News from Subarnapur Odisha
ଅଡlଲ ଗ୍ରାମରେ ଜବର ଦଖଲ ଉଚ୍ଛେଦ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଖଣ୍ଡହତା ଆର୍ ଆଇ ସର୍କଲ ଅଡାଲ ଗାଁରେ ପ୍ରଶାସନ ପକ୍ଷରୁ ଜବରଦଖଲ...
ବୀରମହାରାଜପୁର କଲେଜ ର ଯୁକ୍ତ ଦୁଇ କଳାରେ 64 ସିଟ ବୃଦ୍ଧି
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ସିଟ୍ ସଂଖ୍ୟା ବୃଦ୍ଧି ହୋଇଛି...
ବୀରମହାରାଜପୁର ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା...
ହାଇଦ୍ରାବାଦ ଆଇ ଆଇ ଟି ରୁ ବୀରମହାରାଜପୁର ର ଛାତ୍ରୀ ଙ୍କ ମୃତ ଦେହ ଘରେ ପହଁଞ୍ଚିବା ପରେ ଗାଁ ଦାଣ୍ଡ ଶୋକାକୁଳ
ବୀରମହାରାଜପୁର : ହାଇଦ୍ରାବାଦ ଆଇଆଇଟି ରେ ପଢୁଥିବା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଡୁଙ୍ଗୁରୀ ଗ୍ରାମର ଜଣେ ଏମ୍ ଟେକ୍...
ଗୋରୁ ଚାଲାଣ କରୁଥିବା ଗାଡି ସହିତ ଗୋରୁ ଙ୍କୁ ପୋଲିସ ଜିମା ଦେଲେ ବଜରଙ୍ଗ ଦଳର କର୍ମୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟl ବଜରଙ୍ଗ ଦଳର ଯୁବକ ମାନେ ଏକ ଗୋରୁ ବୋଝେଇ...
ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ଯରେ କୃଷକ ବିକାଶ ପରିଷଦର ଦାବିପତ୍ର
ବୀରମହାରାଜପୁର : କୃଷକ ବିକାଶ ପରିଷଦ ର ଆହ୍ବାନକ୍ରମେ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ପଶ୍ଚିମ ଓଡିଶା କୃଷକ ସଂଗଠନ...
ସିଣ୍ଢୋଲ କଲେଜ ରେ ଯୁବ ସମ୍ବାଦ ଇଣ୍ଡିଆ 2047 ଆୟୋଜିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଆଞ୍ଚଳିକ କଲେଜ ଠାରେ ଆଜି ଯୁବ...
ସୁବଳୟା ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ସରସ୍ବତି ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ...
ବେଆଇନ ଜମିପଟ୍ଟା କୁ ରଦ୍ଦ କରିବାକୁ ତହସିଲଦାର ଙ୍କୁ ଦାବୀ ଜଣାଇଲେ ଘିଚାପାଲି ଗ୍ରାମବାସୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମ ପଞ୍ଚାୟତ ର ଘିଚାପାଲି ଗ୍ରାମବାସୀ ମଙ୍ଗଳବାର ଦିନ...
ଟିକରାପଡ଼ା ରେ ଫାଇଲେରିଆ ନିରାକରଣ ସଚେତନତା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଟିକିରାପଡ଼ା ଠାରେ ଫାଇଲେରିଆ...
ଆଇ ଆଇ ଟି ହାଇଦ୍ରାବାଦ ରେ ଓଡ଼ିଆ ଛାତ୍ରୀଙ୍କ ଆତ୍ମହତ୍ୟା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଙ୍ଘା ପଞ୍ଚାୟତ ସୁବଳୟା ଥାନା ଅନ୍ତର୍ଗତ ଡୁମୁରି ଗ୍ରାମ ଦୁଃଖିଶ୍ଯାମ ନାଏକଙ୍କ...
ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ା
ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନରୋତ୍ତମ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ରାଶୀ ବଣ୍ଟନ...
