ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ଭୁତିଆପାଲି କଲେଜ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବୀରମହାରାଜପୁର -ଅମରପାଲି ରାସ୍ତା ର ଭୁତିଆପାଲି କଲେଜ ସମ୍ମୁଖରେ ଅଜଣା ଗାଡି...
ବେକରେ ରସି ଲଗାଇ ଗଛଡ଼ାଳରେ ଝୁଲି ପଡିଲେ ଯୁବକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତଥା ବୀରମହାରାଜପୁର ଥାନା ଅନ୍ତର୍ଗତ ପଧାନପାଲି ଗ୍ରାମର ଏକ ଗଛରୁ ଜଣେ...
ପାତାଳୀ ଶ୍ରୀକ୍ଷେତ୍ର ରେ ରଥଯାତ୍ରା ପାଇଁ ନୀତି ନିର୍ଦ୍ଧାରଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ...
ଓଡିଶା ମିଲେଟ ମିଶନର ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ଠାରେ ଆଜି ଓଡ଼ିଶା ମିଲେଟ ମିଶନର ଏକ ବୈଠକ...
ଉଲୁଣ୍ଡା ଥାନାରେ ଥାନାଧିକାରୀ ନୁତନ ଭାବେ ଯୋଗେଶ ପଣ୍ଡା ଙ୍କ ଯୋଗଦାନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ଥାନାରେ ଆଜି ନୂତନ ଆଇଆଇସି ଭାବରେ ଯୋଗେଶ ପଣ୍ଡା ଯୋଗଦାନ...
ବାବୁପାଲିରେ ଜଳ ସମସ୍ୟା; ପାଣି ଟୋପାଏ ପାଇଁ ହନ୍ତସନ୍ତ ଗ୍ରାମବାସୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ବାବୁପାଲି ଗ୍ରାମରେ ଅଚଳ ସୋଲାର ପ୍ରକଳ୍ପର ମରାମତି...
ବିକଲପୁର ରେ ପାନୀୟ ଜଳ ସଙ୍କଟ; ଦୁଇଟି ପ୍ରକଳ୍ପ ଥାଇ ସୁଦ୍ଧା ହେଉନାହିଁ ଜଳ ଯୋଗାଣ , ଅଭିଯୋଗ ପରେ ବି ହେଉନାହିଁ କାର୍ଯ୍ୟକ୍ଷମ
ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତର ବିକଲପୁର ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ। ସଂପ୍ରତି...
କଇରା ଝୁଲି ସ୍କୁଲ ରେ ଉପଖଣ୍ଡ ସ୍ତରୀୟ ଦିୱାନି ନ୍ୟାୟାଳୟ ଦ୍ଵାରା ବିଶ୍ଵ ଶିଶୁ ଶ୍ରମିକ ବିରୋଧ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଜlଲୋଏ ପଂଚାୟତ ଅନ୍ତର୍ଗତ କୈରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ...
ଉଲୁଣ୍ଡା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ; 52 ଗୋଟି ବିଭିନ୍ନ ଅଭିଯୋଗ ର ଦରଖାସ୍ତ ଗ୍ରହଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର...
ରେଳ ଦୁର୍ଘଟଣା ରେ ମୃତାହତଙ୍କ ସ୍ମୃତିରେ ଶୋକ ସଭା ଓ କ୍ଯାଣ୍ଡେଲ ଶୋଭାଯାତ୍ରା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ହାଇସ୍କୁଲ ପଡ଼ିଆରେ ସାମାଜୀକ ସଙ୍ଗଠନ ଶ୍ରୀୟା ପରିବାର ତରଫରୁ...
ଶିଶୁ ସୁରକ୍ଷା କମିଟି ର ଅଧ୍ୟକ୍ଷ ହେଲେ ଆଇନଜୀବି ସଙ୍କର୍ଷଣ ପଣ୍ଡା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇନଜୀବି ଶଙ୍କର୍ଷଣ ପଣ୍ଡା । ସୁବର୍ଣ୍ଣପୁର...
ଅଞ୍ଚଳର ବିକାଶରେ ସାମ୍ବାଦିକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ବାଗବର ଆମ୍ବ ତୋଟାରେ ସାମ୍ବାଦିକଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର...
