ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
କେଶଲଗା ରାସ୍ତା ଅବସ୍ଥା ଦୁରାବସ୍ଥା ; ଯାତାୟତ ବାଧାପ୍ରାପ୍ତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଠାରୁ କେଶଲଗା ପର୍ଯ୍ୟନ୍ତ ପୂର୍ବରୁ ନିର୍ମାଣ...
ପ୍ରସୂତି ମା’ ଙ୍କୁ ରକ୍ତଦାନ କରି ଆଦର୍ଶ ସ୍ରୁଷ୍ଟି କଲେ ମହିଳା
ବିରମହlରପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ...
ବୀରମହାରାଜପୁର କଲେଜ ର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅବସରରେ କଲେଜ କ୍ୟାଲେଣ୍ଡର 2024-25 ଉନ୍ମୋଚିତ
ବୀରମହାରାଜପୁର : (ସୌମିତ୍ରି ମେହେର) ଛାତ୍ରଜୀବନ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚ। ଏଥିରେ ଶୃଙ୍ଖଳା , ନିଷ୍ଠା ଓ ଗୁରୁଭକ୍ତିର...
ବୀରମହାରାଜପୁର କଲେଜ ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଆଲୋଚନା ଚକ୍ର ଓ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଉତ୍ସବ
ବୀରମହାରାଜପୁର : (ସୌମିତ୍ରି ମେହେର) ମଧ୍ୟଯୁଗୀୟ ଭାରତବର୍ଷରେ ଛତ୍ରପତି ଶିବାଜୀ ମହାରାଜ ଜଣେ କ୍ଷମତାଶାଳୀ ସମ୍ରାଟ ଥିଲେ I ସେ...
ଗୌଡକେଲl ଗ୍ରାମରେ ବିଦ୍ୟୁତ କରେଣ୍ଟ ଲlଗି ମହିଳା ମୃତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଗୌଡକେଲl ଗ୍ରାମର ଅଞ୍ଜଲି ବେହେରା ନାମକ ଏକ ବିବାହିତ...
ପୁରୁଷୋତ୍ତମପାଲି ରେ ପୁଣି ଝାଡ଼ା ବାନ୍ତି ନେଲା ଆଉ ଏକ ଜୀବନ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମ ପାଲି ଗାଁ...
ଉଲୁଣ୍ଡାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ; ଏଣିକି ରୋଗୀଙ୍କୁ ଉପଲବ୍ଧ ହେଲା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି...
ଦକ୍ଷିଣିପାଲି ରେ ମେଜର ଧ୍ୟାନଚାନ୍ଦ ହକି ମ୍ୟାଚ୍ ଅନୁଷ୍ଠିତ ; ପତ୍ରlପାଲି କୁ ହରାଇ ଗିନ୍ଦିଲାମାଳ ଚମ୍ପିଆନ୍ ଘୋଷିତ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଢୋଲ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣିପାଲି ଗାଁ ଖେଳ ପଡିଆରେ...
ବାରଝୁଲା ଗ୍ରାମରେ ଝାଡ଼ା ବାନ୍ତି ରୋଗରେ ପଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପାଇ ଗାଁ ରେ ପହଁଞ୍ଚିଲେ ଡାକ୍ତରୀ ଟିମ୍
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ବାରଝୁଲା ଗ୍ରାମରେ ଝଡ଼ାବାନ୍ତି ବ୍ୟାପି...
ବୀରମହାରାଜପୁର ରକ୍ତ ଭଣ୍ଡାର ଶିଘ୍ର କାର୍ଯ୍ୟକ୍ଷମ ପାଇଁ ଦାବି
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ଶିଘ୍ର କାର୍ଯ୍ୟକ୍ଷମ ପାଇଁ...
ଖଣ୍ଡହତl ଆୟୁର୍ବେଦ ଚିକିତ୍ସାଳୟ କୁ ଏଲୋପାଥିକ ଡାକ୍ତରଖାନା ର ମାନ୍ୟତା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବିପତ୍ର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରlଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ଆୟୁର୍ବେଦ ଚିକିତ୍ସାଲୟ ୧୯୮୫ ମସିହାରେ...
ବୀରମହାରାଜପୁର ରେ ବଢି ବଢି ଚାଲିଛି ଜୁଆଖେଳ ; ପୋଲିସ ଚେଇଁ ଶୋଇଛି
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଳା ପଞ୍ଚାୟତ ଅନ୍ତର୍ଗତ କାନପୁର ସ୍ଥିତ ବିକଲପାଲି କାଜୁ ବଗିଚା ଠାରେ...
