ରାଜାରାମ ଷଡଙ୍ଗୀ
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନମେଳା
ସମ୍ବଲପୁର:ସ୍ଥାନୀୟ ବୁଢ଼ାରଜା ସ୍ଥିତ ଭୀମଭୋଇ ପାର୍କ ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ବିଜ୍ଞାନମେଳାର ଆୟୋଜନ ହୋଇ ଯାଇଛି...
ନୂଆଁବୁର୍ଦା ଓ ଝାରମୁଣ୍ତା ଠାରେ କୈଶୋର ସ୍ୱାସ୍ଥ୍ୟ ଦିବସ
ସମ୍ବଲପୁର (ଜମନକିରା):ମୁଣ୍ଢେନପାଲି ଗ୍ରାମପଞ୍ଚାୟତର ନୁଆଁବୁର୍ଦା ଓ ଝାରମୁଣ୍ଡା ଠାରେ ଆଜି ଭିନ୍ନ ଭିନ୍ନ ୨ଟି କୈଶୋର ସ୍ୱାସ୍ଥ୍ୟ ଦିବସ ପାଳନ...
କାମାକ୍ଷା ଦେବୀଙ୍କ କୁଷ୍ମାଣ୍ଡା ବେଶ
ସମ୍ବଲପୁର: ଶାରଦୀୟ ନବରାତ୍ର ର ଚତୁର୍ଥୀ ତିଥିରେ ମାଁ କାମାକ୍ଷ୍ଯା ଦେବୀ ଙ୍କ କୁଷ୍ମାଣ୍ଡା ବେଶରେ ତ୍ରିପୁର ସୁନ୍ଦରି ରୂପେ...
ସକାଳ ପାହିଲେ କଂଗ୍ରେସର ବିକ୍ଷୋଭ
ସମ୍ବଲପୁର: ସକାଳ ପାହିଲେ କଂଗ୍ରେସ କରିବ ବିକ୍ଷୋଭ।ସମ୍ବଲପୁର ଜିଲ୍ଲାରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ରାସ୍ତା ଘାଟର ଦୁରାବସ୍ଥା ସାଙ୍ଗକୁ ପାନୀୟ ଜଳ ଭଳି ମୌଳିକ...
ଚାଲୁଣୀ କହୁଛି ଛୁଞ୍ଚି ଲୋ,ଏଭଳି କହି ରୋହିତଙ୍କୁ କଟାକ୍ଷ କଲେ ଦେବେନ୍ଦ୍ର
ସମ୍ବଲପୁର: ଗତ ରବିବାର ଦିନ ସମ୍ବଲପୁରରେ ବିଜେଡ଼ିର ଏକ ଦଳୀୟ କାର୍ଯ୍ୟକ୍ରମରେ ରେଢାଖୋଲ ବିଧାୟକ ତଥା ସମ୍ବଲପୁର ବିଜେଡି ଜିଲ୍ଲା...
ମାର୍ଶଲ ଆର୍ଟ ତାଲିମ ଶିବିର
ସମ୍ବଲପୁର(କୁଚିଣ୍ଡା):ବଡମାଲ ପଞ୍ଚାୟତ ଆବାସିକ ଉଚ୍ଚ ବିଦ୍ୟାଳୟ ଟାଙ୍ଗରାଣୀରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ଦିନଠାରୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଓ ଅନ୍ୟ...
କାମାକ୍ଷା ମନ୍ଦିରରେ ନବରାତ୍ର ପୂଜା
ସମ୍ବଲପୁର :ଜୟ ମାଁ କାମାକ୍ଷ୍ଯା, ମାଁ ଚନ୍ଦ୍ରଘଣ୍ଟା ବେଶରେ, ମାଁ ବଗଳାମୁଖୀ ରୂପେ ଆଜି କଲାକାର ସାହୁ ଓ ଗୀତାଞ୍ଜଳି...
ବୁର୍ଲା ବନ୍ଦ ସଫଳ
ସମ୍ବଲପୁର :ଅଭୂତପୂର୍ବ ବୁର୍ଲା ବନ୍ଦ ସଫଳ ହୋଇଛି।ବୁର୍ଲା ସହରରେ ବେଆଇନ୍ ଉଛେଦ ପ୍ରକ୍ରିୟା କୁ ବନ୍ଦ କରିବା ଏବଂ ଲୋକଙ୍କୁ...
ସିଲଭର ସିଟି ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ବ୍ରହ୍ମପୁର କଳାକାର ପୁରସ୍କୃୁତ
ବ୍ରହ୍ମପୁର: ନବକିଶୋର ଦାସ କ୍ରିଏସନ୍ ପ୍ରସ୍ତୁତି ତ୍ରୁତୀୟ ସିଲ୍ଭର ସିଟି ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ : ୨୦୨୩ ଅବସରରେ ଦକ୍ଷିଣ...
ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର
ସମ୍ବଲପୁର:ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ବିଜୁ ସେବା କେନ୍ଦ୍ର ଦ୍ବାରା ଜମନକିରା ଠାରେ ଅନୁଷ୍ଠିତ ରକ୍ତ...
ବ୍ରହ୍ମଚାରିଣୀ ବେଶରେ ମାଁ କାମାକ୍ଷା ଦେବୀ
ସମ୍ବଲପୁର:ଆଜି ଶାରଦୀୟ ନବରାତ୍ର ପୂଜା ଉପଲକ୍ଷେ ମାଁ କାମାକ୍ଷ୍ଯା ଦେବୀଙ୍କ ମନ୍ଦିରରେ ଦ୍ବିତୀୟା ତିଥିରେ ମାଁ ବ୍ରହ୍ମଚାରିଣୀ ବେଶରେ ଭୁବନେଶ୍ୱରୀ...
ରାସ୍ତା ଘାଟର ଦୁର୍ଦିନ ଅବସ୍ଥା ଭିତରେ ଆୟୋଜନ ହେବ ଗୋବିନ୍ଦତୋଲା-ଧନୁପାଲି ଶାରଦୀୟ ଉତ୍ସବ
ସମ୍ବଲପୁର:ଗୋବିନ୍ଦତୋଳା ଦୁର୍ଗାପୂଜା ର ଆୟୋଜନ ଆଜି ହୋଇଗଲାଣି ୫୫ ବର୍ଷ l 1969 ମସିହା ରେ କିଛି ପାଠ ପଢୁଆ...
