National & International News in Odia
କାଉଡ଼ିଆଙ୍କ ଉପରେ ହେଲିକପ୍ଟରରୁ ପୁଷ୍ପବର୍ଷା! ଯୋଗୀ ସରକାରଙ୍କ ସ୍ୱତନ୍ତ୍ର ଯୋଜନା
ଉତ୍ତରପ୍ରଦେଶ: ଶ୍ରାବଣ ମାସର କାଉଁଡିଆ ଯାତ୍ରାକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ଉତ୍ତରପ୍ରଦେଶ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।...
ଜୀବନକୁ ବାଜି ଲଗାଇ ସ୍କୁଲ୍ ଯାଉଛନ୍ତି ପିଲା! ନଦୀ ଉପରେ ଷ୍ଟପ୍ ଡ୍ୟାମ୍ ଡେଇଁ ପାର ହେଉଥିବାର ଭିଡିଓ ଭାଇରାଲ୍
ଭୋପାଳ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଘଟଣା। ସ୍କୁଲ୍ରେ ପହଞ୍ଚିବା ପାଇଁ କିଛି ଛାତ୍ରଛାତ୍ରୀ ପ୍ରତିଦିନ...
ଡିସେମ୍ବରରେ ବାଂଲାଦେଶ ଫେରିବେ ଶେଖ ହସିନା! ‘ଫେରିଲେ ଫାଶି’ ଦାବି କଲେ ଛାତ୍ର ନେତା ନାହିଦ ଇସଲାମ
ବାଂଲାଦେଶ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରିବା...
ତାମିଲନାଡୁ ରାଜନୀତିରେ ହାଇଡ୍ରାମା! ତ୍ରିଶାଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହେଲେ ଉଦୟନିଧି ଷ୍ଟାଲିନ
ଚେନ୍ନାଇ: ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ...
ଜାଲୌନରେ IAS ବନାମ ଆଇନଜୀବୀ ବିବାଦ; SDMଙ୍କ ବିରୋଧରେ ବାର୍ ଆସୋସିଏସନ୍ର ମୋର୍ଚ୍ଚା, ରାଜସ୍ୱ ଅଦାଲତ ବହିଷ୍କାର ଘୋଷଣା
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଜାଲୌନରେ ପ୍ରଶାସନ ଓ ଆଇନଜୀବୀଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଛି। ଏସ୍ଡିଏମ୍ (ନ୍ୟାୟିକ) ରିଙ୍କୁ ସିଂହ...
ପ୍ରଧାନମନ୍ତ୍ରୀଙ୍କ ସେଲ୍ଫି ଭିଡିଓ ବିବାଦରେ ମାର୍କ ଜୁକରବର୍ଗଙ୍କୁ ମହୁଆ ମୈତ୍ରଙ୍କ ପରାମର୍ଶ: କହିଲେ ”ମେଟାକୁ କ୍ଷମା ମାଗିବାକୁ ବାଧ୍ୟ କରନ୍ତୁ ନାହିଁ”
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫେସବୁକ୍ ଭିଡିଓ କିଛି ସମୟ ପାଇଁ ହଟାଯିବା ଘଟଣାକୁ ନେଇ ଦେଶରେ ରାଜନୈତିକ ବିବାଦ...
ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା! ଟ୍ରଷ୍ଟରୁ ଇସ୍ତଫା ଦେଇଥିଲେ ଚମ୍ପତ ରାୟ; ତଥାପି ଅଯୋଧ୍ୟାରେ ଜାରି ରଖିଛନ୍ତି ଅନେକ କାର୍ଯ୍ୟ
ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟକୁ ନେଇ ଚର୍ଚ୍ଚା ଜାରି ଥିବାବେଳେ ଟ୍ରଷ୍ଟର ପୂର୍ବତନ ମହାସଚିବ ‘ଚମ୍ପତ ରାୟ’ ପୁଣି...
ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଉଦୟନିଧିଙ୍କ ବିବାଦୀୟ ମନ୍ତବ୍ୟ; ମହିଳା କମିଶନର ଦ୍ୱାରସ୍ଥ ହେଲା TVK
ତାମିଲନାଡୁ: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଏବେ ଏକ...
ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବଡ ବିଜୟ: ବଦଳୁଛି ରାଜନୈତିକ ସମୀକରଣ! ଆଗାମୀ ବିଧାନସଭା ନିର୍ବାଚନ ବିଜେପି ପାଇଁ ହେବ କି ବଡ ଚ୍ୟାଲେଞ୍ଜ?
ବିହାର: ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ବିଜୟ ବିହାର ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ...
ବିବାହ ପାଇଁ ବିଳମ୍ବ କରିବାରୁ ପ୍ରେମିକଙ୍କୁ ହତ୍ୟା! ଭଡ଼ାଘରୁ ଉଦ୍ଧାର ହେଲା ପଚାସଢ଼ା ମୃତଦେହ
ଫରିଦାବାଦ: ହରିୟାଣାର ଫରିଦାବାଦରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବିବାହ କରିବାକୁ ମନା କରିବାରୁ ଜଣେ ୩୩ ବର୍ଷୀୟା...
WhatsApp ବ୍ୟବହାରକାରୀଙ୍କୁ ବଡ଼ ଝଟକା! ଭାରତ ସମେତ ବିଭିନ୍ନ ଦେଶର ଅନେକ ଆକାଉଣ୍ଟ ‘ଅଣ୍ଡର ରିଭ୍ୟୁ’, ୨୪ ଘଣ୍ଟା ପାଇଁ ବନ୍ଦ ହେଲା ସେବା
ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ WhatsApp ସୋମବାର ଭାରତ ସମେତ ବିଭିନ୍ନ ଦେଶର ଅନେକ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ହଠାତ୍ ‘Under...
ମୁମ୍ବାଇରେ ଜେନ୍-ଜି ଓ ଜେନ୍-ଆଲ୍ଫାଙ୍କ ସହ ଆଲୋଚନା କରିବେ ଆରଏସଏସ ମୁଖ୍ୟ ମୋହନ ଭାଗବତ!
ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ମୋହନ ଭାଗବତ ଆସନ୍ତା ଅଗଷ୍ଟ ୬ ତାରିଖରେ ମୁମ୍ବାଇସ୍ଥିତ ନୀତା ମୁକେଶ...
