News from Kendujhar Odisha
News from Kendujhar Odisha
ସରଳା ଗ୍ରାମ୍ୟ ଜଙ୍ଗଲ ରୁ ବାଳିକା ର ମୃତ ଦେହ ଉଦ୍ଧାର।
ହାଟଡିହି ବ୍ଲକ ସରଳା ଗ୍ରାମ୍ୟ ଜଙ୍ଗଲ ରୁ ଶୁକ୍ରବାର ଏକ ନା ବାଳିକା ର ମୃତ ଦେହ ଉଦ୍ଧାର କରାଯାଇଛି।...
ପ୍ରତିଷ୍ଠା ଦିବସ ରେ ଅଲୋଡ଼ା ପ୍ରତିଷ୍ଠାତା।
ହାଟଡିହି ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ହାଟଡିହି ବ୍ଲକ ପାଳୁଛି ୬୪ ତମ ଜନ୍ମଦିନ। ଏହି ଜନ୍ମଦିନ ରେ...
ସାଧାରଣ ତନ୍ତ୍ର ଦିବସରେ ସାମ୍ବାଦିକ ଙ୍କୁ କାର୍ଯ୍ୟକ୍ରମ ଶେଷ ରେ ନିମନ୍ତ୍ରଣ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା।
ହାଟଡିହି ୭୫ତମ ସାଧାରଣ ତନ୍ତ୍ର ଦିବସ ରେ ହାଟଡିହି ବ୍ଲକ ପକ୍ଷରୁ ପତାକା ଉତ୍ତୋଳନ ପରେ ସାମ୍ବାଦିକ ଙ୍କୁ ନିମନ୍ତ୍ରଣ...
ସଂକ୍ରାନ୍ତି ରେ ମା କ୍ଷେତ୍ରପାଳ ଙ୍କ ପୀଠଉତ୍ସବ ମୁଖର।
ହାଟଡିହି(୧୯/୦୮) ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମାଆ କ୍ଷେତ୍ର ପାଳ ପୂଜା ଅର୍ଚ୍ଚନା ସମ୍ପନ୍ନ। ହାଟଡିହି ପଞ୍ଚାୟତ ମଠ ତରଗଡିଆ...
ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳିଲେ ନେତ୍ରୀ ଓ ନେତା।
ହାଟଡିହି ବ୍ଲକର ବିଜୁ ଜନତା ଦଳର କର୍ମୀ ମାନଙ୍କ ମଧ୍ୟରେ ଆଜି ପ୍ରତିଷ୍ଠା ଦିବସ ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା।...
ଢେଙ୍କା ଓ ପନ୍ଦାଡୋ ପଞ୍ଚାୟତ ରେ ବିକଶିତ ଭାରତ ସଂକଳ୍ପ ରଥ କୁ ବିପୁଳ ସମର୍ଥନ।
ହାଟଡିହି ବ୍ଲକର ଛଅ ଗୋଟି ପଞ୍ଚାୟତ ପରିକ୍ରମା ପରେ ସପ୍ତମ ରେ ଢେଙ୍କା ଓ ଅଷ୍ଟମ ରେ ପନ୍ଦାଡୋ ପଞ୍ଚାୟତ...
ଫସର୍ ଫାଟିଲା ବିଧ୍ୟାୟକ ଙ୍କ ବିରୋଧ ପ୍ରତିବାଦ ମେଳି।ପଡିଆ ରେ ଫିଙ୍ଗା ଗଲା ହାଣ୍ଡି ହାଣ୍ଡି ରନ୍ଧା ଚିକେନ
ହାଟଡିହି, : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୭ ନମ୍ୱର ଜୋନ ରେ ଷଡ଼ଙ୍ଗ ପଞ୍ଚାୟତ ପଡିଆ...
ଟୁକୁଣା ରେ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଗହଣା।
ହାଟଡିହି ଗତ କାଲି ବିଳମ୍ବିତ ରାତିରେ ଟୁକୁଣା ଗ୍ରାମ ର ପବିତ୍ର କୁମାର ଦାସ ଙ୍କ ଘରୁ ବନ୍ଧୁକ ଭୁଜାଲି...
କାର୍ତ୍ତିକ ପୂର୍ଣ୍ଣିମାରେ ରୂପା ବେଶ ରେ ଦର୍ଶନ ଦେଲେ ମା ଦୁଆରଶୁଣି
ହାଟଡିହି ଆଜି ହାଟଡିହି ବ୍ଲକର ଆରାଧ୍ୟ ଦେବୀ ମଠ ଗୋବିନ୍ଦପୁର ଠାରେ ଅବସ୍ଥିତ ଦୁଆରଶୁଣି ମନ୍ଦିରରେ ଆଜି ରୂପା ବେଶ...
୩୦ ବର୍ଷ ହେଲା ବାଉଁଶ ବୁଦା ମୂଳେ ଅଙ୍ଗନବାଡ଼ି।
ହାଟଡିହି ରାଜ୍ୟ ସରକାର ଛୋଟ ଛୋଟ ଶିଶୁଙ୍କର ଯନ୍ତ୍ର ଓ ସୁରକ୍ଷା ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ...
ବିନା ବୋର୍ଡ ରେ ଚାଲିଛି କାମ ନିମ୍ନ ମାନର ରାସ୍ତା କାମ, ଗ୍ରାମ ବାସି ଙ୍କ ବିରୋଧ।
ହାଟଡିହି ବ୍ଲକର ପନ୍ଦାଡୋ ପଞ୍ଚାୟତ ରେ ରହୁଥିବା ଆଦିବାସି ସଂପ୍ରଦାୟର ଲୋକଙ୍କ ରାସ୍ତା କୁ ନିମ୍ନ ମାନର କାମ କରି...
ମଝି ରାସ୍ତାରେ ବନ୍ଧୁକ ଦେଖାଇ ଶିକ୍ଷୟତ୍ରୀ ଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ
କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କ ନିକଟରୁ ବନ୍ଧୁକ ଦେଖାଇ ଲୁଟ ହୋଇଛି। ତିନିଜଣ...
