ସମ୍ବଲପୁର ପ୍ରତିନିଧି
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ଯୋଗ ଶିକ୍ଷକ ଏବଂ ସ୍ଵେଛାସେବୀ ପ୍ରିତମ ପାଇଲେ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର
ସମ୍ବଲପୁର:ଜାତୀୟ ସେବା ଯୋଜନାର ଶ୍ରେଷ୍ଠ ସ୍ଵେଛାସେଵୀ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଇଂରାଜୀ ବିଭାଗର ଛାତ୍ର ପ୍ରିତମ ପ୍ରତ୍ୟୁଷ ବାରିକଙ୍କୁ ରାଜୀବ...
ଗରୀବର ସାହାରା ଡା. ରାସେଶ୍ୱରୀ ପାଣିଗ୍ରାହୀ ଟ୍ରଷ୍ଟ
ସମ୍ବଲପୁର:ଶ୍ରୀମତୀ ବିଶାଖା ମହାନନ୍ଦ ତାଙ୍କର ପୁତ୍ର ଶ୍ରୀ ବିଶ୍ୱନାଥ ମହାନନ୍ଦ ଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଏମ୍ସ ଯିବେ।...
ସମବାୟ ବିଭାଗର ଆନ୍ତର୍ଜାତିକ ସମବାୟ ବର୍ଷରେ ସ୍ୱଚ୍ଛତା ଅଭିଯାନ
ସମ୍ବଲପୁର:ସମବାୟ ବିଭାଗର ଆନ୍ତର୍ଜାତିକ ସମବାୟ ବର୍ଷ ଉପଲକ୍ଷେ ୨୩ ତାରିଖ ଦିନ ଓଁକାରେଶ୍ୱର ମନ୍ଦିର ଓ ସମବାୟ ସମିତି ସମୂହର...
ମଇ ୩୧ରୁ ଜୁନ୨୬ ପର୍ଯ୍ୟନ୍ତ ହେବ ବେଆଇନ ମାଦକଦ୍ରବ୍ୟ ବିରୋଧରେ ସଚେତନତା କାର୍ଯ୍ୟକ୍ରମ: ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ:ମନ୍ତ୍ରୀ ଶ୍ରୀ ହରିଚନ୍ଦନ
ମଇ ୩୧ରୁ ଜୁନ୨୬ ପର୍ଯ୍ୟନ୍ତ ହେବ ବେଆଇନ ମାଦକଦ୍ରବ୍ୟ ବିରୋଧରେ ସଚେତନତା କାର୍ଯ୍ୟକ୍ରମ: ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ...
ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହେବ ତ୍ରିସ୍ତରୀୟ ନିର୍ବାଚନ
ଭୁବନେଶ୍ୱର:ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ ଏବଂ ୱାର୍ଡ ସଦସ୍ୟ ସମେତ ବିଭିନ୍ନ...
ଭାରତର ଜି-୨୦ ଶେରପା ଶ୍ରୀ ଅମିତାଭ କାନ୍ତଙ୍କ ଆଇଆଇଏମ୍ ସମ୍ବଲପୁର ପରିଦର୍ଶନ
ସମ୍ବଲପୁର: ଭାରତର ଜି-୨୦ ଶେରପା ଏବଂ ନୀତି ଆୟୋଗର ପୂର୍ବତନ ସିଇଓ ଶ୍ରୀ ଅମିତାଭ କାନ୍ତ ଆଇଆଇଏମ୍ ସମ୍ବଲପୁର ପରିଦର୍ଶନ...
ଓଡ଼ିଶା କ୍ୟାବିନେଟ ଢାଞ୍ଚାର ହେବ ପରିବର୍ତ୍ତନ, ମୋହର ବାଜିଲେ ମନ୍ତ୍ରୀଙ୍କ ରହିବ ଦାୟିତ୍ୱ
ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟର ଢାଞ୍ଚାର ହେବ ପରିବର୍ତ୍ତନ। ଢାଞ୍ଚା ପରିବର୍ତ୍ତନ ନେଇ ଜାରି ହୋଇଛି ନିର୍ଦ୍ଦେଶନାମା। ସଂସଦୀୟ ବ୍ୟାପାର ବିଭାଗ...
ପୁଅ ବୋହୂ ସହ ମିଶି ରହିଲେ ବୃଦ୍ଧାଶ୍ରମର ଆବଶ୍ୟକ ନାହିଁ
ସମ୍ବଲପୁର:ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠ ଙ୍କୁ ସାକ୍ଷାତକାର କାର୍ଯ୍ୟକ୍ରମରେ ସଙ୍ଘର ଆଜୀବନ ସଦସ୍ୟା ଖଜୁରଟିକ୍ରା ୱାର୍ଡ...
ବିଜେପୁରରୁ ଶୂନ୍ୟ ହୋଇଗଲା ବିଜେଡି, ବିଜେପି ମାରି ନେଇଗଲା ପାୱାର
ସମ୍ବଲପୁର:ଦିନେ ବିଜେପୁର ଓଡିଶା ରାଜନୀତିରେ ହଲଚଲ ହୋଇଥିଲା।ଆଜି ବି ବିଜେପୁର ତାର ରାଜନୈତିକ ଗୋଟିଚାଳନାରେ ସାରା ଓଡିଶାକୁ ହଲଚଲ କରିଦେଇଛି।ବିଜେପୁର...
ସମ୍ବଲପୁରର ସୁନାମଧନ୍ୟ ଡାକ୍ତର ଭରତ ଚନ୍ଦ୍ର ଦାସଙ୍କ ବିୟୋଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଶୋକ
ସମ୍ବଲପୁର:ଜୀବନରେ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରି ଡାକ୍ତର ଭରତ ଚନ୍ଦ୍ର ଦାସ ଲୋକଙ୍କ ସେବାରେ ନିଜକୁ...
ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ୧୧ତମ ଅଭିଯୋଗ ଶୁଣାଣି:ଗରିବ, ଅସହାୟଙ୍କୁ ସହାୟତା ଦେବା ଆମ ସରକାରଙ୍କ ପ୍ରାଥମିକତା- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୧ତମ ପାଳି। ଲୋକଙ୍କ ସରକାର ଲୋକଙ୍କ ସହିତ...
ନିୟମ ପାଳନରେ ଅବହେଳା, ରାସ୍ତା ଦୁର୍ଘଟଣାରେ ଚାଲିଗଲା ଅମୂଲ୍ୟ ଜୀବନ
ସମ୍ବଲପୁର: ଅଇଁଠାପାଲି ଫ୍ଲାଏ ଓଭରବ୍ରିଜ୍ କାମରେ ନିୟମ ପାଳନ ହେଉନଥିବା ଯୋଗୁଁ ଆଜି ଏକ ଅମୁଲ୍ୟ ଜୀବନ ଚାଲି ଯାଇଛି...
