News from Subarnapur Odisha
ସୁବଳୟା ରେ ଲକ୍ଷ ପତି ଦିଦି ମାନଙ୍କୁ ତାଲିମ ପ୍ରଦାନ
ବୀରମହାରାଜପୁର : (ସୌମିତ୍ରି ମେହେର) ସୋମବାର ଦିବା ୧୧ ଘଣ୍ଟା ସମୟ ରେ ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ...
ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ଫାଇନାଲ ମ୍ୟାଚରେ କଲିକତା କୁ ହରାଇ ଛତ୍ତିଶଗଡ଼ ଚାମ୍ପିଆନ୍
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ରେ ହେଉଥିବା ୨୮ ତମ ସର୍ବ...
ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ରବିବାର ଫାଇନାଲ ଖେଳୁଛନ୍ତି ଛତ୍ତିଶଗଡ଼ ଓ କଲିକତା ଦଳ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ରେ ହେଉଥିବା ୨୮ତମ ସର୍ବ ଭାରତୀୟ...
ଡୁଙ୍ଗୁରି ଗ୍ରାମ ର ବିଶିଷ୍ଟ ପାଲା ଗାୟକ ଦଶରଥ ସାହୁ ଆଉ ନାହାନ୍ତି
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରୀ ଗ୍ରାମର ବରିଷ୍ଠ ପାଳା...
ମାଣିକପୁର ଖେଳ ପଡିଆରେ ଚାଲିଥିବା ମା ବନଦୁର୍ଗା କ୍ରିକେଟ କପ ଉଦଯାପିତ ; ନୂଆ ଗଡ଼ କୁ ହରାଇ କମିରl ଦଳ ଚାମ୍ପିଅନ ଘୋଷିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମାଣିକପୁର ଖେଳ ପଡ଼ିଆରେ ମଁl ବନଦୁର୍ଗା କ୍ରିକେଟ...
ରାଜ ନଗର ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣା
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ରାଜନଗର ନିକଟରେ ଗତକାଲି ଭାରସାମ୍ୟ ହରାଇ କୋଇଲା...
ପଳାଶ ଛକ ପାଖରେ କlର ଓ ବାଇକ୍ ମୁହାମୁହିଁ ଧକ୍କା ରେ ଜଣେ ମୃତ , ଜଣେ ଗୁରୁତର ଭାବେ ବୁର୍ଲା ସ୍ଥାନାନ୍ତର
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତଥା ବୀରମହାରାଜପୁର ଥାନା ହିକୁଡି ପୁଲିସ ଫାଣ୍ଡି ଅନ୍ତର୍ଗତ...
ଟିଠିପାଲି ଫ୍ରେଣ୍ଡସ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଦେଉଳ ମୁଣ୍ଡା ଦଳ ଚାମ୍ପିଅନ ଘୋଷିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଳା ପଞ୍ଚାୟତ ଟିଠିପାଲି ଖେଳ ପଡିଆରେ ଆୟୋଜିତ...
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଡଃ ମନମୋହନ ସିଂହ ଙ୍କ ବିୟୋଗରେ ଶୋକସଭା
ବୀରମହାରାଜପୁର : (ସୌମିତ୍ରି ମେହେର) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା...
ବିପଦ ପୂର୍ଣ୍ଣ , ଦୟନୀୟ ଅବସ୍ଥାରେ ଥିବା ଠାକୁରପୁର ରାସ୍ତା ଟି ଯଥାଶୀଘ୍ର ମରାମତି ପାଇଁ ଦାବି
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଠାକୁରପୁର ଗ୍ରାମକୁ ସଂଯୋଗ...
ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ସୋନପୁର କୁ ହରାଇ କଲିକତା ସେମିଫାଇନାଲ ରେ ପ୍ରବେଶ ; ପ୍ରଶାନ୍ତ ସିଂ ମ୍ୟାନ୍ ଅଫ ଦି ମ୍ୟାଚ୍
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଖେଳ ପଡିଆ ରେ ସ୍ଥାନୀୟ...
ବୀରମହାରାଜପୁର ରେ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକୀ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ...
