Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ପରମେଶ୍ୱର ସାହୁ

ସ୍ଥାନୀୟ ପ୍ରତିନିଧି (ଲକ୍ଷ୍ମିପୁର) କୋରାପୁଟ

ଦୋକାନରେ ନିଆଁ ଲାଗିଲା ନିଆଁ..ବର୍ତ୍ତୀ ଗଲା ଛଅ ମାସର ଶିଶୁ କନ୍ୟା

ଲକ୍ଷ୍ମୀପୁର ୦୨/୦୫ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଉପର କୁଟିଙ୍ଗା ଗ୍ରାମରେ ଆଜି ଏକ ଅଘଟଣ ଘଟିଥିଲା, କିନ୍ତୁ ଏଥିରେ ଅଳ୍ପକେ...

ପାନୀୟ ଜଳ ଓ ବିଜୁଳି କାଟ କୁ ନେଇ ରାସ୍ତା ରୋକ…ଦୁଇ ଘଣ୍ଟା ପରେ ଆଲୋଚନା କରାଯାଇ ପ୍ରତିଶୃତି ପରେ ରାସ୍ତାରୋକ ପ୍ରତ୍ୟାହୃତ

ଲକ୍ଷ୍ମୀପୁର ୨୬/୦୪ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡ଼ିଆପେଣ୍ଠ ପଞ୍ଚାୟତ ସଦର ରେ ଦୀର୍ଘ ଦଶ ଦିନ ଧରି ବିଜୁଳି  ଓ...

ଆନ୍ତଃ ରାଜ୍ୟ ଜୁଆ ଆଡା ଉପରେ ବନ୍ଧୁଗାଁ ପୋଲିସ ର ଚଢ଼ାଉ…ଚିଡିବାଲସା ଜଙ୍ଗଲ ରେ ଆନ୍ଧ୍ର ଓ ଓଡିଶା ର ଯୁଆଡ଼ି ମାନେ ଖେଳୁଥିଲେ ଜୁଆ।୧୪ ଯୁଆଡ଼ି ସହ ୧୦ ଟି ମୋଟର ସାଇକେଲ ୨ଟି କାର , ୧୪ ମୋଟର ସାଇକେଲ ଜବତ

ଲକ୍ଷ୍ମୀପୁର ୨୬/୦୪ …କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲୋମଣ୍ଡା ଗାଁ ନିକଟସ୍ତ  ଚିଡିବାଲସା ଜଙ୍ଗଲ ରେ ଆନ୍ଧ୍ର ଓ ଓଡିଶା ର...

ଟ୍ରେନରେ ମୁଣ୍ଡ ଦେଇ  ମାନସିକ ବିକାରଗ୍ରସ୍ତ ଯୁବକ ମୃତ୍ୟୁ ।

ଲକ୍ଷ୍ମୀପୁର,୨୪/୦୪.କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା କଲୋନୀ ନିକଟରେ ଗୁରୁବାର ଦିନ ସକାଳ ସମୟରେ    ଟ୍ରେନ ରେ ବେକ...

ବ୍ଲକ ସ୍ତରରେ ଜାତୀୟ ପଞ୍ଚାୟତି ରାଜ୍ ଦିବସ ପାଳନ

ଲକ୍ଷ୍ମୀପୁର ୨୪/୦୪ ସାରା ରାଜ୍ୟରେ ଆଜି ମହା ସମାରୋହରେ ପଞ୍ଚାୟତରାଜ୍ ଦିବସ ପାଳନ କରାଜାଇଛି।ପୁରୀରୁ ମୁଖ୍ୟମନ୍ତ୍ରୀ   ମୋହନ ଚରଣ ମାଝୀ ଏହି...

