Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଭୁତାପଡା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ସକାଶେ କଳଶାଧୀବାସ ଓ ବିଲ୍ଲବରଣେIତ୍ସବ

ସମ୍ବଲପୁର: ସମ୍ବଲପୁର ସହର ଭୁତାପଡା ମଁI ମଙ୍ଗଳାଙ୍କ ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ସକାଶେ ଆଜି ଆଶ୍ବିନ ମାସ ଶୁକ୍ଳ ପକ୍ଷ...

କାମାକ୍ଷ୍ଯା ଦେବୀଙ୍କ ସ୍କନ୍ଧମାତା ବେଶ

ସମ୍ବଲପୁର:ଶାରଦୀୟ ନବରାତ୍ରର ପଞ୍ଚମୀ ତିଥିରେ ମାଁ କାମାକ୍ଷ୍ଯା ଦେବୀଙ୍କ ସ୍କନ୍ଧମାତା ବେଶରେ ଉଗ୍ରତାରା ରୂପେ ପୂଜା ହୋଇଥିଲା। ପଣ୍ଡିତ ଶ୍ରୀ...

ରିଜିଓନାଲ ନିର୍ଦେଶକ ଙ୍କ କଲେଜ ପରିଦର୍ଶନ

ଲକ୍ଷ୍ମୀପୁର ୨୦.୧୦ ..ଲକ୍ଷ୍ମୀପୁର ମହାବିଦ୍ୟାଳୟକୁ ବ୍ରହ୍ମପୁରସ୍ଥିତ ଉଚ୍ଚ ମାଧ୍ୟମିକ ପରିଷଦ କାର୍ଯ୍ୟାଳୟର ରିଜିଓନାଲ ନିର୍ଦେଶକ ସୁକାନ୍ତ ଦାସ ପରିଦର୍ଶନରେ ଆସିଥିଲେ।...

ଶିକ୍ଷା ସହ ,ସଂସ୍କାର ସମ୍ପନ୍ନ ମାଟି ମା’ ମାତୃଭାଷା କୁ ଭଲପାଇବା ପରି ନାଗରିକ ସୃଷ୍ଟି କରିବା ଉଚିତ: ସମାଜସେବୀ ଶ୍ରୀ ସୁଶାନ୍ତ ସାବତ

ବ୍ରହ୍ମପୁର:ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ପଦସ୍ଥ ଅଫିସର, ଯନ୍ତ୍ରୀ, ଡକ୍ଟର ପରିଗଢି ତୋଳିବା ଆଶାନେଇ,ପିତା ମାତା ବହୁ କଷ୍ଟ...

ଭୁତାପଡା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ସକାଶେ କଳଶାଧୀବାସ ଓ ବିଲ୍ଲବରଣେIତ୍ସବ I

ସମ୍ବଲପୁର-୨୦/୧୦ (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହର ଭୁତାପଡା ମଁI ମଙ୍ଗଳାଙ୍କ ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ସକାଶେ ଆଜି ଆଶ୍ବିନ ମାସ...

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ର ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ନିର୍ଦେଶ...

ବୀରମହାରାଜପୁର ରେ ମାହେଶ୍ୱରୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ସଭା ଗୃହ ଠାରେ ମାହେଶ୍ୱରୀ ମହୋତ୍ସବ ପାଇଁ ପ୍ରସ୍ତୁତି...

ଶଣ୍ଢା ମାହେଶ୍ଵରୀ ବାଡ଼ି ମହୋତ୍ସବ ରେ ଯୋଗଦେଲେ ବିଧାୟକ ପଦ୍ମନାଭ ବେହେରା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଷଣ୍ଢା ଗ୍ରାମରେ ମାଁ ମାହେଶ୍ୱରୀ ଙ୍କ ବାଡ଼ି...

ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଖଡିଆଳ : ଖଡିଆଳ ସହରର ଦଳପଡ଼ା ଠାରେ ଆଜି ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ଖଡିଆଳ ପୋଲିସ। ପୋଲିସ...

