National & International News in Odia
ସବୁ ଦିନ ପାଇଁ ଅଯୋଗ୍ୟ କରି ଦିଅନ୍ତୁ,କିଛି ଫରକ ପଡ଼ିବ ନାହିଁ; ନିଷ୍ପତ୍ତି ପରେ ଗର୍ଜିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟରୁ ନିରାଶ ହେବା ପରେ ଖୁବ୍ ବର୍ଷିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...
ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ସେକ୍ସନ ଇଞ୍ଜିନିୟର ଅମିର ଖାନ ସମେତ ୩ ଗିରଫ
ଭୁବନେଶ୍ଵର: ବାଲେଶ୍ଵରର ବାହାନଗାରେ ଜୁନ ୨ରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ବଡ଼...
ବ୍ରିଜଭୂଷଣ ଶରଣ ସିଂ ହାଜର ହୁଅ, ଯୌନ ଶୋଷଣ ମାମଲାରେ ଜୁଲାଇ ୧୮ରେ ତଲବ କଲେ କୋର୍ଟ
ନୂଆଦିଲ୍ଲୀ: କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ହାଜର ହେବାକୁ ନୋଟିସ୍...
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ଦେଶଦ୍ରୋହ ନୁହେଁ, FIR.. ରଦ୍ଦ କଲେ ହାଇକୋର୍ଟ
ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଶବ୍ଦକୁ ନେଇ ଏକ ମାମଲାରେ ବହୁ ଗୁରୁତ୍ଵପୂର୍ଣ୍ଣ...
ମୁଁ କେବେ ବି ସୋନିଆ କିମ୍ବା ରାହୁଲଙ୍କୁ ଭେଟିନାହିଁ, କଂଗ୍ରେସରେ ମିଶିବା ଖବର ଉପରେ କ୍ଷୁବ୍ଧ ପଙ୍କଜା ମୁଣ୍ଡେ
ମୁମ୍ବାଇ: ବିଜେପିର ସଂପାଦକ ପଙ୍କଜା ମୁଣ୍ଡେ ଖୋଦ୍ କଂଗ୍ରେସରେ ମିଶିବାର ଖବରକୁ ଦୃଢ ହସ୍ତରେ ଖଣ୍ଡନ କରିଛନ୍ତି। ପଙ୍କଜା କହିଛନ୍ତି...
ଗୁଜରାଟ ହାଇକୋର୍ଟରୁ ନିରାଶ ହେଲେ ରାହୁଲ, ଏବେ ଯିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମୋଦି ସାଙ୍ଗିଆକୁ ନେଇ ରୁଜୁ...
ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଜଳିଗଲା ୩ ବଗି
ବିଶାଖାପଟନମ: ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଜଳିଗଲା ୩ଟି ବଗି। ହାୱଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ନିଆଁ ଲାଗି ୩ଟି ବଗି ଜଳିଯାଇଥିବା...
ସିନ୍ଦେଙ୍କୁ ମନାଇବା ପାଇଁ ରାତି ୨ଟା ଯାଏ ମିଟିଂ, ଫଡଣବିସଙ୍କ ସହ କଣ ହେଲା ଆଲୋଚନା ?
ମୁମ୍ବାଇ: ଏନସିପିରେ ବିଦ୍ରୋହ କରି ମହାରାଷ୍ଟ୍ର ସରକାରରେ ଅଜିତ ପାଓ୍ଵାର ଗୋଷ୍ଠୀଙ୍କ ପ୍ରବେଶରେ ଏକନାଥ ସିନ୍ଦେ ଅସନ୍ତୁଷ୍ଟ ଥିବା କୁହାଯାଉଛି।...
ଭାଇରାଲ ହେଉଛି ଦେଶର ଅଗ୍ରଣୀ ବ୍ୟାଙ୍କର ଚେୟାରମ୍ୟାନଙ୍କ ଅଫର୍ ଲେଟର; ତାଜୁବ କରିବ ଦରମା
ନୂଆଦିଲ୍ଲୀ: ଏଚଡିଏଫସି ଲିମିଟେଡ୍ ଏଚଡିଏଫ୍ସି ବ୍ୟାଙ୍କ ସହ ମର୍ଜ ପରେ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଚେୟାରମ୍ୟାନ୍...
ଅଧାରୁ ଅଟକିଲା ଅମରନାଥ ଯାତ୍ରା; ଫସି ରହିଛନ୍ତି ତୀର୍ଥଯାତ୍ରୀ
ଜାମ୍ମୁକାଶ୍ମୀର: ଜାମ୍ମୁକାଶ୍ମୀରର ଅନେକ ଅଞ୍ଚଳରେ ଲଗାତାର ବର୍ଷା ହେତୁ ଭୂସ୍ଖଳନ ଓ ସଡକପଥ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହି...
ମୋଦୀ ସରନେମ୍ ମାମଲା; ରାହୁଲଙ୍କୁ ବଡ ଝଟ୍କା; ଆବେଦନ ଖାରଜ କଲେ କୋର୍ଟ
ନୂଆଦିଲ୍ଲୀ: ମୋଦୀ ସରନେମ୍ ମାମଲା ସହ ଜଡିତ ମାନହାନୀ ମାମଲାରେ ଗୁଜୁରାଟ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ...
ମାଗଣା ବସ୍ ଟିକେଟ୍ ଲାଗି ହିନ୍ଦୁ ବ୍ୟକ୍ତି ପିନ୍ଧିଲେ ବୁର୍ଖା; ଆଉ ତା’ପରେ…
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ହିନ୍ଦୁ ବ୍ୟକ୍ତି ବସ୍ ଭଡ଼ାରୁ ବଞ୍ଚିତ ହେବା...
