National & International News in Odia
‘ସରକାର ଗଢ଼ିବାର ଘଣ୍ଟାଏ ଭିତରେ ମଦ ଉପରୁ ହଟିବ ବ୍ୟାନ୍’
ପାଟନା: କ୍ଷମତାକୁ ଆସିଲେ ଘଣ୍ଟାଏ ମଧ୍ୟରେ ବିହାରରୁ ମଦ ଉପରୁ ବ୍ୟାନ୍ ହଟାଇ ଦେବି । ଏପରି କହିଛନ୍ତି ନିର୍ବାଚନ...
ରାଉରକେଲା ଓ ବ୍ରହ୍ମପୁର ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଟ୍ରେନ, ପ୍ରଧାନମନ୍ତ୍ରୀ କଲେ ଶୁଭାରମ୍ଭ
ଭୁବନେଶ୍ବର: ଓଡ଼ିଶାରେ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ ଟ୍ରେନ । ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ...
ଆସୁଛନ୍ତି ମୋଦି: ୧୭ ତାରିଖରେ ରାଜଧାନୀର ସମସ୍ତ ସ୍କୁଲ, କଲେଜ ଛୁଟି
ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ...
ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା; ରାସ୍ତାରେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ
ବୁଣ୍ଡି: ରାଜସ୍ଥାନର ବୁଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୬ଜଣ ତୀର୍ଥଯାତ୍ରୀଙ୍କ ଜୀବନ । ୩ ଜଣ ତୀର୍ଥଯାତ୍ରୀ ଗୁରୁତର...
ଭୁଶୁଡ଼ିଲା କୋଠା: ୬ ମୃତ, ଏବେ ବି କଂକ୍ରିଟ ଖଣ୍ଡ ତଳେ ଚାପି ହୋଇ ରହିଛନ୍ତି ୪ ଜଣ
ମିରଟ: ଉତ୍ତର ପ୍ରଦେଶ ମିରଟରେ ଅଭାବନୀୟ ଘଟଣା । କୋଠା ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । କୋଠାର...
ରାସ୍ତାରେ ଜମିଥିବା ପାଣିରେ ବୁଡ଼ିଗଲା ଏସୟୁଭି, ଚାଲିଗଲା ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ
ନୂଆଦିଲ୍ଲୀ: ରେଲୱେ ଅଣ୍ଡର ବ୍ରିଜ୍ ତଳ ରାସ୍ତାରେ ଜମି ଥିବା ବର୍ଷା ପାଣିରେ ବୁଡ଼ିଗଲା ଏସୟୁଭି ଗାଡ଼ି । ଅକାଳରେ ଚାଲିଗଲା...
ଯବାନ-ଆତଙ୍କବାଦୀ ଗୁଳି ବିନିମୟ: ଦୁଇ ଯବାନ ଶହୀଦ, ତିନି ଆତଙ୍କବାଦୀ ମୃତ
ଜମ୍ମୁ ଓ କାଶ୍ମୀର: ବାରମୁଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୩ ଜଣ ଆତଙ୍କବାଦୀ ନିପାତ...
ନକ୍ସଲଙ୍କ ହାତରେ ରକେଟ, ଟାର୍ଗେଟରେ ଯବାନଙ୍କ କ୍ୟାମ୍ପ
ବିଜାପୁର: ଛତିଶଗଡ ବିଜାପୁରରେ ଯବାନଙ୍କ କ୍ୟାମ୍ପ ଉପରେ ନକ୍ସଲଙ୍କ ଆଖିବୁଜା ରକେଟ୍ ମାଡ଼ । ୨୦ ରାଉଣ୍ଡ ୟୁବିଜିଏଲ୍ ମାଡ଼...
ସିଢ଼ିରୁ ପଡ଼ି ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଥାନାରେ କରିଥିଲେ ରାଗିଂ ଅଭିଯୋଗ
ଭୁବନେଶ୍ବର: ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ରଙ୍କ ଜଣଙ୍କ ହେଲେ...
ସୁଭଦ୍ରାର ଶୁଭାରମ୍ଭ କରିବା ସହ ଆବାସ କିସ୍ତି ବାଣ୍ଟିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ନିଜ ଜନ୍ମଦିନରେ ଓଡ଼ିଶାବାସୀଙ୍କୁ ସୁଭଦ୍ରା ଗିଫ୍ଟ ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।...
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜଧାନୀରେ SPG ଟିମ୍
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ SPG ଟିମ୍ । ତନ ତନ କରି ସୁରକ୍ଷା ବ୍ୟବସ୍ଥାର କରୁଛନ୍ତି ଯାଞ୍ଚ । କାରଣ...
ଗଣେଶ ବିସର୍ଜନ ବେଳେ ସାମ୍ପ୍ରଦାୟକ ହିଂସା, ୫୨ ଅଟକ
ନଗମଙ୍ଗଳା: କର୍ଣ୍ଣାଟକରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ସାମ୍ପ୍ରଦାୟିକ ହିଂସା ଘଟଣାରେ ୫୨ ଜଣଙ୍କୁ ଅଟକ ରଖିଛି ପୋଲିସ । ପଥର...
