Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ତଥାଗତ ନିର୍ଦ୍ଦଳୀୟ ନା ବିଜେଡି ନେତା…ଲଢିବେ କି ୨୦୨୪ ନିର୍ବାଚନ ?

ଭୁବନେଶ୍ଵର: କୁହାଯାଏ ଦୁନିଆରେ ନୀତି ମଧ୍ୟରୁ ଶ୍ରେଷ୍ଠ ହେଉଛି ରାଜନୀତି। ଯଦି ଥରୁଟିଏ ରାଜନୀତିରେ ପାଦ ଥାପି ଦିଆଯାଏ ତେବେ...

ଓଏସ୍‌ଏସ୍‌ସି ପ୍ରଶ୍ନପତ୍ରରେ ତ୍ରୁଟି; ଓଡ଼ିଆରେ ଆସିଥିଲା ପ୍ରଶ୍ନ, ହେଲେ ବୁଝି ପାରିଲେନି ପିଲା

ଭୁବନେଶ୍ବର: ଓଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି। ମାତୃଭାଷାରେ ଆସିଥିଲା ପ୍ରଶ୍ନ ହେଲେ ବୁଝି ପାରିଲେନି ପରୀକ୍ଷାର୍ଥୀ। ପ୍ରଶ୍ନପତ୍ର ଦେଖି...

ଆଗାମୀ ୨ ଦିନ ବର୍ଷିବ; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଦୁଇ ଦିନ ହେବ ଅସହ୍ୟ ଗରମରୁ ଆଶ୍ବସ୍ତି ମିଳିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବି ରାଜ୍ୟରେ ଜାରି ରହିବ...

ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା; ଝାରସୁଗୁଡା ଉପନିର୍ବାଚନ

ଝାରସୁଗୁଡା: ପାଖେଇ ଆସୁଛି ନିର୍ବାଚନ। ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ। ତେଜୁଛି ନିର୍ବାଚନୀ ତାତି। ଜମୁଛି ପ୍ରଚାର। ଝାରସୁଗୁଡା ଉପନିର୍ବାଚନ...

ଆଜି କ୍ୟାବିନେଟ୍‌ ବୈଠକ; ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିପାରେ ମୋହର। ଏହି ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ।...

ରଥଯାତ୍ରା ପାଇଁ ରଥକାଠ ଅନୁକୂଳ; ଆରମ୍ଭ ହେବ ରଥକାମ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ। ଶ୍ରୀମନ୍ଦିର ପ୍ରଶାସନିକ...

ଆଜି ଅଖିମୁଠି ଅନୁକୂଳର ମହାପର୍ବ ଅକ୍ଷୟ ତୃତୀୟା; ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜି ଚାଷୀ ଭାଇଭଉଣୀମାନେ ଅଖି ମୁଠି ଅନୁକୂଳ କରିବେ। ଆଜି ସୁଖ,...

ଅତାବିରା ଅଞ୍ଚଳ ରେ ବଜ୍ରପାତ 1 ମୃତ 4ଗୁରୁତର

ଅତାବିରା-ବରଗଡ଼ ଜିଲାରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ସକାଳୁ ମେଘୁଆ ପାଗ ଲାଗି ରହିଥିବା ବେଳେ...

ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା ହାଇୱା; ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର, ବ୍ୟବସାୟୀ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ...

ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ, ବଡ଼ ବ୍ୟବଧାନରେ ଜିତିବୁ; ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡା ନିର୍ବାଚନ ପୂର୍ବରୁ ସରଗରମ ରାଜନୀତି। ଆଜି ବିଜେଡି ପକ୍ଷରୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ କୋଲାବିରା ବ୍ଲକ ରଘୁନାଥପାଲିଠାରେ...

ବିଜେବି କଲେଜରେ ଗଣ୍ଡଗୋଳ; ୩ ଛାତ୍ର ଗୁରୁତର

ଭୁବନେଶ୍ୱର: ଶନିବାର କ୍ୟାମ୍ପସ ଖେଳ ପଡିଆରେ କ୍ରିକେଟ୍ ଖେଳିବା ନେଇ ଯୁକ୍ତିତର୍କ ପରେ କିଛି ବାହାର ଲୋକ ଆକ୍ରମଣ କରିଥିଲେ।...

ଗ୍ରୀଷ୍ମ ଛୁଟିରେ ସ୍କୁଲ ବନ୍ଦ ହେଲେ ଅଙ୍ଗନବାଡି ଖୋଲା

ଭୁବନେଶ୍ୱର: ଖରାକୁ ଦୃଷ୍ଟିରେ ରଖି ସମୟ ପୂର୍ବରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ...