୁଲ ରେ ବିଦ୍ୟାଳୟ ସ୍ତରୀୟ ପି. ଏମ୍. ଶ୍ରୀ ଉତ୍ସବ ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପି. ଏମ. ଶ୍ରୀ ସୁବଳୟା ଉଚ୍ଚ ବିଦ୍ୟାଳୟରେ ପି. ଏମ....
ଧଳାପଥର ବୋଝେଇ ଦୁଇ ଟ୍ରକ ଜବତ କରିଛି ସୁବଳୟା ପୋଲିସ
ବୀରମହାରାଜପୁର : ଶୁକ୍ରବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ ପେଟ୍ରୋଲିଙ୍ଗ ରେ ଯାଇଥିବା ବେଳେ ଲଖନୀ କମିରା ରାସ୍ତାରେ...
ଧର୍ମଶାଳା ଦେଶଫାଲ୍ ଲୋକକଳା ମହୋତ୍ସବ ଆସନ୍ତା ଫେବ୍ରୁଆରି 27 ରୁ ମାର୍ଚ୍ଚ ଏକ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ବନ୍ୟା ଆଶ୍ରୟସ୍ଥଳୀ ଠାରେ ସପ୍ତମ ଦେଶ୍ଫାଲ୍ ଲୋକକଳା ମହୋତ୍ସବ ପାଇଁ...
