ରାଜାରାମ ଷଡଙ୍ଗୀ
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ଖଦି ଉତ୍ପାଦନର ପ୍ରସାର ନେଇ ଆଇଆଇଏମ୍ ପରିସରରେ ତାନା-ବାନା ହସ୍ତତନ୍ତ ପ୍ରଦର୍ଶନୀ
ସମ୍ବଲପୁର:ଖଦି ଉତ୍ପାଦନର ପ୍ରଚାର ଓ ପ୍ରସାର କରି ଲୋକାଲ ଫର ଭୋକାଲ ଚିନ୍ତାଧାରାକୁ ସୁଦୃଢ କରିବା ନେଇ ଆଇଆଇଏମ୍ ପରିସରରେ...
ଦୁଃଖ ଦେଉଛି ସମ୍ବଲପୁରର ସ୍ଵିରେଜ୍ ପ୍ରକଳ୍ପ !
ସମ୍ବଲପୁର:ସମ୍ବଲପୁର ସହରରେ ସରକାରୀ ବିଭାଗ ମାନଙ୍କ ମଧ୍ୟରେ ସମନ୍ଵୟର ଅଭାବ ଯୋଗୁଁ ଲୋକେ ପାଉଛନ୍ତି ଅକଥନୀୟ ଦୁଃଖ ଓ ବର୍ବାଦ୍...
ନବରାତ୍ର ପୂଜାରେ ପୂର୍ଣ୍ଣିମା ହୋମ
ସମ୍ବଲପୁର :ଆଜି ଶାରଦୀୟ ନବରାତ୍ର ପୂଜାର ପୂର୍ଣ୍ଣିମା ହୋମ ରେ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ସାହୁ...
ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠାତା,ତ୍ୟାଗୀ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ:ସତସଙ୍ଗରେ ଅଭିନନ୍ଦନିକା ଉନ୍ମୋଚିତ
ବ୍ରହ୍ମପୁର:ଚିଦାନନ୍ଦ ସରସ୍ଵତୀ ମହାରାଜଙ୍କ ଅସାଧାରଣ ଶିଷ୍ୟ, ବରିଷ୍ଠ ସମାଜସେବୀ, ତ୍ୟାଗୀ, ଆଧ୍ୟାତ୍ମିକବାଦୀ ଓ ଅନନ୍ୟ ଗୁରୁଭକ୍ତ ବିପ୍ରଚରଣ ପାତ୍ରଙ୍କ 75ତମ...
ମାଁ କାମାକ୍ଷା ଦେବୀ ମନ୍ଦିରରେ ନବଗ୍ରହ ବିଗ୍ରହ ପ୍ରତିଷ୍ଠା
ସମ୍ବଲପୁର:ବୈଦାରନୂଆପାଲି ସ୍ଥିତ ମାଁ କାମାକ୍ଷ୍ଯା ଦେବୀଙ୍କ ମନ୍ଦିରରେ ଆଜି ନବଗ୍ରହ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି।ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆରଙ୍କ...
ଅଷ୍ଟବକ୍ର ଗୀତାର ଓଡିଆ ଅନୁବାଦ:ଏକ ଚମତ୍କାରୀ କୃତି
ସମ୍ବଲପୁର:ପରମ ସତ୍ୟ ର ଉଦ୍ଘୋଷ ଉପନିଷଦରୁ ଆରମ୍ଭ କରି ବେଦ, ବେଦାନ୍ତ, ଓ ସର୍ବଗ୍ରନ୍ଥର ସାର ଶ୍ରୀମଦ ଭଗବତ୍ ଗୀତାରେ...
ସତୀଶ ପାତ୍ରଙ୍କ ପରଲୋକ: ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଶୋକ
ବ୍ରହ୍ମପୁର : ସମାଜସେବୀ ତଥା ବ୍ରହ୍ମପୁର ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ ଉକଳ ପ୍ରସଙ୍ଗର ସମ୍ପାଦକ ସତୀଶ ପାତ୍ରଙ୍କ ବିୟୋଗରେ...
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଟା ଉତ୍ସବ
ସମ୍ବଲପୁର:ସ୍ଥାନୀୟ ମଣ୍ଡିଲୀୟା ପଡ଼ିଆରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା,ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ...
ପୂଜକଙ୍କୁ ବାହାରୁ ତାଲା ଠୁଙ୍କି ମଙ୍ଗଳା ମନ୍ଦିର ହୁଣ୍ଡି ଚୋରି, ସିସି ଟିଭିରେ କଏଦ
ସମ୍ବଲପୁର: ଧନୁପାଲି ଥାନା ସମ୍ଭୁଖ ଭୁତାପଡା ମା’ ମଙ୍ଗଳାଙ୍କ ମନ୍ଦିର ଦାନ ହୁଣ୍ଡି ସୋମବାର ରାତିରେ ଚୋରି ହୋଇଥିବା ଜଣାଯାଇଛି...
ପଡିଆବାହାଲର ଶାରଦୀୟ ଉତ୍ସବ:ଦେବୀ ଓ ପୂଜ୍ୟ ପୂଜାକୁ ଗୁରୁତ୍ୱ,ରାମଲୀଳା ଓ ରାବଣପୋଡି ଥିଲା ମୂଖ୍ୟ ଆକର୍ଷଣ।
ସମ୍ବଲପୁର: ପଡିଆବାହାଲ ଠାରେ ଆୟୋଜିତ ଶାରଦୀୟ ଉତ୍ସବ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରି ୫୦ ହଜାରରୁ ଉର୍ଦ୍ଧ୍ବ...
ସୋମନାଥ ନାୟକ ଅଭିନନ୍ଦନିକା ଲୋକାର୍ପଣ
ବରିଷ୍ଠ ଆଇନଜୀବି, କମ୍ୟୁନିଷ୍ଟ ନେତା, କବି, କଥାକାର ସୋମନାଥ ନାୟକଙ୍କ ସଂଗ୍ରାମୀ ଜୀବନ ଉପରେ ୨୬୦ ପୃଷ୍ଠା ସମ୍ବଳିତ ଅଭିନନ୍ଦନିକା...
ସିଦ୍ଧିଦାତ୍ରୀ ବେଶରେ ପୂଜା ପାଇଲେ ମାଁ କାମକ୍ଷା ଦେବୀ
ସମ୍ବଲପୁର :ଶାରଦୀୟ ନବରାତ୍ରର ମହାନବମୀ ତିଥିରେ ମାଁ କାମାକ୍ଷ୍ଯା ଦେବୀଙ୍କ ସିଦ୍ଧିଦାତ୍ରୀ ବେଶରେ ଭୁବନେଶ୍ୱରୀ ରୂପେ ପୂଜା ପାଉଛନ୍ତି। ପଣ୍ଡିତ...