ସ୍ନାତକ ସମ୍ମାନ ଓଡ଼ିଆ ରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଛାତ୍ରୀ ଅନିତା ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରେ ଚତୁର୍ଥ ସ୍ଥାନରେ……

ଲକ୍ଷ୍ମୀପୁର ୨୪/୦୪ ..—-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସ୍ନାତକ ସମ୍ମାନ ଓଡ଼ିଆ ପରୀକ୍ଷାରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ଛାତ୍ରୀ ସୁଶ୍ରୀ କୁନିପିଲ୍ଲୀ...

୯ଦିନ ପରେ ମନ୍ଦିର କୁ ବାହୁଡ଼ିଲେ ମୁତ୍ୟାଲୁମା…ଶେଷ ଦିନରେ ପ୍ରବଳ ଗହଳି.

ଲକ୍ଷ୍ମୀପୁର ୨୩/୦୪ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିଲା ମୁତ୍ୟାଲୁମ୍ମା ଙ୍କ ନବ ଦିନ...

ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ଲକ୍ଷ୍ମୀପୁର ୨୩/୦୪ ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା କୌଶଳ...

ଡବଲ ଲାଇନ ସକାଶେ ହେବ ଦୋହରିକରଣ….କାକିରିଗୁମା ଷ୍ଟେସନ ରେ ବନ୍ଦ ରହିବ ବକ୍ସାଇଟ ପରିବହନ…ସିଙ୍ଗାରାମ ଷ୍ଟେସନ ରେ ବିକଳ୍ପ ବ୍ୟବସ୍ଥା କୁ ୨୨ ଖଣ୍ଡ ଗ୍ରାମବାସୀ ଙ୍କ ବିରୋଧ……

ଲକ୍ଷ୍ମୀପୁର ୨୦/୦୪…. ଲକ୍ଷ୍ମୀପୁର କୋଡୀଙ୍ଗା ମାଳିରୁ ସିଙ୍ଗାରାମ ଷ୍ଟେସନ ପର୍ଯ୍ୟନ୍ତ ଆସନ୍ତା ଦିନରେ ହେବାକୁ ଥିବା ଖଣି ପରିବହନ କୁ...

କାଳ ବୈଶାଖୀ ବର୍ଷା ରେ ଲକ୍ଷ୍ମୀପୁର ବେହାଲ….ହୋଇପାରୁନି ପାଣି ନିଷ୍କାସନ, ଡ୍ରେନ ରେ ଅଳିଆ ଜାତୀୟ ରାଜପଥ ଉପରେ…

ଲକ୍ଷ୍ମୀପୁର ୨୦/୦୪ …. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏବେ ତିନି ଦିନ ହେଲାଣି କାଳ ବୈଶାଖୀ କାରଣରୁ ଅପରାହ୍ନ...

ସାଇବର ଠକେଇ ର ଶିକାର ହେଲେ ଶିକ୍ଷକ,, ଘଟଯାତ୍ରା ସକାଶେ ଘରେ ଚୂନ ମାରୁଥିଲେ,, ହେଲେ ୧୯୫୬୦ ଟଙ୍କା ଚୂନ ମାରିଦେଲେ ସାଇବର ଠକ…

ଲକ୍ଷ୍ମୀପୁର ୧୯/୦୪ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ରହୁଥିବା ଜଣେ ଶିକ୍ଷକ ସାଇବର ଠକ ଙ୍କ ଠକେଇ...

ଲକ୍ଷ୍ମୀପୁର ରେ ପ୍ରବଳ ପବନ ସହ କୁଆପଥର ବୃଷ୍ଠୀ….ବିଦ୍ୟୁତ ବ୍ୟାହତ କାରଣରୁ ବ୍ୟବସାୟୀ ଙ୍କ ଆଇସକ୍ରିମ ନଷ୍ଟ…

ଲକ୍ଷ୍ମୀପୁର ୧୮/୦୪  ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ରେ  ଅଦିନିଆ ତଥା କାଳ ବୈଶାଖୀ ପ୍ରଭାବରେ ଏକ ଘଣ୍ଟା ର ପ୍ରବଳ ପବନ...