ଗଜପତିଜିଲ୍ଲାରସଦରମହକୁମା ପାରଳାଖେମୁଣ୍ଡି ଠାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ପାରଳାଖେମୁଣ୍ଡି:୨୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ ହୋଇଯାଇଛି. ମାଲକାନଗିରି ପରେ ଆଜି ଗଜପତି ଜିଲ୍ଲା ପାଇଁ ଲକ୍ଷ୍ମୀ ବସ ସେବା ଭିଡିଓ କନଫେରେନ୍ସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.ଏହି ଅବସରରେ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦେଶରେ ଅନେକ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ବେଶ ପରିଚିତ ଓଡିଶା ସ୍ୱାସ୍ଥ୍ୟ, ଶିକ୍ଷା, ନାରୀ ସଶକ୍ତିକରଣ, କୃଷି, ଜଳ ସେଚନ, ଖାଦ୍ୟ ଆଦି ଅନେକ କ୍ଷେତ୍ରରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିସାରିଛି. ଏବେ ଏହା ସହିତ ଯୋଡି ହେଉଛି ନୂଆ ଏକ ଐତିହାସିକ ପଦକ୍ଷେପ. ଆମ ସରକାର ଆମ ଜୀବନ ସହ ଯୋଡୁଛନ୍ତି ଏକ ଉତ୍ତମ ସାଧକ ଯାହା ଆମ ଜୀବନର ଗତିପଥକୁ ବଦଳେଇ ଦେବ. ଆଉ ବଢ଼େଇବ ଜୀବନ ଧାରଣାର ମାନ. ଏହାଦ୍ୱାରା ସମୃଦ୍ଧିର ଶୀର୍ଷକ ଛୁଇଁବ ଆମ ଓଡିଶା. ତାହା ହେଉଛି ଲକ୍ଷ୍ମୀ ଯୋଜନା. ଲକ୍ଷ୍ମୀ ମାଧ୍ୟମରେ ରାଜ୍ୟର ଦୁର୍ଗମ ଅପହଞ୍ଚ ଅଞ୍ଚଳ ସହିତ ସମଗ୍ର ଓଡିଶାବାସୀ ପାଇବେ ଅନ୍ତର୍ଜାତିକ ବସ ସେବା. ଏହା କେବଳ ଲୋକଙ୍କ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ ତାହା ନୁହେଁ ଓଡିଶାବାସୀଙ୍କ ଜୀବନରେ ଭରି ଦେବ ସ୍ୱତନ୍ତ୍ରତା, ପ୍ରଗତି, ଆର୍ଥୀକ ଉନ୍ନତି ଓ ଭରିଦେବ ସମୃଦ୍ଧିର ଉତ୍ସ. ଓଡିଶାର ଗ୍ରାମାଞ୍ଚଳକୁ ଏବେ ସହରାଞ୍ଚଳ ସହ ଯୋଡିବ ଲକ୍ଷ୍ମୀ ଯୋଜନା. ସବୁଠୁ ବଡ଼ କଥା ସାଧାରଣ ଲୋକଙ୍କ କଥାକୁ ମନରେ ରଖି ଆମ ରାଜ୍ୟ ସରକାର ବସ ଭଡାକୁ ସୁଲଭ ମୂଲ୍ୟରେ ପରିଚାଳନା କରିଛନ୍ତି. ଲକ୍ଷ୍ମୀ ବସର ପରିଚାଳନାକୁ ଅଧିକ ଉନ୍ନତ ଓ ସର୍ବଶ୍ରେଷ୍ଠ କରିବା ପାଇଁ ଜିଲ୍ଲା ଗୁଡିକର ବରିଷ୍ଠ କର୍ମଚାରୀଗୁଡିକୁ ଭାରତର ଅନ୍ୟତମ ଟ୍ରାଫିକ ତାଲିମ ଅନୁଷ୍ଠାନରେ କରାଯାଇଛି ପ୍ରଶିକ୍ଷକ. ଏବେ ଗାଁର ଗମନାଗମନ ହେବ ଆହୁରି ସୁଗମ ହୋଇପାରିଛି. ଆଜିର ଏହି ଉଦଘାଟନୀ ଉତ୍ସବ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ମୀ ବସ ଯୋଜନା ଏକ ଦୁଗାନ୍ତକରି ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି. ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳା ବିଧାୟକ କେ. ନାରାୟଣ ରାଓ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଏସଡିସି ଅଧକ୍ଷା ମରିୟମ ରଇତ ପ୍ରମୁଖ ଯୋଗ ଦେଇଥିଲେ.

ପାରଳାଖେମୁଣ୍ଡି:୨୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ ହୋଇଯାଇଛି. ମାଲକାନଗିରି ପରେ ଆଜି ଗଜପତି ଜିଲ୍ଲା...

ସ୍ଵାଧୀନତା ପରେ ଭାରତର ଅର୍ଥନୈତିକ ପ୍ରଗତି ହୋଇଛି

ବୀରମହାରାଜପୁର : ଭାରତ ସ୍ୱାଧୀନ ହେବା ସମୟରେ ଏହାର ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା I ତେବେ ଭାରତୀୟ...

ବିପୁଳ ନକଲି ବିଦେଶୀ ମଦ ଜବତ ସହିତ ଅଭିଯୁକ୍ତ ଦୁଇ ଭାଇ ଙ୍କୁ ଗିରଫ କଲା ଅବକାରୀ ବିଭାଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁର ବ୍ଳକ ର ଉପାନ୍ତ ଅଞ୍ଚଳରେ ବ୍ୟାପକ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା...